ସଂକ୍ଷେପରେ ଆଜିର ତାଜା ଖବର - Tuesday, 16 April 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଚିକିତ୍ସା ବିଜ୍ଞାନର ଚମତ୍କାରିତା ! ଯାହା ଅସମ୍ଭବ ଲାଗୁଥିବା, ତାହା ସମ୍ଭବ ହେଲା...

ଚ୍ୟାଲେଞ୍ଜକୁ ଗ୍ରହଣ କରି ଦମ୍ପତିଙ୍କ ମୁହଁରେ ହସ ଫୁଟାଇଛନ୍ତି ଡାକ୍ତର । More

BJPର ପ୍ରାର୍ଥୀ ଘୋଷଣା; ୧୯ ପ୍ରାର୍ଥୀଙ୍କ ଭିତରେ ୧୬ ନୂଆ ମୁହଁ, ରଣପୁରରେ ବଦଳିଲା ଟିକେଟ...

ରାଉରକେଲାରୁ ଲଢିବେ ଦିଲୀପ ରାୟ । ରଣପୁରରେ ପ୍ରାର୍ଥୀ ବଦଳାଇ ସୁରମା ପାଢ଼ୀଙ୍କୁ ଟିକେଟ୍ ଦେଲା ବିଜେପି । BJPର ଆଜି ଘୋଷିତ ଆଉ ୧୯ MLA ସିଟରେ ୧୬ ନୂଆ ଯୋଦ୍ଧା । ବିଜେଡିରୁ ଆସିଥିବା ୫ନେତାଙ୍କୁ ବି ସୁଯୋଗ, ରିପିଟ୍ ମାତ୍ର ୩ କ୍ୟାଣ୍ଡିଡେଟ୍ । More

ବଢ଼େଇବାଙ୍କରେ ଅଟକିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

ଆସନ୍ତା ୨୦ ତାରିଖରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ । ବାହୁଡ଼ା ଦିନ ରଥକୁ ଅମୋଡା ଭାବେ ପୁଣି ଟଣାଯିବ। ବାହୁଡ଼ା ଯାତ୍ରା ପାଇଁ କମିଶନରେଟ ପୋଲିସ୍ ଓ ମନ୍ଦିର ପ୍ରଶାସନ ପକ୍ଷରୁ ସବୁପ୍ରକାର ପ୍ରସ୍ତୁତି ସରିଛି । ବିଶ୍ୱାସ ରହିଛି ବାବା ଲିଙ୍ଗରାଜ ପ୍ରତିମାକୁ ରଥାରୂଢ ଅବସ୍ଥାରେ ଦର୍ଶନ କଲେ ସମସ୍ତ ପାପ ଦୂର ହୋଇଥାଏ। More

ବଦଳିଲା ରଣପୁର ବିଜେପି ଟିକେଟ୍, ପୁଣି ପ୍ରାର୍ଥୀ ହେଲେ ସୁରମା ପାଢ଼ି

ରଣପୁରରେ ପୂର୍ବରୁ ବିଜେପି ତାପସ ମାର୍ଥାଙ୍କୁ ପ୍ରାର୍ଥୀ କରିଥିବା ବେଳେ ଏବେ ଏହି ଆସନରେ ପ୍ରାର୍ଥୀ ବଦଳାଇ ଦଳ ସୁରମା ପାଢ଼ୀଙ୍କୁ ଟିକେଟ ଦେଇଛି।  More

ଦିଲୀପ କହିଲେ ଏଥର ମୋଦି ଲହର ଅଧିକ ରହିଛି

ବିଜେପିର ରାଉରକେଲା ବିଧାନସଭା ପ୍ରାର୍ଥୀ ଦିଲୀପ ରାୟ । ଦ୍ବିତୀୟ ତାଲିକାରେ ଦିଲୀପଙ୍କ ନାଁ ଘୋଷଣା । More

ବିପତ୍ତି ଆଣିଲା କି ଦ୍ରୁତଗତି; ଶୂନ୍ୟରେ ଝୁଲୁଛି ବସ୍ ଯାତ୍ରୀଙ୍କ ଜୀବନ...

କାହିଁକି ବସ୍ ଯାତ୍ରୀଙ୍କୁ ଠେଲି ଦିଆଯାଉଛି ମରଣମୁହଁକୁ ? କାହିଁକି ଘଟୁଛି ଗୋଟିଏ ପରେ ଗୋଟିଏ ବସ୍ ଟ୍ରାଜେଡି ? ବସ୍ ଯାତ୍ରୀଙ୍କ ଜୀବନକୁ କ’ଣ ଶସ୍ତା ଭାବୁଛନ୍ତି କି ବସ୍ ଡ୍ରାଇଭର କିମ୍ବା ମାଲିକ ? More

ଉପହାର ଦେଇ BJDର ଭୋଟ କିଣିବାକୁ ଯୋଜନା! ଜବତ ହେଲା ୧୯ ହଜାର ୬ଶହ ଟ୍ୟାବଲେଟ୍...

ଜବତ ହେଲା ପୁଳା ପୁଳା ଟାବଲେଟ୍ । ଗୋଟିଏ କି ଦୁଇଟି ନୁହେଁ ଶହ ଶହ ପରିମାଣର ଟ୍ୟାବ୍ ରାୟଗଡ଼ାରୁ ଜବତ ହୋଇଛି । ଏକ ବଡ଼ କଣ୍ଟେନରରେ ଏସବୁ ଟ୍ୟାବକୁ ରଖାଯାଇଥିବାବେଳେ ଲୋକେ ଧରିଛନ୍ତି । More

ବିଜେଡି ଖେଳୁଛି ଶପଥ କାର୍ଡ! ଅସନ୍ତୁଷ୍ଟ କର୍ମୀ-ଲୋକଙ୍କୁ ନେଇ ନେତା କରାଉଛନ୍ତି ଶପଥପାଠ

ବିଜେଡିର ସାହା କି ଶପଥ ପାଠ ? ନିର୍ବାଚନ ଯେତିକି ପାଖଉଛି ବିଭିନ୍ନ ଦେବାଳୟରେ ବିଜେଡିର ଶପଥ ଗ୍ରହଣ ପଲିଟିକ୍ସ ସେତିକି ବଢୁଛି । ସବୁ ନିର୍ବାଚନ ମଣ୍ଡଳୀର ମନ୍ଦିରରେ ଅସନ୍ତୁଷ୍ଟ କର୍ମୀ ଓ ସାଧାରଣ ଲୋକଙ୍କୁ ନେଇ ବିଜେଡି ସପକ୍ଷରେ ଭୋଟ ଦେବାକୁ ଶପଥ ଗ୍ରହଣ କରାଉଛନ୍ତି ନେତା । More

ଗାଁଠୁ ଖରାପ ମହାନଗର ସ୍ଥିତି; ନାଳରେ କୁଢ଼ କୁଢ଼ ଅଳିଆ, ଗନ୍ଧରେ ଫାଟୁଛି ସାରା ସହର

ସ୍ମାର୍ଟ ସିଟି ବ୍ରହ୍ମପୁର ମହାନଗର। ସ୍ୱଚ୍ଛ ସବେର୍କ୍ଷଣରେ ପ୍ରତିବର୍ଷ ପୁରସ୍କାର ପାଉଛି ସହର। ହେଲେ ଏହି ସହରରେ ଏମିତି ଗୋଟିଏ ସାହି ରହିଛି ତାର ପରିସ୍ଥିତି ଗାଁ ଠୁ ବି ଖରାପ। ସହରରେ ରହୁଥିବା ଲୋକେ କେବେ ଭାବି ପାରୁନାହାନ୍ତି ଯେ, ସେମାନେ ସହରରେ ବାସ କରୁଛନ୍ତି ନା ଗାଁରେ। More

ଜଳୁଛି ସାରା ଓଡ଼ିଶା; ୪୦ ଉପରେ ୬ ସହର

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଛି। ଏହି ସମୟରେ ତାପମାତ୍ରା ୪ରୁ ୬ ଡିଗ୍ରୀ ଯାଏଁ ବୃଦ୍ଧି ପାଇବା ସମ୍ଭାବନା ରହିଛି। More

ପ୍ରକାଶ ପାଇଲା UPSC ପରୀକ୍ଷା ଫଳ, ଓଡ଼ିଆ ପୁଅ ଅନିମେଶ ପାଇଲେ ଦ୍ୱିତୀୟ ରାଙ୍କ

ପ୍ରକାଶ ପାଇଛି UPSC ୨୦୨୩ ପରୀକ୍ଷା ଫଳ । ଓଡ଼ିଶା ପୁଅ ଅନିମେଶ ପ୍ରଧାନ ସର୍ବ ଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଏହା ସହ ଆଦିତ୍ୟ ଶ୍ରୀବାସ୍ତବ ପୂରା ଦେଶରେ ଟପ୍ପର ହୋଇଛନ୍ତି । More

କୁଲେସିକାଙ୍କ ବିସ୍ଫୋରକ ବୟାନ; କହିଲେ, ୫/୬ କୋଟି ଟଙ୍କା ଦେଇ ପ୍ରଭୁ ଜାନି ଟିକେଟ ନେଇଛନ୍ତି..

ଲକ୍ଷ୍ମୀପୁରରେ ବିଜେପି ପ୍ରଥମ ଥର ପାଇଁ ଜିତିବ କହିଲେ କୁଲେସିକା। ପ୍ରାର୍ଥୀ ଘୋଷଣା ପରେ ବିସ୍ଫୋରକ ବୟାନ ଦେଲେ କୈଳାସ କୁଲେସିକା। More

ଖୋଲା ଆକାଶ ତଳେ ବେସାହାରେ ଘୁଡୁକି ବାଦକ

ଏ ଘୁଡିକି ଦିନେ ଜଣେ ମଉସାଙ୍କର ସବୁ କିଛି ଥିଲା। କେତେ କେତେ ଗୀତ ତାଙ୍କ ପାଟିରେ ମୁଖସ୍ତ ହୋଇ ରହିଛି ସେ ଗୀତ ଏ ଘୁଡୁକି ହିଁ ଜାଣିଛି। ଖାଲି ଏ ଘୁଡୁକି କାହିଁକି କେନ୍ଦେରା ବଜାଇବାରେ ବି ବେଶ୍ ଧୁରନ୍ଧର ମଉସା ଜଣକ। More

ଆସିଲା ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା; ରାଉରକେଲାରୁ ଲଢ଼ିବେ ଦିଲ୍ଲୀପ ରାୟ

୨୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। More

ଦୁର୍ଘଟଣାଗ୍ରସ୍ତ ହାଇୱାକୁ ପିଟିଲା ବସ୍; ଜଣେ ମୃତ ଓ ୨୦ରୁ ଅଧିକ ଆହତ

ଡଲଫିନ୍ ନାମକ ଏକ ଘରୋଇ ନାଇଟ କୋଚ୍ ବସ୍ ପ୍ରାୟ ୩୦ ଜଣ ଯାତ୍ରୀଙ୍କୁ ନେଇ ପୁରୀ ଅଭିମୁଖେ ଯାଉଥିଲା। ଆଜି ଭୋର ୪ଟା ସମୟରେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହାଇୱାକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ବସ୍ ଡ୍ରାଇଭରର ମୃତ୍ୟୁ ଘଟିଛି। More

ରଖେ ହରି ତ ମାରେ କିଏ !! ଚିକିତ୍ସା ବିଜ୍ଞାନର ଚମତ୍କାରିତା ବଳରେ ନୂଆ ଜୀବନ ପାଇଲା କଅଁଳା ଶିଶୁ

ଯାହା ଅସମ୍ଭବ ଲାଗୁଥିବା, ତାହା ସମ୍ଭବ ହେଲା। ମା କୋଳରେ ଆରାମର ଶୋଇଥିବା ଶିଶୁଟି ଯେ, ଜନ୍ମ ପରେ ଦୁନିଆ ଦେଖିବ, ସେ ଆଶା ଛାଡ଼ି ଦେଇଥିଲେ ବାପା ଓ ମା। ହେଲେ ଭୁବନେଶ୍ୱର ଏମ୍ସର ଡାକ୍ତରୀ ଦଳ ସେ ଚ୍ୟାଲେଞ୍ଜକୁ ଗ୍ରହଣ କରି ଦମ୍ପତିଙ୍କ ମୁହଁରେ ଫୁଟାଇଛନ୍ତି ହସ। More

ବିଜେଡିରେ ବଢୁଛି ଗୋଷ୍ଠୀ କନ୍ଦଳ; ପ୍ରାଥମିକ ପଦରୁ ଇସ୍ତଫା ଦେଲେ ଗଞ୍ଜାମର ୨ବରିଷ୍ଠ ପୂର୍ବତନ ବିଧାୟକ

ବିଜେଡି ନେତା ଜାମୁଲା ଶଙ୍କର ନାରାୟଣ ଏବଂ ବିଜେଡି ନେତ୍ରୀ ମହିଳା ଉପ ସଭାନେତ୍ରୀ ଜେ.ସୁଷମା ରାଣୀ ମଧ୍ୟ ବିଜେଡିର ପ୍ରାଥମିକ ପଦରୁ ଇସ୍ତଫା ଦେଇଛନ୍ତି। More

ରାଜ୍ୟବାପୀ ଅଗ୍ନିବର୍ଷା; ସକାଳୁ ସକାଳୁ ପ୍ରବଳ ଗୁଳୁଗୁଳି

ଗତକିଛି ଦିନ ଧରି ପାଗରେ ପରିବର୍ତ୍ତନ ଯୋଗୁଁ ଖରା, ତାତିରୁ ଲୋକଙ୍କୁ ଆଶ୍ଵସ୍ତି ମିଳିଥିଲା। ମାତ୍ର ଏବେ ତତଲା କଡ଼େଇରେ ସିଝୁଛି ସାରା ଓଡ଼ିଶା । ଗୁଳୁଗୁଳି ଦହଗଞ୍ଜ କରୁଛି, ଟାଣ ଖରାରେ ମୁଣ୍ଡ ଘୁରାଇ ଦେଉଛି । More

ପୁଣି ବୁଲିଛି କ୍ଷମତା ଚକ; ଭୋଟ୍ ବେଳରେ ନେତାଙ୍କୁ ଘେରି ଜବାବ ମାଗୁଛନ୍ତି ଜନତା...

ଜବାବ୍ ମାଗିଲେ, ଚାପୁଡ଼ା ମିଳୁଛି । ହିସାବ ମାଗିଲେ, ଦାଦାଗିରି ସହିବାକୁ ପଡ଼ୁଛି । ଭୋଟ୍ ମାଗିବାକୁ ଆସି ହଟହଟା ହେବା ପରେ, ଭୋଟରଙ୍କ ଉପରକୁ ହାତ ଉଠାଉଛନ୍ତି, କ୍ଷମତା ନିଶାରେ ଚୁର୍ ବିଜେଡି ନେତା । More

ବ୍ରଜରାଜନଗର ବିଗ୍ ଫାଇଟ୍; ବାଜି ପଲଟାଇବେ କି ବିଜେପିର ହେଭିୱେଟ୍ ? 

କାହାର ହେବ ବ୍ରଜରାଜନଗର ? ମୈଦାନରେ ସୁରେଶ-ଅଳକା-କିଶୋର ଲଢେଇ । ରେଜଲ୍ଟ ରିପିଟ୍ କରିବେ କି ବିଜେଡିର ଅଳକା ? ବାଜି ପଲଟାଇବେ କି ବିଜେପି ହେଭିୱେଟ୍ ସୂରେଶ ପୂଜାରୀ ? ୧୦ ବର୍ଷ ପରେ ହାତ ଖାତାକୁ ଅସିବ କି ଆସନ ? More

ଓଭର ବ୍ରିଜ୍‌ରୁ ତଳକୁ ଖସିଲା ଯାତ୍ରୀବାହୀ ବସ୍‌; ଏକାଧିକ ଆହତ...

ଓଭର ବ୍ରିଜ୍‌ରୁ ତଳକୁ ଖସିଲା ଯାତ୍ରୀବାହୀ ବସ୍ । ଏନ୍ ଏଚ୍ -୧୬ର ବାରବାଟୀ ଛକ ପାଖରେ ବସ୍ ଖସିଥିବା ବେଳେ ଦୁର୍ଘଟଣାରେ ୪୦ ଆହତ ହୋଇଛନ୍ତି । More

ପୁରୁଖାଙ୍କ ଉପରେ ଅଧିକ ଭରସା କଲା କଂଗ୍ରେସ

ନୂଆ ଚେହେରା ବଦଳରେ ପୁରୁଖାଙ୍କ ଉପରେ କରିଛି ଭରସା। ୨୦୧୪ରେ ଶ୍ରୀକାନ୍ତ ଜେନା ବାଲେଶ୍ୱରରୁ ହାରିବାପରେ ଦଳର ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ୨୦୧୯ରେ ତାଙ୍କୁ ନିଲମ୍ବନ କରାଯାଇଥିଲା। ନିକଟରେ ସେ ପୁଣି ଥରେ ହାତ ଧରିବା ପରେ ତାଙ୍କୁ ବାଲେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ କରିଛି ଦଳ। More

ବାପାଙ୍କ ଗଡ଼ରେ ପୁଅକୁ ଟିକେଟ୍; ବାଜି ମାରିବେ ନା ଖେଳ ଓଲଟାଇବେ ?

ବେଗୁନିଆ-ବୋଲଗଡ଼ରେ ଜାନକୀଙ୍କ ପୁଅ ପୃଥ୍ବୀବଲ୍ଳଭ କଂଗ୍ରେସ ଯୋଦ୍ଧା । ଟିକେଟ୍ ପାଉ ପାଉ ପରୋକ୍ଷରେ ପ୍ରତିପକ୍ଷଙ୍କୁ ପୃଥ୍ବୀବଲ୍ଳଭଙ୍କ ନିଶାନା  । ବାପାଙ୍କ ସମୟରେ ଲୋକଙ୍କ ପାଇଁ ଦୁଆର ଖୋଲାଥିଲା  କହିଲେ ପୃଥ୍ବୀବଲ୍ଳଭ । More