ସଂକ୍ଷେପରେ ଆଜିର ତାଜା ଖବର - Friday, 19 January 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଆସାମ ସିଏମ୍ ହିମନ୍ତ ବିଶ୍ୱଶର୍ମାଙ୍କ ସହ ଓଟିଭିର ସ୍ୱତନ୍ତ୍ର ସାକ୍ଷାତକାର; କହିଲେ, ଗଣତନ୍ତ୍ର ପାଇଁ ଅଫିସରରାଜ୍‌ ବିପଦ..

ଆସାମ ମୁଖ୍ୟମନ୍ତ୍ରୀ ତଥା ବିଜେପିର ଜାତୀୟ ସ୍ତରର ପ୍ରମୁଖ ଚେହେରା ହିମନ୍ତ ବିଶ୍ୱଶର୍ମାଙ୍କ ସହ ଓଟିଭିର ସ୍ୱତନ୍ତ୍ର ସାକ୍ଷାତକାର । More

ସପ୍ତଶଯ୍ୟା ସହ ରହିଛି ରାମଙ୍କ ନିବିଡ଼ ସମ୍ପର୍କ ! ଶାସ୍ତ୍ର ଅନୁସାରେ କଟକରେ ଏହି ୩ ଶିବଲିଙ୍ଗକୁ କରିଥିଲେ ପ୍ରତିଷ୍ଠା

ସପ୍ତଶଯ୍ୟା, ମନୋରମ ପ୍ରକୃତିର କୋଳରେ ହସୁଥିବା ଏହି ଦେବ ସ୍ଥାନର ବି ରହିଛି ତ୍ରେତୟା ଯୁଗ ସହ ସଂପର୍କ । ଜନଶ୍ରୁତି କହେ- ପ୍ରଭୁ ଶ୍ରୀ ରାମଙ୍କର ଏଠି ପଡ଼ିଥିଲା ଚରଣ ରେଣୁ । More

ବାହା ହେବା ପାଇଁ ମାଟ୍ରିମୋନି ସାଇଡ୍‌ ଉପରେ ଭରସା କରୁଛନ୍ତି କି ? ବିବାହ ଆଗରୁ ଆକାଉଣ୍ଟ ଖାଲି !

ମାଟ୍ରିମୋନି ସାଇଟରେ ଖୋଜୁଛନ୍ତି କି ଜୀବନ ସାଥୀ ? କୌଣସି ଯୁବତୀ କିମ୍ବା ଯୁବକଙ୍କ ସୁନ୍ଦର ଚେହେରା ଆଉ ଲମ୍ବା ଚଉଡ଼ା ପ୍ରୋଫାଇଲ୍ ଦେଖି ଭଳି ଯାଉନାହାଁନ୍ତି ତ ? More

ଶିକ୍ଷକ ନିଯୁକ୍ତି; ମେରିଟ ଲିଷ୍ଟରେ ମାହାଲମାଣ୍ତା, ବାପା ନାଁ ମାହାଲମାଣ୍ତା ପ୍ରୋ..

ଜୁନିୟର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ 'ମାହାଲମାଣ୍ଡା' ହଇଚଇ ! କମ୍ପ୍ୟୁଟର ବେସ୍ଡ ଟେଷ୍ଟର ମେରିଟ୍ ଲିଷ୍ଟ ପ୍ରକାଶ ପରଠୁ ବ୍ୟାପକ ଅନିୟମିତତା ଅଭିଯୋଗକୁ ନେଇ ତେଜୁଛି ଅସନ୍ତୋଷ । More

ଫେବ୍ରୁଆରୀ ୫ରୁ ବିଧାନସଭା, ଆଗତ ହେବ କାମଚଳା ବଜେଟ୍

ଏହି ଅଧିବେଶନରେ କାମଚଳା ବଜେଟ ଆଗତ କରାଯିବ। More

ପାଣି-ଶିକ୍ଷା-ରୋଜଗାର-ରାସ୍ତାଘାଟ-ସ୍ୱାସ୍ଥ୍ୟସେବାରେ ବହୁତ ପଛରେ ଜୟପୁର

ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଜୟପୁର ଓ ବୋରିଗୁମା ବ୍ଲକର ଲୋକ। ଜଳ ଜୀବନ ମିଶନ ଜରିଆରେ ହେଉଥିବା ଏ ପ୍ରକଳ୍ପ କାମରେ ଅହେତୁକ ବିଳମ୍ବକୁ ନେଇ ବଢୁଛି ଜନ ଅସନ୍ତୋଷ। More

ଅସନ୍ତୋଷ ଚାପିବା ପାଇଁ କୁହାଗଲା କି ମହାପ୍ରଭୁଙ୍କ ସେବାରେ ଲାଗିବ ଗୁଆ-ଚାଉଳ ?

ଅର୍ପଣ ରଥ ବୁଲାଇ ମହାପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଗୁଆ, ଚାଉଳ ଦେବାକୁ ଅନୁରୋଧ କରିଥିଲେ ସରକାର। ଯାହାକୁ ସରକାରଙ୍କ ପ୍ରଚାର ଯାତ୍ରା କହିଥିଲେ ଗଜପତି ମହାରାଜ । More

Panchang Today 19th Jan 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ମକରମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୧୯ ତାରିଖ ଶୁକ୍ରବାର। ଚନ୍ଦ୍ର- ମେଷ ଅହୋରାତ୍ର। ତିଥି- ୯ମୀ ରାତ୍ରି ୦୭.୫୨ ଗତେ ୧୦ମୀ। ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର। More

ନାବାଳକ ସହ ଅପ୍ରାକୃତିକ ଯୌନ ସଂପର୍କ, କୋର୍ଟ ଦେଲେ ବଡ଼ ରାୟ..!

ଖାନନଗର ହାଇସ୍କୁଲରେ ଘଟିଥିଲା ଘଟଣା । ନାବାଳକକୁ ପ୍ରଲୋଭିତ କରି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲା ଚିନ୍ତାମଣି। More

ସ୍କୁଟି-ବାଇକ୍‌ ମୁହାମୁହିଁ ଧକ୍କା, ଚାଲିଗଲା ୫ ଜଣଙ୍କ ଜୀବନ

କେଶରୀପାଟଣା ଗାଁ ନିକଟରେ ଦୁର୍ଘଟଣା । ସ୍କୁଟି ଏବଂ ବାଇକ୍ ମୁହାଁମୁହିଁ ଧକ୍କା । More

ବିନା ଅନୁମତିରେ କଂଗ୍ରେସ ନେତା କରିପାରିବେନି ସାମ୍ବାଦିକ ସମ୍ମିଳନୀ

ମିଡିଆ ସେଲ୍ ଅଧ୍ୟକ୍ଷଙ୍କ ସହ ଆଲୋଚନା କରି ଏବଂ ପିସିସି ସଭାପତିଙ୍କୁ ନ ଜଣାଇ କେହି ନିଜ ଆଡ଼ୁ ସାମ୍ବାଦିକ ସମ୍ମିଳନୀ କରିପାରିବେ ନାହିଁ ବୋଲି କୁହାଯାଇଛି । More

ଗାଡ଼ି ଜଗିଥିବା ସିକ୍ୟୁରିଟି ଗାର୍ଡଙ୍କ ଗାଡ଼ି ଚୋରି, ସିସିଟିଭିରେ କଏଦ ହେଲା ଚୋରି ବେଳର ଦୃଶ୍ୟ

ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ଗାଡ଼ି ଜଗିଥିବା ଜଣେ ସିକ୍ୟୁରିଟି ଗାର୍ଡଙ୍କ ଗାଡ଼ି ଚୋରିକୁ ନେଇ ବଲାଙ୍ଗିରରେ ଚର୍ଚ୍ଚା। More

ଓଡ଼ିଶା ଭୂଇଁରେ ଶ୍ରୀରାମଙ୍କ କାହାଣୀ ! ଘଞ୍ଚ ଜଙ୍ଗଲର କିଛି ଦିବ୍ୟସ୍ଥଳରେ ତ୍ରେତୟା ଯୁଗର ଛାପ

ମାତା ଜାନକୀଙ୍କ ସହ ରହିଛି ଗଭୀର ସଂପର୍କ । ମାଲକାନଗିରର ସୀତାକୁଣ୍ଡ ଓ କେନ୍ଦୁଞ୍ଜରର ସୀତାବିଞ୍ଜର କଥା । More

ତେଜୁଛି ଅର୍ପଣ ରଥ ଗୁଆ-ଚାଉଳ ବିବାଦ; ନବରଙ୍ଗପୁରରେ ଧାରଣାରେ ବସିଲା BJP

ଭକ୍ତଙ୍କୁ ଭଣ୍ଡେଇବା ପରେ ତେଜିଲାଣି ଅସନ୍ତୋଷ । ଏ କ୍ଷୋଭ ଅର୍ପଣ ରଥର ଗୁଆ ଚାଉଳକୁ ନେଇ । କୁଆଡେ ଗଲା ଭକ୍ତଙ୍କ ଗୁଆ-ଚାଉଳ । କାହିଁକି ପୁରୀରେ ପହଞ୍ଚିଲାନି ଭକ୍ତ ଶ୍ରଦ୍ଧାରେ ଦେଇଥିବା ଚାଉଳ ଆଉ ଗୁଆ ? More

ପଢ଼ାପଢ଼ିରେ କେତେ ଦକ୍ଷ ଗାଁ ଛାତ୍ରଛାତ୍ରୀ ? ସମ୍ବଲପୁରରେ ହରଣ କରି ପାରୁନାହାନ୍ତି ୬୪% ପିଲା

ଫେଡ଼ାଣ କରି ପାରୁଥିବା ପିଲାଙ୍କ ପରିସଂଖ୍ୟାନ ମଧ୍ୟ ଚିନ୍ତାଜନକ । ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ଓ ଶିକ୍ଷାସ୍ତରର ସ୍ଥିତିକୁ ନେଇ ଅସର ପକ୍ଷରୁ ନିୟମିତ ରିପୋର୍ଟ ପ୍ରକାଶ ପାଇ ଆସୁଥିବା ବେଳେ ଇଏ ହେଉଛି ସଂସ୍ଥାର ସର୍ବଶେଷ ରିପୋର୍ଟ । More

ରାଜଧାନୀ ଛାତି ଉପରେ ନିଶାର ନୂଆ ଟ୍ରେଣ୍ଡ; ଚାଲୁଛି ହ୍ୟାଣ୍ଡମେଡ୍ ଗଞ୍ଜେଇ ସିଗାରେଟ୍‌ ବେପାର

ଉଡୁଛି ହାତ ତିଆରି ଗଂଜେଇ ସିଗାରେଟର ଧୂଆଁ । ଗଂଜେଇ ଧୂଆଁରେ କଲବଲ ସ୍ମାର୍ଟସିଟିର ଜନତା । ନୀଳ ଜହରର ଏହି କଳା କାହାଣୀ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ । More

ବଳ ଗୋଟାଉଛି କଂଗ୍ରେସ; ପୁରୁଖାଙ୍କ ଘର ବାହୁଡାକୁ ନେଇ ଉତ୍ସାହିତ ଦଳ

ଦକ୍ଷିଣ ବେଲ୍ଟରେ ଥିବା କଂଗ୍ରେସର ପୁରୁଣା ଭୋଟରଙ୍କୁ ସଂଗଠିତ କରି ଦଳ ୨୪ ନିର୍ବାଚନରେ ସଂଖ୍ୟା ବଢାଇବାକୁ ଯୋଜନା ରଖିଛି । More