Advertisment

Junior Clerk Found Dead: ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଲେ କନିଷ୍ଠ କିରାଣି!

ବାଲେଶ୍ୱର ମେଡିକାଲର କନିଷ୍ଠ କିରାଣିଙ୍କ ଆତ୍ମହତ୍ୟା। ବେକରେ ଗାମୁଛା ଲଗାଇ ଜୀବନ ହାରିଥିବା ସୂଚନା ମିଳିଛି। ମୃତ ଯୁବକ ହେଲେ ସଦର ଥାନା ଆଳୁପୁର ଅଂଚଳର ସମରଜିତ୍ ପ୍ରଧାନ।

BALASORE DEATH

BALASORE DEATH Photograph: (OTV)

Advertisment

ବାଲେଶ୍ୱର ମେଡିକାଲର କନିଷ୍ଠ କିରାଣିଙ୍କ ଆତ୍ମହତ୍ୟା। ବେକରେ ଗାମୁଛା ଲଗାଇ ଜୀବନ ହାରିଥିବା ସୂଚନା ମିଳିଛି। ମୃତ ଯୁବକ ହେଲେ ସଦର ଥାନା ଆଳୁପୁର ଅଂଚଳର ସମରଜିତ୍ ପ୍ରଧାନ।

Advertisment

ପାରିବାରିକ କଳହରୁ ଜୀବନ ହାରିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ମୃତ ଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଚଳାଇଛି। 

କନିଷ୍ଠ କିରାଣୀଙ୍କ ସନ୍ଦେହଜନକ ମୃତ୍ୟୁ
ବାଲେଶ୍ୱର ମେଡିକାଲର କନିଷ୍ଠ କିରାଣୀ ମୃତ୍ୟୁ 
ସଦର ଥାନା ଆଳୁପୁର ଅଂଚଳରେ ଯୁବକଙ୍କ ଘର
ପାରିବାରିକ କଳହରୁ ଜୀବନ ହାରିଥିବା ସନ୍ଦେହ
ମୃତଦେହ ଉଦ୍ଧାର କରି ପୋଲିସର ତଦନ୍ତ

Advertisment

Balasore Balasore Medical College And Hospital Sucide Or Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ