TATA-POWER Photograph: (OTV)
ଟାଟା ପାୱାରକୁ ହାଇକୋର୍ଟଙ୍କ ନୋଟିସ୍। ଅତିରିକ୍ତ ସୁରକ୍ଷା ଜମା ପ୍ରସଙ୍ଗରେ ନୋଟିସ୍ କରିଛନ୍ତି। ଜବାବ ଦାଖଲ ପାଇଁ ୨ ସପ୍ତାହ ସମୟ ଦେଇଛନ୍ତି ହାଇକୋର୍ଟ। OERC ଓ ଶକ୍ତି ସଚିବଙ୍କୁ ବି ନୋଟିସ୍ ହୋଇଛି। ୩ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଟାଟା ପାୱାରର ଆଡିସନାଲ ସିକ୍ୟୁରିଟି ଡିପୋଜିଟକୁ ନେଇ ବଢିଥିଲା ଅସନ୍ତୋଷ। ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନକୁ ଓହ୍ଲାଇଥିଲେ ଉପଭୋକ୍ତା ସଂଘ। ...
ଟାଟା ପାୱାରକୁ ହାଇକୋର୍ଟଙ୍କ ନୋଟିସ୍
ଅତିରିକ୍ତ ସୁରକ୍ଷା ଜମା ପ୍ରସଙ୍ଗରେ ନୋଟିସ୍
ଜବାବ ଦାଖଲ ପାଇଁ ୨ ସପ୍ତାହ ସମୟ ଦେଇଛନ୍ତି
OERC ଓ ଶକ୍ତି ସଚିବଙ୍କୁ ବି ନୋଟିସ୍ ଜାରି ହୋଇଛି
୩ ସପ୍ତାହ ପରେ ପରବର୍ତ୍ତୀ ଶୁଣାଣି ରହିଛି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/13/tata-power-2026-01-13-17-16-06.jpg)