ICECREAM Photograph: (OTV)
Advertisment
ଗାଆଁରେ ଅଷ୍ଟ ପ୍ରହରୀ ଚାଲୁଥିବା ବେଳେ ବାହାରେ ଆଇସିକ୍ରିମ୍ ବିକାଳି ଠାରୁ ଆଇସିକ୍ରିମ୍ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଛନ୍ତି । ସେମାନଙ୍କ ପାଟିରେ ଓ ଜିଭରେ ଘାଆ ହୋଇଯାଇଛି । ଅସୁସ୍ଥମାନଙ୍କୁ ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାଙ୍କୀ କିଆପଲା ଗ୍ରାମ ପଞ୍ଚାୟତର କୁମୁସର୍ ଗାଆଁରେ ଘଟିଛି ଏହି ଘଟଣା । ଡାକ୍ତରଖାନାରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Advertisment
ଅଷ୍ଟ ପ୍ରହରୀ ବେଳେ ଆଇସକ୍ରିମ ଖାଇ ୧୮ ପିଲା ଅସୁସ୍ଥ
ବାଙ୍କୀ କୁମୁସର ଗାଁରେ ଅଷ୍ଟ ପ୍ରହରୀ ବେଳେ ଆଇସ୍ କ୍ରିମ ଖାଇଥିଲେ ପିଲା
ଜଣେ ଆଇସ୍ କ୍ରିମ ବିକାଳି ଠାରୁ ଆଇସ୍ କ୍ରିମ ଖାଇ ଅସୁସ୍ଥ
ସମସ୍ତ ପିଲା ବାଙ୍କୀ ମେଡିକାଲ୍ ରେ ଚିକିତ୍ସା ପାଇଁ ଭର୍ତ୍ତି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/09/icecream-2026-02-09-16-38-47.jpg)