Advertisment

Illegal Cough Syrup Seized: ଭଦ୍ରକରେ ରେଡ୍; ଡ୍ରଗ୍ସ ସ୍କ୍ବାଡ୍ ଓ ପୋଲିସ୍ ର ମିଳିତ ଚଢାଉ

ବାସୁଦେବପୁର ବଜାରରୁ ୮୪୦ ବୋତଲ କଫ୍ ସିରପ୍ ଜବତ। ଡ୍ରଗ୍ସ ସ୍କ୍ବାଡ୍ ଓ ପୋଲିସ୍ ର ମିଳିତ ଚଢାଉ, ଜଣେ ଗିରଫ। ୭ଟି ପେଟିରେ ଥିବା ୮୪୦ ବୋତଲ କଫ୍ ସିରପ୍ ଜବତ।

Illegal Cough Syrup Seized

Illegal Cough Syrup Seized Photograph: (OTV)

Advertisment

୮୪୦ ବୋତଲ କଫ୍ ସିରପ୍ ଜବତ। ଭଦ୍ରକ ବାସୁଦେବପୁର ବଜାରରୁ ୮୪୦ ବୋତଲ କଫ୍ ସିରପ୍ ଜବତ ହୋଇଛି। ଡ୍ରଗ୍ସ ସ୍କ୍ବାଡ୍  ଓ ପୋଲିସ୍ ର ମିଳିତ ଚଢାଉରେ ଏତେ ପରିମାଣର କଫ୍ ସିରପ ଜବତ ହୋଇଛି। ମାମଲାରେ ଜଣକୁ ଗିରଫ କରାଯାଇଛି। ୭ଟି ପେଟିରେ ଏହି ୮୪୦ ବୋତଲ କଫ୍ ସିରପ୍ ରଖାଯାଇଥିଲା। 

Advertisment

ସ୍ଥାନୀୟ ଏକ ଔଷଧ ଦୋକାନରୁ ଏହି ସବୁ କଫ ସିରପ ଜବତ ହୋଇଛି। ଦୋକାନରେ ବେଆଇନ ଭାବେ ଏହି କଫ୍ ସିରପ ବିକ୍ରି ହେଉଥିଲା। ଜବତ କଫ୍ ସିରପର ଆନୁମାନିକ ମୂଲ୍ୟ ଦେଢ ଲକ୍ଷରୁ ଅଧିକ ହେବ ବୋଲି କହିଛି ଅବକାରୀ ବିଭାଗ। 

Illegal Cough Syrup Seized
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ