Advertisment

Yatra Contract Violation Case: ଆଜି କୋର୍ଟରେ ହାଜର ହେବେ ପୀୟୂଷ ତ୍ରିପାଠୀ

ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ ସହ ଯାତ୍ରାପାର୍ଟି ସିଂହବାହିନୀ ପ୍ରଯୋଜକ ସଞ୍ଜୀବ ପାଢ଼ୀ ଭୁବନେଶ୍ବର କୋର୍ଟରେ ହଜାର ହେବେ। ସୂର୍ଯ୍ୟମନ୍ଦିର ନାଟ୍ୟ ଅନୁଷ୍ଠାନ ସହ ଦୁଇ ବର୍ଷିଆ ଚୁକ୍ତି ଖିଲାପ ଅଭିଯୋଗରେ ପ୍ରଯୋଜକ ପ୍ରମୋଦ ସ୍ୱାଇଁ କୋର୍ଟର ଆଶ୍ରୟ ନେଇଥିଲେ।

BBSR COURT

PIYUSH IN BBSR COURT Photograph: (OTV)

Advertisment

ଆଜି କୋର୍ଟରେ ହାଜର ହେବେ ପୀୟୂଷ ତ୍ରିପାଠୀ। ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀ ସହ ଯାତ୍ରାପାର୍ଟି ସିଂହବାହିନୀ ପ୍ରଯୋଜକ ସଞ୍ଜୀବ ପାଢ଼ୀ ଭୁବନେଶ୍ବର କୋର୍ଟରେ ହଜାର ହେବେ। ସୂର୍ଯ୍ୟମନ୍ଦିର ନାଟ୍ୟ ଅନୁଷ୍ଠାନ ସହ ଦୁଇ ବର୍ଷିଆ ଚୁକ୍ତି ଖିଲାପ ଅଭିଯୋଗରେ ପ୍ରଯୋଜକ ପ୍ରମୋଦ ସ୍ୱାଇଁ କୋର୍ଟର ଆଶ୍ରୟ ନେଇଥିଲେ।

Advertisment

କୋର୍ଟ ପୀୟୂଷ ମଞ୍ଚ ଚଢ଼ି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। ଏନେଇ ଆଜି କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ହୋଇଥିଲା। ତେବେ ଆଜି ପୀୟୂଷ ଏବଂ ସଞ୍ଜୀବ ବ୍ୟକ୍ତିଗତ ଭାବେ କୋର୍ଟର ହଜାର ହେବେ ନା ଓକିଲ ଜରିଆରେ ନିଜର ହାଜିରା ଦେବେ ତାକୁ ନେଇ ଚର୍ଚ୍ଚା ହେଉଛି।

Bhubaneswar Jatra Artist Court Actor Piyush Tripathy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ