devi
Advertisment
ଭୁବନେଶ୍ୱର: ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ନବମ ଫିଲ୍ମ ଫେୟାର ଆୱାର୍ଡ ଆୟୋଜିତ ହୋଇଯାଇଛି। ଏଥର ମୁଖ୍ୟ ଆକର୍ଷଣ ଥିଲେ ବଲିଉଡ୍ କମେଡି କିଙ୍ଗ୍ ଜନି ଲିଭର। ଚଳିତ ବର୍ଷ ୨୫ ଜଣ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।
Advertisment
ବର୍ଷିଆନ ଅଭିନେତା ଉତ୍ତମ ମହାନ୍ତିଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ମିଳିଛି। ତରଙ୍ଗ ସିନେ ପ୍ରଡକ୍ସନ୍ର ଚଳଚ୍ଚିତ୍ର ‘ପ୍ରେମକୁମାର’କୁ ଶ୍ରେଷ୍ଠ ଚଳଚ୍ଚିତ୍ରର ମାନ୍ୟତା ମିଳିଛି।
ସେହିପରି ବାବୁସାନ୍ଙ୍କୁ ଶ୍ରେଷ୍ଠ ଅଭିନେତା, ଶିବାନୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଓ ପ୍ରେମାନନ୍ଦଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ସମ୍ମାନିତ କରାଯାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/devi_1626339902.jpg)