Advertisment

Abhijit Majumdar: ଧିରେ ଧିରେ ସୁସ୍ଥ ହେଉଛନ୍ତି ଅଭିଜିତ ମଜୁମଦାର , ଭୁବନେଶ୍ୱର AIIMSର ମେଡ଼ିସିନ ୱାର୍ଡରେ ଅଛନ୍ତି

ଧିରେ ଧିରେ ସୁସ୍ଥ ହେଉଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର। ଏବେ ସେ ଭୁବନେଶ୍ୱର AIIMSର ମେଡ଼ିସିନ ୱାର୍ଡରେ ଅଛନ୍ତି। ଗତ ସେପ୍ଟେମ୍ବର ୪ରେ ସଙ୍କଟାପନ୍ନ ଅବସ୍ଥାରେ ICUରେ ଭର୍ତ୍ତି ହୋଇଥିଲେ।

ABHIJIT

ABHIJIT Photograph: (OTV)

Advertisment

ଧିରେ ଧିରେ ସୁସ୍ଥ ହେଉଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର। ଏବେ ସେ ଭୁବନେଶ୍ୱର AIIMSର ମେଡ଼ିସିନ ୱାର୍ଡରେ ଅଛନ୍ତି। ଗତ ସେପ୍ଟେମ୍ବର ୪ରେ ସଙ୍କଟାପନ୍ନ ଅବସ୍ଥାରେ ICUରେ ଭର୍ତ୍ତି ହୋଇଥିଲେ। ସେ ଅକ୍ଟୋବର 23 ତାତିଖରୁ ICUରୁ ବାହାରି  ଜେନେରାଲ ମେଡିସିନ ୱାର୍ଡରେ ଅଛନ୍ତି । ସ୍ବତନ୍ତ୍ର ଡାକ୍ତର ଟିମ୍ ତାଙ୍କ ସ୍ବାସ୍ଥ୍ୟର ଅନୁଧ୍ୟାନ କରୁଛନ୍ତି। ଫୁସଫୁସ ସଂକ୍ରମଣରେ ଗୁରୁତର ହୋଇ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଏକାଧିକ ରୋଗରେ ମଧ୍ୟ ସଂକ୍ରମଣ ହୋଇଥିଲେ। ଏମ୍ସ ପକ୍ଷରୁ ମଧ୍ୟ ତାଙ୍କର ଏକ ସ୍ବାସ୍ଥ୍ୟ ବୁଲେଟିନ୍ ଜାରି କରାଯାଇଛି। ସେ ଧିରେ ଧିରେ ସୁସ୍ଥ ହେଉଥିବା କୁହାଯାଉଛି। ସେ ଆଖି ଖୋଲିବା ସହ ଡାକ୍ତରଙ୍କ ସହ କଥାବାର୍ତ୍ତା ହେଉଛନ୍ତି। ଡାକ୍ତରଙ୍କ କଥା ଶୁଣି ଉତ୍ତର ମଧ୍ୟ ଦେଉଛନ୍ତି ଅଭିଜିତ ମଜୁମଦାର... 

Advertisment

ଧିରେ ଧିରେ ସୁସ୍ଥ ହେଉଛନ୍ତି ଅଭିଜିତ ମଜୁମଦାର
ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର
ସେ ଭୁବନେଶ୍ୱର AIIMSର ମେଡ଼ିସିନ ୱାର୍ଡରେ ଅଛନ୍ତି 
ଗତ ସେପ୍ଟେମ୍ବର ୪ରେ ଗୁରୁତର ଅବସ୍ଥାରେ ICUରେ ଭର୍ତ୍ତି ହୋଇଥିଲେ
ଅକ୍ଟୋବର ୨୩ରୁ ICUରୁ ବାହାରି  ଜେନେରାଲ ମେଡିସିନ ୱାର୍ଡରେ ଅଛନ୍ତି 
ସ୍ବତନ୍ତ୍ର ଡାକ୍ତର ଟିମ୍ ତାଙ୍କ ସ୍ବାସ୍ଥ୍ୟର ଅନୁଧ୍ୟାନ କରୁଛନ୍ତି 
ଫୁସଫୁସ ସଂକ୍ରମଣରେ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ
ଆଖି ଖୋଲିବା ସହ ଡାକ୍ତରଙ୍କ ସହ କଥାବାର୍ତ୍ତା ହେଉଛନ୍ତି 
ଡାକ୍ତରଙ୍କ କଥା ଶୁଣି ଉତ୍ତର ମଧ୍ୟ ଦେଉଛନ୍ତି ଅଭିଜିତ ମଜୁମଦାର 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ