ସଂକ୍ଷେପରେ ଆଜିର ତାଜା ଖବର - Thursday, 22 February 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଶ୍ରୀମନ୍ଦିର ନୀତି ବିଭ୍ରାଟରେ ନୋ ବ୍ରେକ !  ବିଳମ୍ବ ବନକଲାଗି ଯୋଗୁଁ ଭୋର୍ ୪ଟାରେ ରାତ୍ରପହୁଡ଼

ନାଟମଣ୍ଡପ ମରାମତି ପାଇଁ କେମିତି ରାତି ୨ରେ ହେବ ଦ୍ୱାରଫିଟା? ନୀତି ପ୍ରଶାସକ କହିଲେ ଅସୁବିଧା ହେବନି । More

ନିର୍ବାଚନ ପାଇଁ ଦଳର ପ୍ରତିଶ୍ରୁତି ପାହାଡ଼; ଏପଟେ ନେତାଙ୍କୁ ପାନେ ଦେବା ପାଇଁ ରେଡ୍ଡି ଲୋକେ

ଏବେ ରାଜ୍ୟ ସରକାରଙ୍କ ଢୋଲପିଟା ଯୋଜନାର ନଗ୍ନଚିତ୍ର ସହ ଦାଉ ଦାଉ ହୋଇ ବାରିହେଉଛି ନିର୍ବାଚନବେଳର ମିଥ୍ୟା ପ୍ରତିଶ୍ରୁତି। More

ହୀରାକୁଦ କେନାଲ ପ୍ରତି ବଡ଼ ବିପଦ ! ବନ୍ଧର କଂକ୍ରିଟ ଆଡ଼ିବନ୍ଧ ଦବିବାରୁ ଭାଙ୍ଗିଯିବା ଭୟ...

ଚାଷ ନଷ୍ଟ ହେବା ଆଶଙ୍କାରେ ଚାଷୀଙ୍କ ଆନ୍ଦୋଳନ । ସ୍ଥାୟୀ ମରାମତି ପ୍ରତିଶ୍ରୁତି ଦେଲେ ଡ୍ୟାମ୍ ମୁଖ୍ୟଯନ୍ତ୍ରୀ । More

ଛିଣ୍ଡୁନି ଛତ୍ରବଜାର ଅର୍ବାନ ହାଟର ପିଣ୍ଡି ବିବାଦ, ଉଦଘାଟନର ୬ ମାସ ପରେ ବି ରାସ୍ତା କଡ଼ରେ ବ୍ୟବସାୟୀ

ଥମୁନି ଛତ୍ରବଜାର ପିଣ୍ଡି ବିବାଦ । ଖାଲି ପଡ଼ିଛି ପିଣ୍ଡି, ରାସ୍ତାରେ ବ୍ୟବସାୟୀ । ଛତ୍ରବଜାର ପିଣ୍ଡି ବଣ୍ଟନ ନେଇ ଏବେ ବି ଅନିଶ୍ଚିତତା ଲାଗି ରହିଛି। More

ଲୋକଙ୍କ କାମରେ ଲାଗୁନି ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନା !

ବାଲେଶ୍ୱରରେ କାମରେ ଆସୁନି ସର୍ବସାଧାରଣ ଶୌଚାଳୟ । ନିର୍ମାଣ ସରିଥିଲେ ବି ହୋଇନି ପାଣି ଓ ବିଦ୍ୟୁତ ସଂଯୋଗ । More

ଓଡ଼ିଶାରେ ରାଜନାଥ ସିଂଙ୍କ ଦମ୍ଭୋକ୍ତି, ‘ଆମେ କେନ୍ଦ୍ର ସହ ରାଜ୍ୟରେ ବି ଗଢ଼ିବୁ ସରକାର’

ନବରଙ୍ଗପୁର, ବ୍ରହ୍ମପୁର, ବାରିପଦା... ସବୁଠି ରାଜନାଥଙ୍କ ସେଇ ଗୋଟିଏ ହୁଂକାର... ଗୋଟିଏ ଦମ୍ଭୋକ୍ତି... 'ଓଡ଼ିଶାରେ ଏଥର ବନିବ ଡବଲ୍ ଇଞ୍ଜିନ ସରକାର'। More

କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ଖୁସି ଖବର, କଟକରେ ହୋଇପାରେ IPL ମ୍ୟାଚ୍‌

ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ ପ୍ରସ୍ତୁତ ନ ଥିବାରୁ ପ୍ରଥମ ଦୁଇଟି ମ୍ୟାଚ୍‌ ଅନ୍ୟ ଷ୍ଟାଡିୟମରେ ଖେଳାଯିବାର ସମ୍ଭାବନା ରହିଛି। More

ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ହାଣିଲେ, ୨ ଲକ୍ଷ ଲୁଟିଲେ

ରାଜଗାଙ୍ଗପୁର ଲୋମଲୋଇ ଛକରେ ଏହୁ ଲୁଟ୍ ଅଭିଯୋଗ ଆସିଛି। More

ଚାକିରିରୁ ବାହାର କରିଦେଲେ ମାଲିକ; ଘରେ ପଶି କାର୍‌-ବାଇକ୍‌ ଜାଳିଦେଲା ଡ୍ରାଇଭର

କୁହାଯାଉଛି କି, ପ୍ରତିଶୋଧ ପରାୟଣ ହୋଇ ଘରେ ପଶି କାର ଏବଂ ବାଇକ୍ ଜାଳିଯେଉଛି ଡ୍ରାଇଭର । ଭୁବନେଶ୍ୱରର ଖଣ୍ଡଗିରିରୁ ଏଭଳି ଅଭିଯୋଗ ଆସିଥିବାବେଳେ ଡ୍ରାଇଭରର ସମସ୍ତ କାରନାମା ସିସିଟିଭିରେ କଏଦ ହୋଇଛି । More

ନବରଙ୍ଗପୁରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ଦିନିକିଆ ଓଡ଼ିଶା ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସିବା ସହ ପ୍ରଥମେ ବିଜେପି କୋର କମିଟି ବୈଠକରେ ଯୋଗଦେଇଛନ୍ତି । More

ଆଜି ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ; ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ

ଦିନିକିଆ ଗସ୍ତରେ ଆସି ରାଜନାଥ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ରାଜନାଥଙ୍କର ନବରଙ୍ଗପୁର, ବ୍ରହ୍ମପୁର ଓ ବାରିପଦାରେ କାର୍ଯ୍ୟକ୍ରମ ରହିଛି । More

Panchang Today 22th Feb 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କୁମ୍ଭ ମାସ ମାଘ ଶୁକ୍ଳପକ୍ଷ । ଇଂରାଜୀରେ ୨୨ତାରିଖ ଗୁରୁବାର ଚନ୍ଦ୍ର- କର୍କଟ ଅହୋରାତ୍ର ତିଥି - ୧୩ଶୀ ଦିବା ୦୧.୨୧ ଗତେ ୧୪ଶୀ ଘାତଚନ୍ଦ୍ର- ନାସ୍ତି ଘାତବାର- ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ- ନାସ୍ତି More

ବାରବାଟୀ ଷ୍ଟାଡିୟମର ହେବ ନବକଳେବର, ୬୦ ହଜାରକୁ ବଢ଼ିବ ଦର୍ଶକ କ୍ଷମତା

ପୂରା ଭଙ୍ଗାହେବ, ସଂପୂର୍ଣ୍ଣ ନୂଆ ହେବ। ନୂଆ ରୂପରେ ଦେଖିବାକୁ ମିଳିବ କଟକ ବାରବାଟୀ ଷ୍ଟାଡିୟମ୍। ୭ ଶହ କୋଟି ଟଙ୍କାର ବ୍ୟୟବରାଦରେ ନୂଆ ଲୁକ୍‌ ପାଇବ ବାରବାଟୀ ଷ୍ଟାଡିୟମ। More

ମାଟ୍ରିକ୍ ପରୀକ୍ଷା; ହଲ୍‌ରେ ଜଗୁଛି AI, ଜାଣନ୍ତୁ କେଉଁ ସବୁ ଦିଗ ଉପରେ ରଖୁଛି କଡ଼ା ନଜର

ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଦେଶର ପ୍ରଥମ ପରୀକ୍ଷା ବୋର୍ଡ ଭାବେ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସର ସହାୟତା ନେଇଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ । ରାଜ୍ୟର ପ୍ରାୟ ଶହେଟି ଅତି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ୭ରୁ ୮ଟି AI ସର୍ଭେଲାନ୍ସ କ୍ୟାମେରା ଲାଗିଥିବା ବେଳେ, ଶହେରୁ ଅଧିକ ସମ୍ବେଦନଶୀଳ କେନ୍ଦ୍ର ଏବଂ ସମସ୍ତ ନୋଡାଲ ସେଣ୍ଟରରୁ ହେଉଛି ଲାଇଭ ଷ୍ଟ୍ରିମିଂ । More

ମହିଳା କଂଗ୍ରେସ କର୍ମୀଙ୍କ ମନରେ ଜୋଶ୍ ଭରିଲେ ଅଳକା ଲାମ୍ବା, ନବୀନ ସରକାରକୁ ବଦଳାଇବାକୁ ଦେଲେ ଆହ୍ୱାନ

୨୪ ନିର୍ବାଚନ ପୂର୍ବରୁ କର୍ମୀଙ୍କ ଭିତରେ ଜୋଶ୍ ଭରିଲେ, ରାଜ୍ୟରେ କ୍ଷମତାସୀନ ବିଜେଡି ସରକାରଙ୍କୁ ବି ନିଶାନା କଲେ ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା। More

ମାଘରେ ନିଦାଘର ତାତି, ଫେବ୍ରୁଆରୀରୁ କଲବଲ କଲାଣି ଖରା; ସବୁ ଜିଲ୍ଲାରେ ପାରଦ ୩୦ ପାର୍

ପାଣିପାଗ ବିଶେଷଜ୍ଞଙ୍କ ମତ, ଫେବ୍ରୁଆରୀରେ ଏଭଳି ତାତି ରାଜ୍ୟରେ ନୂଆ ନୁହେଁ । ଏହାପୂର୍ବରୁ ୨୦୧୬ରେ ଭୁବନେଶ୍ୱରରେ ଫେବ୍ରୁଆରୀ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିଲା । More

‘ହିଞ୍ଜିଳିରୁ ଆରମ୍ଭ ହେବ ମିଶନ୍ ପରିବର୍ତ୍ତନ, ଭୁବନେଶ୍ୱରରେ ଶେଷ’: ପ୍ରଦୀପ ପାଣିଗ୍ରାହୀ

ବିଜେପିରେ ସାମିଲ ହୋଇଛନ୍ତି ଗୋପାଳପୁରର ତିନି ଥରର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ପଦ୍ମ ଶିବିରରେ ସାମିଲ ହେଉ ହେଉ ସରକାରଙ୍କ ଉପରେ ଧୁମ୍ ବର୍ଷିଛନ୍ତି ପ୍ରଦୀପ। More