VEHICLE-REGISTRATION Photograph: (OTV)
ସାବାଡ ହେବେ ଅମାନିଆ ଗାଡ଼ି ଚାଳକ । ନିୟମ ଭାଙ୍ଗିଲେ ହେବ କାର୍ଯ୍ୟାନୁଷ୍ଠାନ । ଆଉ ଖସିପାରିବେନି । କମିଶନରେଟ ଟ୍ରାଫିକ୍ ପୋଲିସ ନେଇଛି ବଡ଼ ପଦେକ୍ଷପ ।
ବାରମ୍ବାର ଟ୍ରାଫିକ ନିୟମ ଭାଙ୍ଗିଲେ ରଦ୍ଦ ହେବ ଗାଡି ରେଜିଷ୍ଟ୍ରେସନ୍ ନମ୍ବର। ଏଭଳି 258ଟି ଗାଡିକୁ ଚିହ୍ନଟ କରିଛି କମିଶନରେଟ ଟ୍ରାଫିକ୍ ପୋଲିସ । 258ଟି ଗାଡିର ରେଜିଷ୍ଟ୍ରେସନ୍ ନମ୍ବର ରଦ୍ଦ ପାଇଁ ପରିବହନ ବିଭାଗକୁ ଚିଠି । କାର୍ଯ୍ୟାନୁଷ୍ଠାନ ସହ ବାରମ୍ବାର ଟ୍ରାଫିକ୍ ନିୟମ ଭାଙ୍ଗୁଥିବା ଚାଳକଙ୍କୁ ପୋଲିସ ଦେଲା କଡା ଚେତାବନୀ
ରାସ୍ତାରେ ଅମାନିଆ ଗାଡ଼ି ଚାଳକ ଯୋଗୁଁ ଅନେକ ଦୁର୍ଘଟଣା ଘଟୁଛି । ଅନେକ ଲୋକଙ୍କ ଜୀବନ ଯାଉଛି । ଅନେକ ପରିବାର ଛାରଖାର ହେଉଛି । ଏବେ ଏସବୁରେ ରୋକ ଲଗାଇବା ପାଇଁ ଅମାନିଆ ଗାଡ଼ି ଚାଳକଙ୍କୁ ସାବାଡ କରାଯିବ ।
ରଦ୍ଦ ହେବ ଗାଡି ରେଜିଷ୍ଟ୍ରେସନ୍ ନମ୍ବର
ବାରମ୍ବାର ଟ୍ରାଫିକ୍ ନିୟମ ଭାଙ୍ଗିଲେ ରଦ୍ଦ ହେବ ଗାଡି ରେଜିଷ୍ଟ୍ରେସନ୍ ନମ୍ବର
୨୫୮ଟି ଗାଡିକୁ ଚିହ୍ନଟ କରିଛି କମିଶନରେଟ ଟ୍ରାଫିକ୍ ପୋଲିସ
ଗାଡିର ରେଜିଷ୍ଟ୍ରେସନ୍ ନମ୍ବର ରଦ୍ଦ ପାଇଁ ପରିବହନ ବିଭାଗକୁ ଚିଠି
କାର୍ଯ୍ୟାନୁଷ୍ଠାନ ସହ ବାରମ୍ବାର ଟ୍ରାଫିକ୍ ନିୟମ ଭାଙ୍ଗୁଥିବା ଚାଳକଙ୍କୁ ଚେତାବନୀ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/16/vehicle-registration-2025-10-16-17-51-50.jpg)