ଅଦ୍ୟତନ ହୋଇଛି
proposed
Advertisment
ରାଉଲକେଲା: ଟ୍ରେନରେ ନାବାଳିକାଙ୍କୁ ଦୁର୍ବବ୍ୟହାର ଅଭିଯୋଗରେ ଜଣେ ଗିରଫ। ଗତ ୨୯ ତାରିଖରେ ମୁମ୍ବାଇ LTT ଏକ୍ସପ୍ରେସ୍ରେ ନାବାଳିକା ତାଙ୍କ ପରିବାର ସହ ଆସୁଥିବା ବେଳେ ଅଶ୍ଲୀଳ ବ୍ୟବହାର ନେଇ ଅଭିଯୋଗ ହୋଇଥିଲା।
Advertisment
ସାଥୀ ଯାତ୍ରୀ ଜଣକ ଏପରି କରିଥିବା ଅଭିଯୋଗ ପରେ ରାଉରକେଲା ରେଳବାଇ ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିଛି। ନାବାଳିକା ଯାତ୍ରୀଙ୍କୁ ସଂପୃକ୍ତ ଅଭିଯୁକ୍ତ ଜଣକ ପ୍ରେମ ନିବେଦନ କରିବା ସହ ଅଶାଳୀନ ବ୍ୟବହାର କରିଥିବା ତାଙ୍କ ପରିବାର ଅଭିଯୋଗ କରିଥିଲେ।
ତେବେ ରୋଡ୍ ରୋମିଓ ପରେ ଟ୍ରେନ୍ ରୋମିଓ ବୁଲୁଥିବା ଜଣାପଡ଼ିଛି, ଯିଏକି ଯୁବତୀ ତଥା ଟ୍ରେନ୍ ଯାତ୍ରୀମାନଙ୍କୁ ଅଯଥା ହଇରାଣ କରୁଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/proposed_1625064768.jpg)