Bear Photograph: (OTV)
Advertisment
ଖାଦ୍ୟ ଅନ୍ବେଷଣରେ ଆସି କୂଅରେ ପଡ଼ିଲା ଭାଲୁ। ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମପିଭି-୨୬ ଗାଁରେ। କିଛି ଦିନ ହେବ ଗୋଟିଏ ଭାଲୁ ଗାଁ ନିକଟରେ ବୁଲୁଥିଲା।
Advertisment
କିନ୍ତୁ କାଲି ରାତିରେ ଭାଲୁଟି ଆସି ସେଇ ଗାଁରେ ଏକ କୂଅ ଭିତରେ ପଡିଯାଇଛି। ଖବର ପାଇଁ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଖୁବଶୀଘ୍ର ଭାଲୁଟିକୁ ଉଦ୍ଧାର କରାଯାଇ ଚିକିତ୍ସା ପରେ ଜଙ୍ଗଲରେ ଛଡାଯିବ।
ଖାଦ୍ୟ ଅନ୍ବେଷଣରେ ଆସି କୂଅରେ ପଡ଼ିଲା ଭାଲୁ
ମାଲକାନଗିରି କାଲିମେଳା ଏମପିଭି-୨୬ରେ ଘଟଣା
ଭାଲୁକୁ ଉଦ୍ଧାର ପାଇଁ ବନବିଭାଗର ପ୍ରୟାସ ଜାରି
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/23/bear-2026-01-23-13-17-29.jpg)