tt
Advertisment
ଭୁବନେଶ୍ୱର: ଯାଜପୁର ଜିଲା ବଡ଼ଚଣା ନିର୍ବାଚନ ମଣ୍ଡଳୀରେ ବିଜେଡିର ବିଧାୟକ ପ୍ରାର୍ଥୀ ଅମର ପ୍ରସାଦ ଶତପଥୀ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଅମର ନାୟକଙ୍କୁ ସେ ୧୩୯୨ ଖଣ୍ଡ ଭୋଟ୍ରେ ପରାସ୍ତ କରିଛନ୍ତି।
Advertisment
୨୦୧୪ ନିର୍ବାଚନରେ ବିଜେଡି ବିଦ୍ରୋହୀ ଅମର ନାୟକ ଟିକଟ ନ ପାଇ ସ୍ୱାଧୀନ ପ୍ରାର୍ଥୀ ଭାବେ ଠିଆ ହୋଇଥିଲେ। ଯଦିଓ ନିର୍ବାଚନରେ ହାରିଥିଲେ ତଥାପି ୨୬ ହଜାରରୁ ଅଧିକ ଭୋଟ ପାଇଥିଲେ।
ଏପଟେ ଅମର ଶତପଥୀଙ୍କୁ ବିଜେଡି ପୁଣି ଥରେ ପ୍ରାର୍ଥୀ କରି ବିଜୟ ବାନା ଉଡାଇଥିବାରୁ ସମର୍ଥକଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/tt-3_1626692686.jpg)