ସଂକ୍ଷେପରେ ଆଜିର ତାଜା ଖବର - Saturday, 24 June 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଶିଖରଚଣ୍ଡୀ ପାହାଡ଼ ଲଣ୍ଡା କରିବାକୁ ଥିଲା ତ ପରିବେଶ ମଂଜୁରୀ ?

ପ୍ରଶାସନ ଯେଉଁ ସ୍ଥାନରୁ ବହୁ ସଂଖ୍ୟାରେ ଗଛ କାଟି ପାହାଡ଼କୁ ଲଣ୍ଡା କରିଛି, ସେଠି ନୂଆ ଗଛ ପୋତି ଆନ୍ଦୋଳନକୁ ଆହୁରି ଜୋରଦାର କରିଛି ମା ଶିଖରଚଣ୍ଡି ଆଞ୍ଚଳିକ ସୁରକ୍ଷା ସମିତି। More

ବାଟବଣା କି ମହାପ୍ରୟାଣ ଯୋଜନା? ଟ୍ରଲିରେ ତ ପୁଣି ସାଇକେଲରେ ବୁହା ହେଉଛି ମୃତଦେହ 

ଶବ ବୁହା ଗାଡ଼ି ଏବେ ଶବ ପାଲଟିଯାଇଛି। ସରକାରଙ୍କ ମହାପ୍ରୟାଣ ଯୋଜନା ଅନ୍ତର୍ଗତ ଗାଡ଼ି ଦୀର୍ଘଦିନ ହେଲାଣି ପଡ଼ି ରହି ଖତ ଖାଉଛି । More

ମାତ୍ର ସାଢେ ୩ ବର୍ଷରେ କୁଆଡୁ ଆସିଲା ୫ କୋଟିର ସଂପତ୍ତି ?

ସାଢେ ୩ ବର୍ଷରେ ୫ କୋଟିର ସଂପତ୍ତି..ସେଥିରୁ ନଗଦ କେବଳ ୩ କୋଟି ଟଙ୍କା..ଆୟର ୫ ଶହ ପ୍ରତିଶତରୁ ଅଧିକ ସଂପତ୍ତି । କାହା ପୃଷ୍ଠ ପୋଷକତାରେ ଲୁଟୁଥିଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ? More

ଓଡ଼ିଶା ସରକାରଙ୍କୁ ବର୍ଷିଲେ ନଡ୍ଡା; ଭୋଟରଙ୍କ ମନ ଜିତିବା ଲାଗି ବାଟ ବତେଇଲେ

ନଡ୍ଡାଙ୍କ ଗସ୍ତ ପରେ ଚଳଚଞ୍ଚଳ ରାଜ୍ୟ ବିଜେପି । ଦୁଇଦିନିଆ ଗସ୍ତରେ ରାଜ୍ୟ ସରକାରଙ୍କ ଉପରେ ମନଖୋଲି ବର୍ଷିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ । More

ପ୍ରଶ୍ନ ଘେରରେ ରୋହିତ ଶର୍ମାଙ୍କ ଟେଷ୍ଟ ଅଧିନାୟକତ୍ୱ

ଟିମ୍ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ଡବ୍ଲ୍ୟୁଟିସି ଫାଇନାଲ୍‌ରେ ପରାଜିତ ହେବା ପରେ ଏବେ ପ୍ରଶ୍ନ ଉଠୁଛି ଯେ ରୋହିତ କ’ଣ ଆଗାମୀ ଦୁଇ ବର୍ଷ ଯାଏଁ ଭାରତୀୟ ଟେଷ୍ଟ ଟିମ୍‌ର ଅଧିନାୟକ ରହିବେ? ଟେଷ୍ଟ ଟିମ୍‌ର ନେତୃତ୍ୱ ନେବା ପାଇଁ ଏବେ ଭାରତ ପାଖରେ କ’ଣ କୌଣସି ବଳିଷ୍ଠ ବିକଳ୍ପ ନାହାନ୍ତି? କୌଣସି ଯୁବ ଖେଳାଳିଙ୍କୁ କ’ଣ ଦାୟିତ୍ୱ ଦିଆଯାଇପାରିବନି, ଯେପରିକି ଦକ୍ଷିଣ ଆଫ୍ରିକା ପାଇଁ ଗ୍ରେମ୍ ସ୍ମିଥ୍ ଥିଲେ? More

ଭୁଲରେ ଅନ୍ୟର ଭୋଜି ଖାଇଦେଲେ ବରଯାତ୍ରୀ, ବାହାଘର ସ୍ଥାନ ପାଲଟିଲା ରଣକ୍ଷେତ୍ର

ଉଭୟ ପକ୍ଷରୁ ଯୁକ୍ତିତର୍କ ହେବା ସହିତ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ପ୍ରାୟ ୨ ଘଣ୍ଟା ଧରି ସ୍ଥାନୀୟ ଅଞ୍ଚଳ ରଣକ୍ଷେତ୍ର ପାଲଟି ଯାଇଥିଲା। More

ସଫଳ ହେଲା ପ୍ରେମ: ସୁଧାର ଗୃହରୁ ଶାଶୁଘର ଗଲେ ପୂଜାରିଣୀ

ଉଭୟ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିବାରୁ ସୁଧାର କେନ୍ଦ୍ର ପରିଚାଳକ ଓ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଉଭୟେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। More

ପୂର୍ବତନ ଗୁଣପୁର ବିଧାୟକ ରାମମୂର୍ତ୍ତି ଗମାଙ୍ଗ ଦୋଷୀ ସାବ୍ୟସ୍ତ

ପତ୍ନୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ରାମମୂର୍ତ୍ତି । ୧୧ ଜଣ ସାକ୍ଷୀ ଓ ୧୫ଟି ଦସ୍ତାବିଜ୍ ଆଧାରରେ ଦୋଷୀ ସାବ୍ୟସ୍ତ କରିଛନ୍ତି ଭୁବନେଶ୍ୱର ସ୍ପେଶାଲ କୋର୍ଟ । More

ଆଡପ ମଣ୍ଡପରେ ନବମୀ ସଂଧ୍ୟା ଦର୍ଶନ ୫ଟାରୁ ବନ୍ଦ

ଆସନ୍ତା ୨୭ତାରିଖରେ ହେବାକୁ ଥିବା ନବମୀ ସଂଧ୍ୟା ଦର୍ଶନ ୫ଟାରୁ ବନ୍ଦ ହେବ । ୨୭ ତାରିଖ ସକାଳ ୭ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ନବମୀ ଦର୍ଶନ ପାଇଁ ସ୍ଥିର ହୋଇଛି । More

କେତେବେଳେ କ’ଣ ଘଟିବ କହିବା ମୁସକିଲ୍, ପାଠ ପଢ଼ିଲା ବେଳେ ମୁଣ୍ଡ ଉପରେ ଛାତ ପଡ଼ିବା ଭୟ

ଦୀର୍ଘ ଦିନ ହେବ ପୁରୁଣା ଶ୍ରେଣୀ ଗୃହରେ ଚାଲିଛି ଶିକ୍ଷା ଦାନ । ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକାର ହୋଇ ପାରିନାହିଁ । More

ବହାରିଥିଲା ଗଦାଗଦା ଟଙ୍କା; ବାବୁଙ୍କୁ ବାନ୍ଧିନେଲା ଭିଜିଲାନ୍ସ

ସୁନ୍ଦରଗଡ଼ ଭିଜିଲାନ୍ସ ଡିଏସପି ସୁଧାଂଶୁ ଶେଖର ପୂଜାରୀଙ୍କ ନେତୃତ୍ୱରେ ଦୁଇଟି ଟିମ୍ ପହଞ୍ଚିଛନ୍ତି । ଗୋଟିଏ ଭୁବନେଶ୍ୱରରୁ ଏବଂ ଅନ୍ୟଟି ନବରଙ୍ଗୁପରରେ ଚଢାଉରେ ସାମିଲ ଥିଲେ । ଦୁଇ ଟିମ ସୁନ୍ଦରଗଡରେ ପହଞ୍ଚିବା ପରେ ଚାଲିଛି ହିସାବନିକାଶ । More

ପ୍ରବଳ ବର୍ଷିବ ! ୧୯ ଜିଲ୍ଲାକୁ ସତର୍କ ସୂଚନା ଦେଲା ପାଣିପାଗ ବିଭାଗ

ଦୁଇ ଦିନ ହେବ ରାଜ୍ୟବାସୀଙ୍କୁ ଅସହ୍ୟ ଗୁଳୁଗୁଳିରୁ ଆଶ୍ୱସ୍ତି ମିଳିଛି । ପ୍ରଚଣ୍ଡ ତାତିରୁ ତ୍ରାହି ମିଳିଛି । କାରଣ ଓଡ଼ିଶାରେ ମୌସୁମୀ ପ୍ରବେଶ କରିସାରିଛି । ରାଜ୍ୟରେ ଅସମ୍ଭାଳ ହିଟ୍ ୱେଭକୁ ଥଣ୍ଡା କରିଦେଇଛି ମୌସୁମୀ ବର୍ଷା । More

ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ବ୍ଲକ ଘେରାଉ କଲା ଆଦିବାସୀ ସଂଘ

ବଲାଙ୍ଗିର ମୁରିବାହାଲ ବ୍ଲକ ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ୧୫ ଦଫା ଦାବି ପୂରଣ ନେଇ ବ୍ଲକ ଘେରାଉ କରାଯାଇଛି । More

ଗୁଣ୍ଡିଚା ମନ୍ଦିରକୁ ଆସିବେ ମା’ ମହାଲକ୍ଷ୍ମୀ, ରାଗ ଜର୍ଜରିତ ହୋଇ ଭାଙ୍ଗିବେ ନନ୍ଦିଘୋଷ

ରଥଯାତ୍ରା ପାଳନ ଅବସରରେ ହେରା ପଞ୍ଚମୀ ଉତ୍ସବ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ସାଧାଣତଃ ରଥଯାତ୍ରାଠାରୁ ପଞ୍ଚମୀ ଦିବସରେ ଅର୍ଥାତ ଆଷାଢ଼ ଶୁକ୍ଳ ଷଷ୍ଠୀ ଦିନ ହେରା ପଞ୍ଚମୀ ଉତ୍ସବ ପାଳିତ ହୋଇଥାଏ। More

ଦିନେ ଅଲୋଡ଼ା ହୋଇ ଅଳିଆ ଗଦାରେ ପଡ଼ିଥିଲା, ଏବେ ଆମେରିକା ଯାଉଛି

ଜନ୍ମ ହେବା ପରେ ଦିନେ ହୋଇଯାଇଥିଲା ଅଲୋଡ଼ା । ଶିଶୁକୁ ଆପଣାଇ ନେଇଛନ୍ତି ଆମେରିକୀୟ ଦମ୍ପତି । More

ରଖେ ହରି ତ ମାରେ କିଏ ! ୩୦ ଫୁଟ ଗଭୀର କୂଅରୁ ଅଢେଇ ବର୍ଷର ଝିଅ ଉଦ୍ଧାର

ବଲାଙ୍ଗିର ପୁଇଁତଳା ଥାନା ପଦମପୁର ଗାଁର ଘଟଣା । ଖେଳୁଥିବା ବେଳେ ଖୋଲା ଗଭୀର କୂଅରେ ଖସିପଡିଥିଲା ଶିଶୁ । More

ପୁଣି କଡ଼ାକଡ଼ି ହେଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଯାଞ୍ଚ୍, ନିୟମ ଉଲ୍ଲଂଘନକାରୀଙ୍କୁ ୫ ହଜାର ଟଙ୍କାର ମୋଟା ଫାଇନ୍

ଯେଉଁମାନେ ବିନା ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇ ଗାଡ଼ି ଚଳାଉଥିଲେ ସେମାନଙ୍କ ଉପରେ କଷିଥିଲେ ମୋଟା ଅଙ୍କର ଫାଇନ୍। ଆଜି ପ୍ରଥମ ଦିନରେ ପ୍ରଥମ ଥର ପାଇଁ ନିୟମ ଉଲ୍ଲଂଘନକାରୀଙ୍କୁ ୫ ହଜାର ଓ ଦ୍ବିତୀୟ ଥର ପାଇଁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ପଡ଼ିଛି। More

ଆଖିରେ ଆଙ୍ଗୁଠି ଗେଞ୍ଜି ଗ୍ରାହକଙ୍କୁ ଶୋଷୁଛି କି ଟାଟା ପାୱାର ? ୩୦ ବଦଳରେ ୪୦ ଦିନରେ କରୁଛି ମିଟର ରିଡିଂ

ବିଦ୍ୟୁତ ଉପଭୋକ୍ତାଙ୍କୁ ଠକିବାର ନୂଆ ତରିକା ! ଆଖିରେ ଆଙ୍ଗୁଠି ଗେଞ୍ଜି ଶୋଷଣ କରୁଛି ଟାଟା ପାୱାର ! ଟାଟା କ୍ୟାଲେଣ୍ଡରରେ ମାସକୁ ୪୦ ଦିନ ! ଏକଥା ଆମେ କହୁନୁ। ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ମାସକ ନାଁରେ ୪୦ ଦିନିଆ ଇଲେକ୍ଟ୍ରି ବିଲ୍ ପାଇଥିବା ଉପଭୋକ୍ତା। More

ଆଡ଼ପ ପହଣ୍ଡିବେଳେ ଅଘଟଣ, ଚାରମାଳ ଉପରେ ହାମୁଡେଇ ପଡ଼ିଲେ ଜଗନ୍ନାଥ

କଣ ସେବକମାନେ ଖାମଖିଆଲି ଭାବେ ପହଣ୍ଡି କରାଉଥିଲେ କି ? ମହାପ୍ରଭୁଙ୍କୁ ବନ୍ଧା ଯାଇଥିବା ପାଟଡୋରକୁ ଖୋଲା ଛାଡ଼ି ଦେଇଥିଲେ କି ? More

Odisha Politics: ଏଠି ଅଧିକାରୀଙ୍କୁ ଭଡ଼ାରେ ସରକାର ଚଲାଇବାକୁ ଦେଇଦିଆଯାଇଛି କହିଲେ ନଡ୍ଡା

ଭବାନୀପାଟଣା ଟାଉନହଲରେ ଆୟୋଜିତ ଦଳୀୟ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଇ ଦଳର ସାଙ୍ଗଠନିକ ସ୍ଥିତିକୁ ସୁଦୃଢ଼ କରି ୨୪ ସାଧାରଣ ନିର୍ବାଚନ ପାଇଁ ବିଜୟ ମନ୍ତ୍ର ଦେଇଛନ୍ତି ନଡ୍ଡା। More

Odisha Politics: ରାଜ୍ୟରେ ଖୋଲିବ ଆବାସ ଜାଲିଆତିର ପୋଲ୍ ! ଜେଲ ଯିବେ ଭ୍ରଷ୍ଟାଚାରୀ...

ଭବାନୀପାଟଣା ସଭାରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା । ରାଜ୍ୟ ସରକାର ଉପରେ ବର୍ଷିଲେ ନଡ୍ଡା । More