ସଂକ୍ଷେପରେ ଆଜିର ତାଜା ଖବର - Tuesday, 10 September 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

5T ନାଁରେ ୫ ବର୍ଷ ଧରି ରାଜ୍ୟରେ ନାଟକ ଚାଲିଥିଲା କହିଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡ଼ିଥିବା କହିଲେ ମୁଖ୍ୟମନ୍ତ୍ରୀ । 'ପଂଚାୟତରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଖୋଲିବାକୁ ନିଆଯିବ ନିଷ୍ପତ୍ତି'। More

ବ୍ରହ୍ମପୁରରୁ ଟାଟାନଗରକୁ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍

ବ୍ରହ୍ମପୁର ଷ୍ଟେସନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିମନ୍ତ୍ରଣ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। More

ଉଜୁଡ଼ା ବତୁରା ଘରୁ ସ୍ୱପ୍ନ ସାଉଁଟୁଛନ୍ତି ବିପନ୍ନ !

ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜସ୍ବ ମନ୍ତ୍ରୀ କହିଲେ ବିପନ୍ନଙ୍କୁ ମିଳିବ ପର୍ଯ୍ୟାପ୍ତ କ୍ଷତିପୂରଣ । More

​​​​​​​OSSSC ପରୀକ୍ଷାରେ ଘୋଟାଲା ! ଅଫିସ୍ ଆଗରେ ଚାକିରି ଆଶାୟୀଙ୍କ ଗର୍ଜନ

ରେଜଲ୍ଟ ସ୍ୱଚ୍ଛତାକୁ ନେଇ ସରକାରଙ୍କୁ ବିରୋଧୀଙ୍କ ନିଶାନା । ଆଇନର ଆଶ୍ରୟ ନେବାକୁ ପରାମର୍ଶ ଦେଲା ବିଜେପି । More

ଡାହା ମିଛ ଥିଲା କି ବିଜେଡି ସରକାରର ୫୭ ନୂଆ NAC ଘୋଷଣା ?

ନିର୍ବାଚନ ବେଳେ ଫାଙ୍କା ଘୋଷଣାର ଖୋଲିଗଲା ପୋଲ୍ । ପୋଲ୍ ଖୋଲିଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । More

ମହାଘୋଟାଲାର ଖୋଲିଲା ଗୁମର; ଭେଣ୍ଡିଆଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ବୃଦ୍ଧ ହେଉଛନ୍ତି ହୀନସ୍ତା

OLD AGE PENSION ମହାଘୋଟାଲାର ଖୋଲିଲା ଗୁମର । ବାର୍ଦ୍ଧକ୍ୟ ଭତ୍ତା ପାଇଁ ଜାଲିଆତିର ଗୁମର ଖୋଲିଲା ଭୋଟର୍ ଲିଷ୍ଟ । ବୟସ ଜାଲିଆତିର ସାଂଘାତିକ ତଥ୍ୟ ଆଣି ତଦନ୍ତ ଦାବି କଲା ବିଜେପି । ଜିଲ୍ଲାପାଳ କହିଲେ ‘ଇନକ୍ବାରୀ ପରେ ଆକ୍ସନ ହେବ’। More

ରୋଗୀ ହନ୍ତସନ୍ତ, VIPଙ୍କ ସେବାରେ ଡାକ୍ତର ମାଳମାଳ

ରାଜଧାନୀର ପ୍ରିମିୟର ସରକାରୀ ଡାକ୍ତରଖାନା ଭିଆଇପିଙ୍କ ସେବାରେ । ସବୁ ଇମ୍ପୋର୍ଟାଣ୍ଟ ପର୍ସନଙ୍କ ପାଇଁ କ୍ୟାପିଟାଲ ହସ୍ପିଟାଲରୁ ହିଁ ଯାଉଛନ୍ତି ଡାକ୍ତର । ସାଧାରଣ ଲୋକଙ୍କ ଚିକିତ୍ସା ଥିବା ଡାକ୍ତର ଭିଆଇପି ଡ୍ୟୁଟିରେ ନିୟୋଜିତ । More

ଶଙ୍ଖକ୍ଷେତ୍ରରୁ ମଦ ବିରୋଧୀ ଶଙ୍ଖନାଦ, ବେଳାଭୂମିରେ ମଦ କୁଡ଼ିଆ ନିଷ୍ପତ୍ତିକୁ ବିରୋଧ

ପୁରୀ ବେଳାଭୂମିରେ ଖୋଲାରେ ଛୋଟ ଦୋକାନ କରି ମଦ ବିକ୍ରି ହେବ । ପର୍ଯ୍ୟଟନ ବିଭାଗ ଏବଂ ଓଟିଡିସି ମାଧ୍ୟମରେ ମଦ କୁଟୀର ବସାଇବାକୁ ଯୋଜନା କରିଛନ୍ତି ସରକାର । ମହୋଦଧୀ ତଟରେ ମଦର ବନ୍ୟାକୁ ବୁଦ୍ଧିଜୀବୀ, ସେବାୟତ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକଙ୍କ ନିନ୍ଦା । More

ପୋଲାଭରମ ପ୍ରକଳ୍ପ ରାଜ୍ୟର କ୍ଷତି କରିବ: ବିଜେଡି

ପୋଲାଭରମ ପ୍ରକଳ୍ପ ଯୋଗୁଁ ମାଲକାନାଗିରି ଜିଲ୍ଲାର ଶହ ଶହ ଗାଁ ପ୍ରଭାବିତ ହେବ । ଅଞ୍ଚଳରେ ଜୀବନ ଜୀବିକା ଉଜୁଡିଯିବ କହିଛି ବିଜେଡି । More

ବନ୍ୟାସ୍ଥିତି ସମୀକ୍ଷା; ପର୍ଯ୍ୟାପ୍ତ କ୍ଷତିପୂରଣ ମିଳିବ କହିଲେ ରାଜସ୍ୱ ମନ୍ତ୍ରୀ

ଲଗାଣ ବର୍ଷାରେ ଅଧିକ ପ୍ରଭାବିତ ହୋଇଛି ମାଲକାନଗିରିର କାଳିମେଳା ବ୍ଳକ। ବଣ୍ଡାଘାଟିରେ ଭାଙ୍ଗିଛି ଅନେକ ଘରର କାନ୍ଥ । ପାଣି ଖସୁଥିଲେ ବି ସ୍ଥିତି ଉଦବେଗଜନକ ରହିଛି।  More

‘ନିର୍ବାଚନକୁ ଦୃଷ୍ଟିରେ ରଖି ପୂର୍ବ ସରକାର ୫୭ଟି ଏନଏସି ଘୋଷଣା କରିଥିଲେ’

ନିର୍ବାଚନକୁ ଦୃଷ୍ଟିରେ ରଖି ପୂର୍ବ ସରକାର ଏନଏସି ଘୋଷଣା କରିଥିଲେ। କିନ୍ତୁ ଏନେଇ କୌଣସି ସରକାରୀ ପ୍ରସ୍ତାବ ନାହିଁ କି ନୂଆ ସରକାରଙ୍କ ହସ୍ତଗତ ହୋଇନାହିଁ।  More

ଜାଲରେ ପଡ଼ିଲେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଇଲିଶି, ମତ୍ସ୍ୟଜୀବୀଙ୍କ ମୁହଁରେ ହସ

ଦୀଘା ମୁହାଣରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଇଲିଶି ମାଛ । ବଙ୍ଗୋପସାଗରରେ ଇଲିଶି ମିଆଁମାର ଓ ବାଂଲାଦେଶ ଗଭୀର ସମୁଦ୍ରରୁ ଭାରତ ଉପକୂଳ ମୁହାଁ ହୋଇଛନ୍ତି l More

କୁନି ବୟସରେ କମାଲ୍‌; ବିଶ୍ୱ ରୋବଟିକ୍ ଚମ୍ପିୟନସିପ୍‌ରେ ବଡ଼ ସଫଳତା

ଓ୍ବାର୍ଲ୍ଡ ରୋବୋଟିକ୍ସ ଚମ୍ପିୟନସିପରେ ୨ଟି ପୁରସ୍କାର ଜିତି କୁନିକୁନି ଛୀତ୍ରଛାତ୍ରୀମାନେ ଅନ୍ତର୍ଜାତୀୟସ୍ତରରେ ସୁନାମ ଅର୍ଜନ କରିଛନ୍ତି। More

ପ୍ରବଳ ବର୍ଷା ନେଇ ଆଲର୍ଟ; ମାଲକାନଗିରି ଓ ଗଂଜାମରେ ସବୁ ସ୍କୁଲ ଛୁଟି

ପ୍ରବଳ ବର୍ଷା ଓ ବନ୍ୟା ସ୍ଥିତିକୁ ଦେଖି ସ୍କୁଲ ଛୁଟି ଘୋଷଣା । ଆଜି ପାଇଁ ମାଲକାନଗିରି ଓ ଗଂଜାମ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । More

Panchang Today 10th September 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ନୂତନ ଯାନବାହନ କ୍ରୟ କରନ୍ତୁ

ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୦୯ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ... More

ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା; ସବୁ ଅଧିକାରୀଙ୍କୁ ସଜାଗ ନିର୍ଦ୍ଦେଶ

ରାଜ୍ୟରେ ନାହିଁ ବନ୍ୟା ସ୍ଥିତି। ମୁଖ୍ୟ ଶାସନ ସଚିବ ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ଦେଓରଞ୍ଜନ କୁମାର ସିଂ। More

ବେଙ୍ଗ ଏକ କଲେ ବି କାହିଁକି ଉବୁଟୁବୁ ହେଉଛି ମାଲକାନଗିରି ?

କାରଣ ସାଜିଛି NH-32ର ୭ଟି ସ୍ଥାନରେ ଥିବା ନୂଆଁଣିଆ ପୋଲ । ଡେଡଲାଇନ୍ ପରେ ବି ସରୁନି ଉଚ୍ଚ ବ୍ରିଜ୍ ନିର୍ମାଣ କାମ । More

ତେଜିଲା ସେମିକଣ୍ଡକ୍ଟର ଶ୍ରେୟ ରାଜନୀତି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇନଫୋ ଭ୍ୟାଲିର ଇଏମସି ପାର୍କରେ ‘ଆର୍ ଆଇଆର୍ ପାୱାର ଇଲେକ୍ଟ୍ରୋ ନିକ୍ସ ଲିମିଟେଡ୍’ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଯାହାକି ଦେଶର ପ୍ରଥମ ସିଲିକନ୍ କାର୍ବାଇଡ୍ ଉତ୍ପାଦନ କାରଖାନା ହେବ । More

ଦୁଇ ଦିନର ଅବିଶ୍ରାନ୍ତ ବର୍ଷା, ମାଲକାନଗିରିରେ ଜଳପ୍ରଳୟ

ବୁଡିଲା ରାସ୍ତା, ବ୍ରିଜ୍, ବହୁ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ । କୋରାପୁଟରେ ବି ବର୍ଷା ତାଣ୍ଡବରୁ ବନ୍ୟା ସ୍ଥିତି। More

IPS ସ୍ତରରେ ଅଦଳବଦଳ କେବେ ? ୧୩୬ IPS ପଦବିରୁ ଓଡ଼ିଶାରେ ୭ଟି ଖାଲି

ଓଡ଼ିଶାରେ ୧୩୬ IPS ପଦବି, ସେଥିରୁ ୭ଟି ଖାଲି । ତଳ ପୋଷ୍ଟରେ କାମ କରୁଛନ୍ତି ଉପର ପାହ୍ୟା ଅଧିକାରୀ । କାହିଁକି ଟିମ୍ ଗଢ଼ିବାରେ ବିଳମ୍ବ କରୁଛନ୍ତି ନୂଆ ଡିଜିପି ? More

କ୍ୟାପିଟାଲ ହସ୍ପିଟାଲରେ ଷ୍ଟାଫ୍ ମରୁଡ଼ି; ୬୪ ଡାକ୍ତର, ୫୩ ନର୍ସ ପୋଷ୍ଟ ଖାଲି

ରାଜ୍ୟର ପ୍ରିମିୟର୍ ହସ୍ପିଟାଲ- କ୍ୟାପିଟାଲ ହସ୍ପିଟାଲରେ ଅଜବ ସ୍ଥିତି। ଦୁଇ ବର୍ଷରେ ଏଠି ଦୁଇଗୁଣା ହୋଇଛି ରୋଗୀ ସଂଖ୍ୟା। ହେଲେ ଖସିଛି ଡାକ୍ତର ଓ ନର୍ସଙ୍କ ସଂଖ୍ୟା । ହସ୍ପିଟାଲର ୬୪ଟି ଡାକ୍ତରୀ ପଦବି ଖାଲି । More