Advertisment

Berhampur Bridge Accident Under Scanner: ବ୍ରହ୍ମପୁର ହଳଦିଆପଦର ବ୍ରିଜରୁ ଦୁର୍ଘଟଣା ମାମଲା, ସ୍ପଟରେ ୫ ଜଣିଆ ବୈଷୟିକ ଟିମର ଅନୁଧ୍ୟାନ

୫ ଜଣଙ୍କ ମୃତ୍ୟୁ ପରେ ଅନୁଧ୍ୟାନ ଚାଲିଛି। ବ୍ରିଜର ଢାଞ୍ଚାଗତ ତ୍ରୁଟି ପରଖିଛନ୍ତି ବୈଷୟିକ ଟିମ୍ । ବ୍ରିଜ ନିର୍ମାଣ ବେଳେ ଢାଞ୍ଚା ବଦଳାଇବା ନେଇ ଅଭିଯୋଗ ହୋଇଥିଲା। ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ସାନଖେମୁଣ୍ଡି ବିଧାୟକ ରମେଶ ଜେନା ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ।

Technical Team

Technical Team Photograph: (OTV)

Advertisment

ବ୍ରହ୍ମପୁର ହଳଦିଆପଦର ଓଭରବ୍ରିଜର ଢାଞ୍ଚାଗତ ତ୍ରୁଟି ପ୍ରସଙ୍ଗ। ହଳଦିଆପଦର ବ୍ରିଜକୁ ଯାଇ ଅନୁଧ୍ୟାନ କରିଛନ୍ତି ଟେକ୍ନିକାଲ୍ ଟିମ୍। ହଳଦିଆପଦରରେ ୫ ଜଣିଆ ବୈଷୟିକ ଟିମ ଅନୁଧ୍ୟାନ କରିଛନ୍ତି। ଗତ ୩୧ ତାରିଖ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ପରେ ଅନୁଧ୍ୟାନ ଚାଲିଛି। ବ୍ରିଜର ଢାଞ୍ଚାଗତ ତ୍ରୁଟି ପରଖିଛନ୍ତି ବୈଷୟିକ ଟିମ୍ ।

Advertisment

ବ୍ରିଜ ନିର୍ମାଣ ବେଳେ ଢାଞ୍ଚା ବଦଳାଇବା ନେଇ ଅଭିଯୋଗ ହୋଇଥିଲା। ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ସାନଖେମୁଣ୍ଡି ବିଧାୟକ ରମେଶ ଜେନା ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ। ସାଂସଦ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ । ଗତ 16 ତାରିଖରେ ଟେକ୍ନିକାଲ ଟିମ୍ ଆସିବା ନେଇ ତାରିଖ ସ୍ଥିର ହୋଇଥିଲା। କିନ୍ତୁ ଟିମ୍ ନଯିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ଆଜି ଟିମ୍ ପହଞ୍ଚି ଅନୁଧ୍ୟାନ କରିଛନ୍ତି । 

ହଳଦିଆପଦରରେ ଟେକ୍ନିକାଲ୍ ଟିମ୍ 

ବ୍ରହ୍ମପୁର ହଳଦିଆପଦର ବ୍ରିଜରୁ ଦୁର୍ଘଟଣା ମାମଲା  
ସ୍ପଟରେ ୫ ଜଣିଆ ବୈଷୟିକ ଟିମ୍ ର ଅନୁଧ୍ୟାନ
୩୧ ତାରିଖ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ପରେ ଅନୁଧ୍ୟାନ
ବ୍ରିଜ୍ ର ଢାଞ୍ଚାଗତ ତ୍ରୁଟି ପରଖୁଛନ୍ତି ବୈଷୟିକ ଟିମ୍ 

Advertisment
Bridge
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ