ସଂକ୍ଷେପରେ ଆଜିର ତାଜା ଖବର - Thursday, 07 September 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପଦାରେ ପଡ଼ିଲା ଅରୁଣ-ସୌମ୍ୟ କଳି, ଖୁଲମଖୁଲା କଲେ ଅଟାକ୍...

ସୌମ୍ୟରଂଜନ ନାନା ମନ୍ତବ୍ୟ ଦେବା ସହ ବ୍ଲାକମେଲିଂ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । More

ମନ୍ମଥଙ୍କ ୟୁଟର୍ଣ୍ଣ ସୁରଙ୍କୁ ଅଡୁଆ; ବାପାଙ୍କ ଜିଦ୍‌ ଲଢ଼ିବୁ ଯଦି କଂଗ୍ରେସରୁ..

ମନ୍ମଥଙ୍କ ବୟାନ ପରେ ସୁରଙ୍କ ଘରେ ଆରମ୍ଭ ହୋଇଛି ରାଜନୈତିକ ହାଇଡ୍ରାମା । ଛିଡୁନି ନିର୍ବାଚନ ଲଢିବାର ଅଙ୍କ । ବାପା ପୁଅଙ୍କ ମତମତାନ୍ତରକୁ ନେଇ ବଢୁଛି ଦ୍ୱନ୍ଦ୍ୱ । More

ପ୍ରେମିକ ଦେଲା ସିନ୍ଦୂର; ବାପାମାଆ କଲେ ପିଣ୍ତଦାନ..

ଗୋଟେ ପଟେ ବିବାହ, ଅନ୍ୟପଟେ ଶୁଦ୍ଧିକ୍ରିୟା । ଏପଟେ ବେଦି ଉପରେ ଯିଏ କନ୍ୟା ବେଶରେ ବସିଛି, ତାରି ପାଇଁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳିର ପର୍ବ । More

ଫାଉଡ଼ା ଧରି ନିଜେ ମାଟି କେନାଲ ଖୋଲିଲେ ସାଂସଦ ଅପରାଜିତା !

ଆଗରୁ ଅଭିଯୋଗ ହୋଇଥିଲା ଯେ, ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଅଞ୍ଚଳରେ ଥିବା ଡେରାସ୍ ଡ୍ୟାମର କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ଅବରୋଧ କରାଯାଇଛି । ମାଟି ପକାଇ କେନାଲକୁ ପୋତା ଯାଇଛି । More

ପୁଣି ସାରଥୀଙ୍କୁ ନେଇ ଚର୍ଚ୍ଚା, ବାରିମୂଳ ଆଶ୍ରମରେ ଭକ୍ତମାନେ କଲେ ପୂଜାର୍ଚ୍ଚନା

ଏହି କାର୍ଯ୍ୟକ୍ରମରେ ପାରାଦୀପ ଓ କେନ୍ଦ୍ରାପଡ଼ା ଅଞ୍ଚଳରୁ ଶତାଧିକ ସାରଥୀ ଅନୁଗତ ଯୋଗଦେଇଥିଲେ । ହୋମ, ଧ୍ୟାନ, ସାମୁହିକ ପ୍ରାର୍ଥନା, ଶ୍ରୀକୃଷ୍ଣଙ୍କ ପୂଜା କରାଯାଉଛି । More

ଭୁବନେଶ୍ୱରର ବ୍ୟବସାୟୀଙ୍କ ଘରେ ଅଢ଼େଇ କେଜିର ସୁନା ବିସ୍କୁଟ !

ଗିରଫ ପରେ ସଂପୃକ୍ତ ବ୍ୟବସାୟୀଙ୍କୁ ରିମାଣ୍ଡରେ ଅଣାଯାଇଥିବା ସୂଚନା ମିଳିଛି । More

ବ୍ରହ୍ମପୁରା ପଣ୍ଡିତ ମହାସଭାରେ ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ

ବ୍ରହ୍ମପୁରା ପଣ୍ଡିତ ମହାସଭାରେ ଏହି ଲଗ୍ନ ନିର୍ଦ୍ଧାରଣ କରାଯାଇଛି । More

ଅସରାଏ ବର୍ଷାରେ ଉବୁଟୁବୁ ଟ୍ୱିନ୍‌ ସିଟି: ପ୍ରବଳ ବର୍ଷା ସମ୍ଭାବନା ନେଇ ୧୮ ଜିଲ୍ଲାକୁ ୱାର୍ଣ୍ଣିଂ

ଆଜି ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା ହୋଇଛି। ଏଥିଯୋଗୁ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ପାଣି ଲହଡ଼ି ମାରୁଛି। More

ବଞ୍ଚି ଥାଉ ଥାଉ ଝିଅକୁ ମାରିଦେଲେ: ଏପଟେ ଚାଲିଛି ବାହାଘର, ସେପଟେ ଶୁଦ୍ଧିକ୍ରିୟା...

ବାହା ବେଦୀରେ ବସି ଝିଅର ବାହାଘର ଚାଲିଥିବା ବେଳେ, ସେପଟେ ବନ୍ଧୁବାନ୍ଧବଙ୍କୁ ଡାକି ଝିଅର ଶୁଦ୍ଧିକ୍ରିୟା କରିଛନ୍ତି ଯୁବତୀଙ୍କ ପରିବାର ଲୋକ। More

ବାଣୀବିହାର କ୍ୟାମ୍ପସରେ 5T ପଲିଟିକ୍ସ: 'ୱି ଷ୍ଟାଣ୍ଡ ୱିଥ୍ ଭିକେ ପାଣ୍ଡିଆନ ସାର୍' ଷ୍ଟିକରକୁ ଜୋରଦାର ବିରୋଧ

କ୍ୟାମ୍ପସର କାନ୍ଥ ବାଡ଼ରେ 5T ପଲିଟିକ୍ସ। ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ୱବିଦ୍ୟାଳୟରେ 5T ଷ୍ଟିକରକୁ ଘୋର ବିରୋଧ କରାଯାଇଛି। More

ଆଜି ମାଗଣାରେ ଇ-ବସ୍‌ ଓ ଇ-ରିକ୍ସାରେ ଯାତ୍ରା କରିପାରିବେ, ଜାଣନ୍ତୁ କେଉଁଠି...

ଆଜି କ୍ରୁଟ୍‌ର ସମସ୍ତ ମୋ ଇ-ବସ୍ ଓ ଇ-ରିକ୍ସାରେ ଯାତ୍ରା ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ଏନେଇ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଘୋଷଣା କରିଛନ୍ତି। More

ଆଜି ବି ପ୍ରବଳ ବର୍ଷିବ ! ଏହିସବୁ ଜିଲ୍ଲାକୁ ସତର୍କ ସୂଚନା...

ଲଘୁଚାପ ପ୍ରଭାବରେ ଗତ କିଛିଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଆଜି ମଧ୍ୟ କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। More

୧୪ ବର୍ଷ ପରେ ବି ରହସ୍ୟାବୃତ୍ତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଘଟଣା

ନାଇଡୁ କମିଶନ୍ ରିପୋର୍ଟ ସରକାର ଚାପିବାକୁ ନେଇ ଘେରିଲେ ବିରୋଧୀ । ମୁଖ୍ୟ ହତ୍ୟାକାରୀ ଧରା ନପଡ଼ିବାରୁ ଅସନ୍ତୋଷ ଝାଡ଼ିଲେ ଆଶ୍ରମ ଅନ୍ତେବାସୀ । More

ତାଳ ଗଛ ନାହିଁ ବୋଲି ବଜ୍ରପାତ ନେଉଛି ଲୋକଙ୍କ ଜୀବନ !

ସହର ତୁଳନାରେ ଗାଁରେ ବେଶୀ ଜୀବନ ନାଶୁଛି ବଜ୍ର ବିପତ୍ତି । କେବଳ ୨୦୨୧-୨୨ରେ ବଜ୍ରପାତ ଯୋଗୁଁ ୨୮୧ ଜୀବନ ହାନୀ । More

୨ ଦିନ ପରେ G20 ସମ୍ମିଳନୀ; ୨୦ରୁ ଅଧିକ ରାଷ୍ଟ୍ରମୁଖ୍ୟଙ୍କୁ ସ୍ୱାଗତ ଅପେକ୍ଷାରେ ଭାରତ ମଣ୍ଡପମ୍

କାଲି ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ମିଲେଟ୍ ମିଶନ ଅଭିଜ୍ଞତା ବଖାଣିବେ ଦୁଇ ଓଡ଼ିଆ ମହିଳା ଚାଷୀ । More

କଂଗ୍ରେସରୁ ଲଢ଼ିବେନି ମନ୍ମଥ, ଅକ୍ଟୋବରରେ ହଟାଇବେ ସସ୍‌ପେନ୍ସ

କେଉଁ ଦଳରୁ ଲଢ଼ିବେ, ଅକ୍ଟୋବରରେ ଘୋଷଣା କରିବେ ମନ୍ମଥ । ଜଟଣୀବାସୀ ଓ କର୍ମୀଙ୍କ ମତାମତକୁ ନେଇ ନିଷ୍ପତ୍ତି ନେଇଥିବା କହିଲେ । More

ଫେଲ୍ ମାରୁଛି କି ସରକାରଙ୍କ ମିଶନ ଶକ୍ତି ସ୍କୁଟର ଯୋଜନା ?

SHG ହିତାଧିକାରୀଙ୍କୁ ବାଧକ ସାଜିଛି ପିଛିଲା ଲୋନ୍ । ଗ୍ରାଉଣ୍ଡ ଜିରୋରେ ବଢୁଛି ଅସନ୍ତୋଷ । More