Advertisment

Absconding IIC Surrenders in Court: ଫେରାର IICଙ୍କ ଆତ୍ମସମର୍ପଣ; ଗଞ୍ଜେଇ ବେପାରୀଙ୍କୁ ସହଯୋଗ କରିଥିବା ଅଭିଯୋଗ

ଜୟପୁର ଜିଲ୍ଲା କୋର୍ଟରେ ଫେରାର IICଙ୍କ ଆତ୍ମସମର୍ପଣ। ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନାର ତତ୍କାଳୀନ IIC ରାଜେଶ ବଳିୟାରସିଂହ। ପ୍ରାୟ ୬ ମାସ ଫେରାର ପରେ କୋର୍ଟରେ ଆତ୍ମସମର୍ପଣ କଲେ। କୋରାପୁଟ୍ ରେ କାର୍ଯ୍ୟରତ ବେଳେ ବିବାଦରେ ଛନ୍ଦି ହୋଇଥିଲେ I

Absconding IIC Surrenders in Court

ଫେରାର IICଙ୍କ ଆତ୍ମସମର୍ପଣ Photograph: (OTV)

Advertisment

ଜୟପୁର ଜିଲ୍ଲା କୋର୍ଟରେ ଆତ୍ମସମର୍ପଣ କଲେ ଫେରାର IIC। ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନାର ତତ୍କାଳୀନ IIC ରାଜେଶ ବଳିୟାରସିଂହ ୬ ମାସ ହେବ ଫେରାର ଥିଲେ। କୋରାପୁଟ୍ ରେ କାର୍ଯ୍ୟରତ ବେଳେ ଗଞ୍ଜେଇ ବେପାରୀଙ୍କୁ ସହଯୋଗ ଓ ତାଙ୍କ ଗାଡ଼ି ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। 

Advertisment

ଭୁବନେଶ୍ବରରେ ଗାଡ଼ି ସହ IICଙ୍କୁ ଧରିଥିଲା କୋରାପୁଟ ପୋଲିସ। ଅଗଷ୍ଟ ପ୍ରଥମ ସପ୍ତାହରେ କ୍ୟାପିଟାଲ ଥାନା ନେଇ ପଚରାଉଚରା ବେଳେ ଚମ୍ପଟ ମାରିଥିଲେ IIC। ପରେ ତାଙ୍କ ସରକାରୀ ବାସଭବନରେ ଚଢ଼ାଉ କରିଥିଲା ପୋଲିସ।

  • ଫେରାର IICଙ୍କ କୋର୍ଟରେ ଆତ୍ମସମର୍ପଣ
  • ଜୟପୁର ଜିଲ୍ଲା କୋର୍ଟରେ ଫେରାର IICଙ୍କ ଆତ୍ମସମର୍ପଣ
  • ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନାର ତତ୍କାଳୀନ IIC ରାଜେଶ ବଳିୟାରସିଂହ
  • ପ୍ରାୟ ୬ ମାସ ଫେରାର ପରେ କୋର୍ଟରେ ଆତ୍ମସମର୍ପଣ କଲେ
  • କୋରାପୁଟ୍ ରେ କାର୍ଯ୍ୟରତ ବେଳେ ବିବାଦରେ ଛନ୍ଦି ହୋଇଥିଲେ IIC
  • ଗଞ୍ଜେଇ ବେପାରୀଙ୍କୁ ସହଯୋଗ ଓ ତାଙ୍କ ଗାଡ଼ି ବ୍ୟବହାର କରିଥିବା ଅଭିଯୋଗ
  • ଭୁବନେଶ୍ବରରେ ଗାଡ଼ି ସହ IICଙ୍କୁ ଧରିଥିଲା କୋରାପୁଟ ପୋଲିସ
  • କ୍ୟାପିଟାଲ ଥାନା ନେଇ ପଚରାଉଚରା ବେଳେ ଚମ୍ପଟ ମାରିଥିଲେ IIC
  • ପରେ ତାଙ୍କ ସରକାରୀ ବାସଭବନରେ ଚଢ଼ାଉ କରିଥିଲା ପୋଲିସ
Advertisment
Koraput Police Odisha Crime Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ