Advertisment

Belghar Elephant Death Case: ଆକ୍ସନ ଭୟରେ ହାତୀକୁ ୩୨ ଖଣ୍ଡ, ଘଟଣାରେ ବଡ଼ ଖୁଲାସା କରିଛନ୍ତି ଆରସିସିଏଫ୍

ବେଲଘର ହାତୀ ମୃତ୍ୟୁ ଓ କାଟିବା ଘଟଣାରେ RCCFଙ୍କ ସୂଚନା। ହାତୀକୁ ୩୨ ଖଣ୍ଡ କଟାଯାଇଥିବା କହିଲେ ବ୍ରହ୍ମପୁର RCCF। 'ନିଲମ୍ବିତ ଡେପୁଟି ରେଞ୍ଜର ହାତୀକୁ କାଟିବା ଯୋଜନା କରିଥିଲେ'। 'ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ ଘଟିଥିଲା'।

Belghar Elephant Death Case

ଆକ୍ସନ ଭୟରେ ହାତୀକୁ ୩୨ ଖଣ୍ଡ Photograph: (OTV)

Advertisment

ଆକ୍ସନ ଭୟରେ ହାତୀକୁ ୩୨ ଖଣ୍ଡ କରି କାଟି ଦେଇଥିଲେ। ଏହି କାଣ୍ଡ ଭିଆଇଥିଲେ ନିଲମ୍ବିତ ଡେପୁଟି ରେଞ୍ଜର। ରବିବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବ୍ରହ୍ମପୁର RCCF । ବେଲଘର ହାତୀ ମୃତ୍ୟୁ ଓ କାଟିବା ଘଟଣାରେ ବଡ଼ ଖୁଲାସା କରିଛନ୍ତି ଆରସିସିଏଫ୍ । କହିଛନ୍ତି, ନିଲମ୍ବିତ ଡେପୁଟି ରେଞ୍ଜର ହାତୀକୁ କାଟିବା ଯୋଜନା କରିଥିଲେ। ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ ଘଟିଥିଲା। 
ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଭୟରେ ଏଭଳି କାଣ୍ଡ ଭିଆଇ ଥିଲେ ଡେପୁଟି ରେଞ୍ଜର। ହାତୀକୁ ୩୨ ଖଣ୍ଡ କରି ବିଭିନ୍ନ ସ୍ଥାନରେ ପୋତିଦେଇଥିଲେ । ନିଲମ୍ବିତ ଡେପଟି ରେଞ୍ଜର ବିନୟ ବିଶି ଏବେ ଫେରାର ଅଛନ୍ତି। ହାତୀକୁ କାଟିବାରେ ସାମିଲ୍ ୮ ଜଣ ସ୍କ୍ୱାଡଙ୍କୁ ୩୫୩ରେ ନୋଟିସ୍ ହୋଇଛି । ଡ୍ରାଇଭର ହୃଷିକେଶ ପଣ୍ଡାଙ୍କୁ କୋର୍ଟ ଚାଲାଣ ସହ ୩ ଗାଡ଼ି ଜବତ ହୋଇଛି।

Advertisment

  • ବେଲଘର ହାତୀ ମୃତ୍ୟୁ ଓ କାଟିବା ଘଟଣାରେ RCCFଙ୍କ ସୂଚନା
  • ହାତୀକୁ ୩୨ ଖଣ୍ଡ କଟାଯାଇଥିବା କହିଲେ ବ୍ରହ୍ମପୁର RCCF
  • ନିଲମ୍ବିତ ଡେପୁଟି ରେଞ୍ଜର ହାତୀକୁ କାଟିବା ଯୋଜନା କରିଥିଲେ'
  • 'ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ ଘଟିଥିଲା'
  • 'ବିଭାଗ ଆକ୍ସନ ନେବା ଭୟରେ ଏଭଳି କାଣ୍ଡ ଭିଆଇ ଥିଲେ ଡେପୁଟି ରେଞ୍ଜର'
  • 'ହାତୀକୁ କାଟିବାରେ ସାମିଲ୍ ୮ଜଣ ସ୍କ୍ୱାଡ୍ ଙ୍କୁ ୩୫୩ରେ ନୋଟିସ୍ ହୋଇଛି'
  • 'ନିଲମ୍ବିତ ଡେପଟି ରେଞ୍ଜର ବିନୟ ବିଶି ଫେରାର ଅଛନ୍ତି'
  • 'ଡ୍ରାଇଭର ହୃଷିକେଶ ପଣ୍ଡାଙ୍କୁ କୋର୍ଟ ଚାଲାଣ ସହ ୩ ଗାଡ଼ି ଜବତ ହୋଇଛି'
Wildlife Elephant Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ