SUBHADRA Photograph: (OTV)
ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଏବେବି ବିଚାରଧୀନ ଅଛି ଆବେଦନ। ସୁଭଦ୍ରାରେ ସାମିଲ ପାଇଁ 6 ଲକ୍ଷ 23 ହଜାର 555 ଜଣ ହିତାଧିକାରୀଙ୍କ ଆବେଦନ ବିଚାରଧୀନ ଅଛି। 30 ଜିଲ୍ଲାରେ ପ୍ରଥମ କିସ୍ତିରେ ଏକ କୋଟି 37 ଲକ୍ଷ 5ହଜାର 941 ପାଇଥିବା ବେଳେ ଦ୍ବିତୀୟ କିସ୍ତିରେ 1 କୋଟି 19 ଲକ୍ଷ 2 ହଜାର 724 ଜଣ ପାଇଛନ୍ତି। ସେହିପରି ତୃତୀୟ କିସ୍ତି ପାଇଛନ୍ତି 97 ଲକ୍ଷ 65 ହଜାର 339 ଜଣ । ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉତ୍ତର ଦେଇଛନ୍ତି...
ସୁଭଦ୍ରାରେ ସାମିଲ ହେବା ପାଇଁ ବିଚାରଧୀନ ଅଛି ଆବେଦନ
୬ ଲକ୍ଷ ୨୩ ହଜାର ୫୫୫ ଜଣ ଆବେଦନ ବିଚାରଧୀନ ଅଛି
୩୦ ଜିଲ୍ଲାରେ ପ୍ରଥମ କିସ୍ତିରେ ୧ କୋଟି ୩୭ ଲକ୍ଷ ୫୯୪୧ ପାଇଛନ୍ତି
ଦ୍ୱିତୀୟ କିସ୍ତିରେ ୧ କୋଟି ୧୯ ଲକ୍ଷ ୨ ହଜାର ୭୨୪ ଜଣ ପାଇଛନ୍ତି
ତୃତୀୟ କିସ୍ତି ପାଇଛନ୍ତି ୯୭ ଲକ୍ଷ ୬୫ ହଜାର ୩୩୯ ଜଣ
ବିଧାନସଭାରେ ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/06/subhadra-2025-12-06-16-29-55.jpg)