Advertisment

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ୨୩୦ କିଲୋମିଟର ଦୌଡ଼ିଲେ

ପୁରୀ: ମହାପ୍ରଭୁଙ୍କ ଦର୍ଶନ ପାଇଁ ୨୩୦ କିଲୋମିଟର ଦୌଡ଼ି ଦୌଡ଼ି ପୁରୀ ଆସିଲେ ଭଦ୍ରକର ଜଣେ ଯୁବକ। ଭଦ୍ରକ ଜିଲ୍ଲା ବନ୍ତ ଅଞ୍ଚଳର ସୌରଭ ସେଠୀ ନାମକ ଜଣେ ଯୁବକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ନିଜ ଗାଁରୁ ଦୌଡ଼ି ଦୌଡ଼ି ପୁରୀ ଶ୍ରୀମନ୍ଦିରରେ ପହଞ୍ଚିଥିଲେ। ସେଠାରେ ପହଞ୍ଚି ଶ୍ରୀଜିଉଙ୍କ ଦର୍ଶନ କରିଥିଲେ। ସେନାରେ ଯୋଗଦେବା ପାଇଁ ବାରମ୍ବାର ଚେଷ୍ଟା ପରେ ବି ବିଫଳ ହେବାରୁ ସୌରଭ, ମହାପ୍ରଭୁଙ୍କ ଶରଣ ପଶିଛନ୍ତି। କାଳିଆ ଠାକୁରଙ୍କୁ ମନର […]

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ୨୩୦ କିଲୋମିଟର ଦୌଡ଼ିଲେ

odisha

Advertisment

ପୁରୀ: ମହାପ୍ରଭୁଙ୍କ ଦର୍ଶନ ପାଇଁ ୨୩୦ କିଲୋମିଟର ଦୌଡ଼ି ଦୌଡ଼ି ପୁରୀ ଆସିଲେ ଭଦ୍ରକର ଜଣେ ଯୁବକ। ଭଦ୍ରକ ଜିଲ୍ଲା ବନ୍ତ ଅଞ୍ଚଳର ସୌରଭ ସେଠୀ ନାମକ ଜଣେ ଯୁବକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ନିଜ ଗାଁରୁ ଦୌଡ଼ି ଦୌଡ଼ି ପୁରୀ ଶ୍ରୀମନ୍ଦିରରେ ପହଞ୍ଚିଥିଲେ। ସେଠାରେ ପହଞ୍ଚି ଶ୍ରୀଜିଉଙ୍କ ଦର୍ଶନ କରିଥିଲେ।

Advertisment

ସେନାରେ ଯୋଗଦେବା ପାଇଁ ବାରମ୍ବାର ଚେଷ୍ଟା ପରେ ବି ବିଫଳ ହେବାରୁ ସୌରଭ, ମହାପ୍ରଭୁଙ୍କ ଶରଣ ପଶିଛନ୍ତି। କାଳିଆ ଠାକୁରଙ୍କୁ ମନର କଥା ଜଣାଇଥିବା କଥା ସେ କହିଛନ୍ତି।

ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ସୌରଭଙ୍କୁ ଜିଲ୍ଲା କ୍ରୀଡ଼ା ଅଧିକାରୀ, ବରିଷ୍ଠ ସେବାୟତ ଓ କ୍ରୀଡ଼ାପ୍ରେମୀ ମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ପୂର୍ବରୁ ସୌରଭ ୭୦ କିଲୋମିଟର ଦୌଡ଼ି ଦୌଡ଼ି ଯାଇ ଘଟଗାଁ ମା’ ତାରିଣୀଙ୍କୁ ଦର୍ଶନ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ