Advertisment

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୦,୨୪୨ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି ସୁସ୍ଥ ହେଲେ ୧୦ ହଜାର ୨୪୨ ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସୁସ୍ଥ ସଂଖ୍ୟା ୫ ଲକ୍ଷ ୩୬ ହଜାର ୫୯୫କୁ ବୃଦ୍ଧି ପାଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୦,୨୪୨ ଆକ୍ରାନ୍ତ

corona-cure

Advertisment

ଭୁବନେଶ୍ୱର: ରାଜ୍ୟରେ ଆଜି ସୁସ୍ଥ ହେଲେ ୧୦ ହଜାର ୨୪୨ ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସୁସ୍ଥ ସଂଖ୍ୟା ୫ ଲକ୍ଷ ୩୬ ହଜାର ୫୯୫କୁ ବୃଦ୍ଧି ପାଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ । ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Advertisment

କେଉଁ ଜିଲ୍ଲାରୁ କେତେ:-

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୧୮, ସୁନ୍ଦରଗଡ଼ରୁ ୯୪୩ ସୁସ୍ଥ କଟକ- ୮୮୭, ପୁରୀ- ୭୦୭, ସମ୍ବଲପୁର- ୬୪୧, କଳାହାଣ୍ଡି- ୪୬୫ ବରଗଡ଼- ୪୪୮, ଅନୁଗୁଳ- ୪୩୮, ଝାରସୁଗୁଡ଼ା- ୩୩୧, ବାଲେଶ୍ୱର- ୩୦୧ ନବରଙ୍ଗପୁର- ୨୯୧, ବଲାଙ୍ଗିର- ୨୭୩, ନୟାଗଡ଼- ୨୫୪, ଯାଜପୁର- ୨୨୨ ନୂଅାପଡ଼ା- ୨୧୪, ମୟୂରଭଞ୍ଜ- ୨୦୭, ଗଞ୍ଜାମ- ୧୯୫ ସୁସ୍ଥ ହୋଇଛନ୍ତି।

ସେହିପରି ସୁବର୍ଣ୍ଣପୁର- ୧୭୯ କେନ୍ଦୁଝର- ୧୭୭, ଢେଙ୍କାନାଳ- ୧୬୭, କେନ୍ଦ୍ରାପଡ଼ା- ୧୫୮, ଜଗତସିଂହପୁର- ୧୩୭ ଦେବଗଡ଼ ଓ ରାୟଗଡ଼ାରୁ ୧୩୬ ଲେଖାଏଁ, କୋରାପୁଟ- ୧୨୨, ଗଜପତି- ୧୧୬ ବୌଦ୍ଧ- ୧୧୩, ଭଦ୍ରକ ଓ କନ୍ଧମାଳରୁ ୧୦୦ ଲେଖାଏଁ ଲେଖାଏଁ ସୁସ୍ଥ ଘରକୁ ଫେରିଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ