Advertisment

Odisha Jail Data: ତଥ୍ୟ ଦେଲେ ମୁଖ୍ୟମନ୍ତ୍ରୀ, କହିଲେ ୮୬ ଜେଲରେ ଅଛନ୍ତି ମୋଟ ୧୮,୧୭୬ କଏଦୀ

ଏବେବି ୧୭ କଏଦୀ ଫେରାର୍। ରାଜ୍ୟର ବିଭିନ୍ନ ଜେଲରୁ ଏବେବି ୧୭ ଜଣ କଏଦୀ ଫେରାର ଥିବା ଜଣାପଡିଛି। ରାଜ୍ୟର ୮୬ ଜେଲ୍ ରେ ଅଛନ୍ତି ମୋଟ ୧୮ ହଜାର ୧୭୬ ଜଣ କଏଦୀ। ସେଥିରୁ ୧୪ ହଜାର ୪୦ ଜଣ ବିଚାରାଧୀନ, ୪ ହଜାର ୧୩୬ ଜଣ ଦଣ୍ଡ ପାଇଛନ୍ତି।

Prisoners Escaped

Prisoners Escaped Photograph: (OTV)

Advertisment

ଏବେବି ୧୭ କଏଦୀ ଫେରାର୍। ରାଜ୍ୟର ବିଭିନ୍ନ ଜେଲରୁ ଏବେବି ୧୭ ଜଣ କଏଦୀ ଫେରାର ଥିବା ଜଣାପଡିଛି। ରାଜ୍ୟର ୮୬ ଜେଲ୍ ରେ ଅଛନ୍ତି ମୋଟ ୧୮ ହଜାର ୧୭୬ ଜଣ କଏଦୀ। ସେଥିରୁ ୧୪ ହଜାର ୪୦ ଜଣ ବିଚାରାଧୀନ, ୪ ହଜାର ୧୩୬ ଜଣ ଦଣ୍ଡ ପାଇଛନ୍ତି। 

Advertisment

ଗତ ୫ ବର୍ଷ ଭିତରେ ବିଭିନ୍ନ ଜେଲ୍ ରୁ ୪୪ କଏଦୀ ଫେରାର୍ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨୭ ଜଣଙ୍କୁ ଗିରଫ କରାଯାଇଛି। ଏବେବି ୧୭ଜଣ ଫେରାର ରହିଛନ୍ତି। ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

cm mohan majhi Odisha Assembly Budget Session Odisha Jail Data
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ