Advertisment

Baby Elephant Cries: ଜନ୍ମ ଦେଇ ବିଲକୁ ଫିଙ୍ଗିଦେଲା , ପାଟି ଖୋଲୁନଥିଲେ ବି ନିଜ ମା’କୁ ଭାରି ଖୋଜିଥିଲା

ମା’ ମୋ ଭୁଲ୍ କଣ ? ମୁଁ କ’ଣ ଦୋଷ କରିଛି  । ଦୁନିଆର ଆଲୋକ ଦେଖାଇ କାହିଁକି ପର କରିଦେଲୁ ।  ମୁଁ ଏବେ  ଏକା ହୋଇଯାଇଛି । ବନ ବିଭାଗର ଏହି ଯନ୍ତା ମୋତେ ଭଲ ଲାଗୁନି । ଏଠି ଥିବା ଲୋକମାନେ ମୋର ଖୁବ୍ ଯତ୍ନ ନେଉଛନ୍ତି, କିନ୍ତୁ  କ’ଣ ହେବ ମୁଁ ତୋ ସହ ଖୋଲା ଆକାଶ ତଳେ ରହିବାକୁ ଚାହେଁ ।

Angul-Elephant-Child

Angul-Elephant-Child Photograph: (OTV)

Advertisment

ମାମୋ ଭୁଲ୍ କଣ ? ମୁଁ କଣ ଦୋଷ କରିଛି   ଦୁନିଆର ଆଲୋକ ଦେଖାଇ କାହିଁକି ପର କରିଦେଲୁ ମୁଁ ଏବେ  ଏକା ହୋଇଯାଇଛି ବନ ବିଭାଗର ଏହି ଯନ୍ତା ମୋତେ ଭଲ ଲାଗୁନି । ଏଠି ଥିବା ଲୋକମାନେ ମୋର ଖୁବ୍ ଯତ୍ନ ନେଉଛନ୍ତି, କିନ୍ତୁ  ଣ ହେବ ମୁଁ ତୋ ସହ ଖୋଲା ଆକାଶ ତଳେରହିବାକୁ ଚାହେଁ ତୋ ସହ ଜଙ୍ଗଲରେ ଚରି ବୁଲିବାକୁ ମୋର ଇଚ୍ଛା   ଏ ମଣିଷମାନେ  ଛୁଇଁଦେଲେ ବୋଲି  ମୋତେ ନେଉନୁ ନା ମାମୋର ଉପରେ ଅଭିମାନ କରିଛୁନା ମା ମାଠୁଅଲଗାହେବାପରେପାଟିଫିଟାଇପାରୁନଥିବା ନବଜାତ ହାତୀଛୁଆଟାମନରେଏମିତିକିଛିଚାଲୁଥିବ 

Advertisment

 ଗତ ଶନିବାର ଦିନ ୨୨ ଟିକିଆ ହାତୀପଲ ଅନୁଗୁଳ ଜିଲ୍ଲାର ଶ୍ୟାମସୁନ୍ଦରପୁର ଗାଁରେ ଥିବା ଏକ ଧାନ କିଆରିରେ ଧାନଖାଇଥିଲେସେହିସମୟରେ ମା  ହାତୀ  ଏକ ଛୁଆଟିକୁ ଜନ୍ମ ଦେଇ ଛାଡ଼ି ପଳାଇଯାଇଥିଲା। । ରାତି ସାରା ଧାନବିଲ କାଦୁଅରେ ଛଟପଟ ହେଉଥିଲା ହାତୀ ଛୁଆ ପାଟି ଖୋଲୁନଥିଲେ ବି ନିଜ ମାକୁ ଭାରି ଖୋଜିଥିଲା   ଏହି ସମୟରେ ବନ ବିଭାଗ ପାଖରେ ଖବର ପହଞ୍ଚିଥିଲା   କିଛି ସମୟ ଭିତରେ ବନ ବିଭାଗ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ହାତୀ ଛୁଆଟିକୁ ଉଦ୍ଧାର କରିଛି 

ପ୍ରଥମେହାତୀଛୁଆଟିକୁ କୁଲାସିଂହା ନର୍ସରୀରେ ରଖାଯାଇ ଚିକିତ୍ସା କରାଯାଇଥିଲା ଛୁଆଟି ସୁସ୍ଥ ହେବା ପରେ ତାକୁ ହାତୀ ପଲରେ ଛାଡ଼ିବାକୁ ଅନେକ ଚେଷ୍ଟା କରିଥିଲା ବନ ବିଭାଗ   ଏଥିପାଇଁ ରାତିସାରା ଅଧିକାରୀମାନଙ୍କୁ ଅନିଦ୍ରା ହେବାକୁ ପଡ଼ିଥିଲା ରାତିରେ ଜଙ୍ଗଲରୁ ହାତୀ ପଲ ସହ ମାହାତୀ ଧାନ ଖାଇବାକୁ ଆସିଥିଲେ ବି ଛୁଆ ହାତୀଟିକୁ ନନେଇ  ଚାଲିଯାଇଥିଲେ ପରେ ବନ ବିଭାଗ ହାତୀ ଛୁଆକୁ ନେଇ ଫେରିଆସିଥିଲାବନ ବିଭାଗ ଛୁଆ ହାତୀର ଯତ୍ନ ନେବା ସହିତ ଆଉଥରେ ତାର ମାଆ ପାଖକୁ ପଠାଇବାକୁ ଉଦ୍ୟମ କରିବ ବୋଲି ସୂଚନା ମିଳିଛି

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ