corona 33
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩,୨୧୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୯ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।
୨୪ ଘଣ୍ଟାରେ ଓଡ଼ିଶାରେ ୫୧ ହଜାର ୨୪୫ କରୋନା ଟେଷ୍ଟ। ଆଣ୍ଟିଜେନ୍, RTPCR ଓ ଟ୍ରୁନଟ୍ ଦ୍ୱାରା ଏହି ଟେଷ୍ଟ କରାଯାଇଛି।
ଆଣ୍ଟିଜେନ୍- ୪୩,୪୭୬
RTPCR- ୭,୬୮୫
ଟ୍ରୁନଟ୍- ୮୪
Corona Updates In Odisha:
ଚିହ୍ନଟ ନୂଆ ୩,୨୧୯ ଆକ୍ରାନ୍ତଙ୍କ ମଧ୍ୟରୁ ୧,୯୩୧ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୨୮୮ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଖୋର୍ଦ୍ଧାରୁ ସର୍ବାଧିକ ୭୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଆଉ ଦୁଇ ବିଧାୟକଙ୍କୁ କରୋନା
/odishatv-khabar/media/post_attachments/wp-content/uploads/2020/09/Capture-3.jpg)
/odishatv-khabar/media/post_attachments/wp-content/uploads/2020/09/Capture-1-1.jpg)
/odishatv-khabar/media/post_attachments/wp-content/uploads/2020/09/Capture-2-1.jpg)
ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯୭୮୦ରେ ପହଞ୍ଚିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/corona-33_1625367348.jpg)