ସଂକ୍ଷେପରେ ଆଜିର ତାଜା ଖବର - Saturday, 03 June 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଓଡ଼ିଶା ଟ୍ରେନ୍‌ ଟ୍ରାଜେଡି; ସାରା ବିଶ୍ୱରୁ ଛୁଟୁଛି ସମବେଦନାର ସୁଅ

ଗତକାଲିଠାରୁ ପୁରା ବିଶ୍ୱର ନଜର ରହିଛି ବାହାନଗାର ଭୟଙ୍କର ଟ୍ରେନ୍ ଟ୍ରାଜେଡି ଉପରେ । More

ଏମାନେ ଯମଦ୍ୱାରର ଦେବଦୂତ; ମୃତ୍ୟୁର ମାୟାଜାଲରୁ ବଞ୍ଚାଉଥିଲେ ଜୀବନ

କାହା ନିର୍ଦ୍ଦେଶକୁ ଅପେକ୍ଷା ଏବଂ ସାଜ ସରଞ୍ଜାମକୁ ଉପେକ୍ଷା କରି ଯେତେ ସମ୍ଭବ ଆହତଙ୍କ ଜୀବନ ବଞ୍ଚାଇବାକୁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ ଲୋକେ । More

ରେଳ ଇତିହାସରେ କଳା ରାତି; କନ୍ଦେଇ ଦେଲା କରମଣ୍ତଳ

ସେଇ କରମଣ୍ଡଳ, ସେଇ କଳା ଶୁକ୍ରବାର । ଦିଆସିଲି ଖୋଳ ଭଳି ଛିନଛତ୍ର ଦୁର୍ଘଟଣାଗସ୍ତ ଟ୍ରେନ୍‌ର ବଗି ଗୁଡ଼ିକ । ଧାଡ଼ି ଧାଡ଼ି କରି ଶୁଆଇ ଦିଆଯାଇଛି ଯାତ୍ରୀଙ୍କ ମୃତଦେହ । କାଲି ରାତି ଥିଲା, ତେଣୁ ଜଣାପଡ଼ିନଥିଲା । More

ମନୁଷ୍ୟକୃତ କି ବାହାନଗା ଟ୍ରେନ୍‌ ଟ୍ରାଜେଡି ? ମୋଦି ଦେଲେ ଚେତାବନୀ

ଦୋଷୀକୁ ଆଦୌ ଛଡ଼ା ଯିବ ନାହିଁ । ଏହି ଭୟଙ୍କର ରେଳ ଦୁର୍ଘଟଣା ପଛରେ ଯିଏ ବି ଥିବ, ଚରମ କାର୍ଯ୍ୟାନୁଷ୍ଠାନ ହେବ । More

ଗାଁରୁ ସହର ମଦ ଆଉ ଧଳା ଜହରର କାରବାର; ଗଞ୍ଜେଇ ଉପରେ କାହିଁକି ‘ସର୍ଜିକାଲ୍ ଷ୍ଟ୍ରାଇକ୍’

ନିକଟରେ ଓଡିଶା ସରକାର ଗଞ୍ଜେଇ ବିରୋଧରେ ଏକ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି l ରାଜ୍ୟରେ ଥିବା ସମସ୍ତ ଶୈବପୀଠଗୁଡିକରେ ଗଞ୍ଜେଇକୁ ନେଇ ନିଷେଧାଦେଶ ଜାରି କରିଛନ୍ତି l ମଦ ଏବଂ ଡ୍ରଗ୍ସ ଭଳି ଘାତକ ନିଶାଦ୍ରବ୍ୟ ଗାଁରୁ ସହର ସର୍ବତ୍ର ଦଖଲ କରିଥିବା ବେଳେ ଗଞ୍ଜେଇ ଉପରେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନିନ୍ଦା କରଯାଇଛି l More

ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି, ମୋଟ ୮୦୩ ଆହତ

ଟ୍ରେନ୍ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ ସରିଲା କହିଲେ ରେଳ ମନ୍ତ୍ରୀ More

‘କାହା କଥା ଶୁଣିଲାନି, ୩ ମାସର ଛୁଆ ମୁହଁକୁ ବି ଚାହିଁଲାନି...ଆଜି ସବୁଦିନ ପାଇଁ ଆମକୁ ଛାଡ଼ି ଚାଲିଗଲା’

ଏମିତି ବିଭୀଷିକା ଘଟଣା ମଧ୍ୟରେ କିଏ କେଉଁଠି ହଜି ଯାଇଛି, କୌଣସି ପତ୍ତା ମିଳିପାରୁ ନାହିଁ। କାହାର ଭାଇ ହଜି ଯାଇଛି ତ ଆଉ କେଉଁଠି ବାପାମା’ଙ୍କ ପାଖରୁ ପିଲା ଅଲଗା ହୋଇଯାଇଛି। More

Bahanaga Train Accident: ଦିଦି କହିଲେ ୫ ଶହ, ଅଶ୍ୱିନୀ କହିଲେ ୨୩୮

ମୃତକଙ୍କ ସଂଖ୍ୟା ନେଇ କଥା କଟାକଟି ହେଲେ ଦୁଇ ନେତା । More

ଦୁଃଖ ବେଳେ ଲୁଟ: ଟ୍ରେନ୍ ଦୁର୍ଘଟଣା ପରେ ହନ୍ତସନ୍ତ ଯାତ୍ରୀଙ୍କ ଠାରୁ ଦର କସୁଛନ୍ତି ବସ ମାଲିକ

କେଡ଼େ ହୃଦୟହୀନ ସତରେ. . . ରେଳ ଦୁର୍ଘଟଣା ପରେ ହନ୍ତସନ୍ତ ଯାତ୍ରୀଙ୍କ ଠାରୁ ଦେଢ ଗୁଣାରୁ ଅଧିକ ଦର କସୁଛନ୍ତି ବସ ମାଲିକ . . ପୁରୀ ବସଷ୍ଟାଣ୍ଡରେ କୋଲକତା ଯିବାକୁ ୭ଶହ ଯାଗାରେ ଦାବି କରୁଛନ୍ତି ୧୭ ଶହ ଟଙ୍କା ... କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ ... More

ବାହାନଗା ରେଳ ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

ବାୟୁସେନା ହେଲିକପ୍ଟରରେ ଆସି ଘଟଣାସ୍ଥଳରେ ପହଞ୍ଚିଲେ More

‘ଭଗବାନ ମୋ ଭାଇକୁ ଫେରାଇ ଦିଅ’...୧୪ ବର୍ଷ ପରେ ଘରକୁ ଆସିଥିଲା ପୁଅ, ସବୁଦିନ ପାଇଁ ଦୁନିଆ ଛାଡ଼ି ଚାଲିଗଲେ

ଦୀର୍ଘ ୧୪ ବର୍ଷ ପରେ ମା’ର ଶେଷକୃତ୍ୟରେ ଯୋଗଦେବା ପାଇଁ ଘରକୁ ପୁଅ ଆସିଥିଲା। ହେଲେ ସେ ଜାଣିନଥିଲେ ଏହି ଶେଷକୃତ୍ୟ ପରବର୍ତ୍ତୀ ସମୟରେ ତାଙ୍କ ଶେଷକୃତ୍ୟ ପାଲଟିଯିବ। More

ରେଳ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ୨୬୧କୁ ବୃଦ୍ଧି: ସମୟ ଯେତିକି ବଢ଼ୁଛି, ସାମ୍ନାକୁ ଆସୁଛି ସେତିକି ହୃଦୟବିଦାରକ ଦୃଶ୍ୟ...

ସମୟ ଯେତିକି ବଢ଼ୁଛି, ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ମଧ୍ୟ ସେତିକି ବଢ଼ୁଛି। ବାଲେଶ୍ୱର ବାହନଗା ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୬୧କୁ ବୃଦ୍ଧି ପାଇଛି। More

ଓଡ଼ିଶାରେ ଛାତିଥରା ଟ୍ରେନ୍‌ ଟ୍ରାଜେଡି: ଉଦ୍ଧାର କାର୍ଯ୍ୟ ପାଇଁ ନିଜ ହେଲିକପ୍ଟର ଅଫର କଲେ ବୈଜୟନ୍ତ

ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାକୁ ନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମର୍ମାହତ ହୋଇଛନ୍ତି।  ଏଭଳି ଦୁଃଖଦ ସମୟରେ ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ  ସେ ତାଙ୍କର ହେଲିକପ୍ଟର ଅଫର କରିଛନ୍ତି। More

ଛାତିଥରା ଟ୍ରେନ୍‌ ଦୁର୍ଘଟଣା: ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ଗତକାଲି ବାଲେଶ୍ୱର ଜିଲ୍ଲା ବାହନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି। ସ୍ଥିତିର ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଆସୁଛନ୍ତି। More

ଓଡ଼ିଶାରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା: ଅଘଟଣ ପରେ ବାତିଲ୍‌ ହେଲା ଏହିସବୁ ଟ୍ରେନ୍‌....

ବାହାନାଗା ଦୁର୍ଘଟଣା ପରେ ଏହି ରୁଟ୍‌ରେ ଯାଉଥିବା ବହୁ ଟ୍ରେନ୍‌କୁ ବାତିଲ୍‌ କରାଯାଇଥିବା ବେଳେ ଅନେକ ଟ୍ରେନ ଗୁଡ଼ିକର ଚଳାଚଳ ପ୍ରଭାବିତ ହୋଇଛି।  More

ଶବ ପକେଟ୍‌ରେ ବାଜିଲା ଫୋନ୍‌, ଲୋକ ରିସିଭ୍‌ କରି କହିଲେ ସେ ଆଉ ନାହାନ୍ତି...

ଏକଥା ଶୁଣି, ଫୋନ୍‌ ଆରପାଖରେ ଥିବା ଲୋକଟି ଥଥ ମମ ହୋଇପଡ଼ୁଥାଏ । ଆଉ ପଚାରୁଥାଏ ଆପଣ କିଏ କହୁଛନ୍ତି ? କେଉଁଠୁ କହୁଛନ୍ତି ? କେଉଁଠି ଦୁର୍ଘଟଣା ଘଟିଛି ? ଆଉ ଶେଷରେ କହିଲେ, ଯାହାକୁ ଫୋନ୍‌ କରିଛି ତାଙ୍କ ନାଁ ମୁନିସି.. More

ରେଳ ଦୁର୍ଘଟଣାରେ ଭିଣୋଇ ସିନା ବଞ୍ଚିଗଲେ କିନ୍ତୁ ଭାଇ ଚାଲିଗଲେ

ଜଣେ ବ୍ୟକ୍ତି ତାଙ୍କର ପରିବାରର ୨ ଲୋକଙ୍କୁ ଖୋଜି ସୋର ମେଡ଼ିକାଲରେ ପହଞ୍ଚିଛନ୍ତି। ଆଉ ତା ପରେ...  More

‘ସବୁକିଛି ମୋ ଆଖି ସାମ୍ନାରେ ଘଟିଗଲା, ଦୁର୍ଘଟଣା ପୂର୍ବରୁ ଆସିଥିଲା ଡବଲ ରିଙ୍ଗ୍‌ ସିଗ୍ନାଲ...’

ମୁଁ ପ୍ରାୟ ସେହି ଲେବୁଲ କ୍ରସିଂ ପାଖରେ ବସେ । ପବନ ଖାଇବାକୁ ସେଠି ବସେ । କାଲି ବି ବସିଥିଲି । ସମ୍ପୂର୍ଣ୍ଣ ଘଟଣା ମୋ ଆଖି ସାମ୍ନାରେ ଘଟିଛି । More

ଭୟଙ୍କର ଟ୍ରେନ ଦୁର୍ଘଟଣା: ରାଜ୍ୟରେ ଦିନିକିଆ ଶୋକ ପାଳନ

କରମଣ୍ଡଳ ଏକ୍ସପ୍ରେସ ଓ ବେଙ୍ଗଲୁରୁ-ହାୱଡ଼ା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। More

Train Accident: ଏଇତ ମଣିଷ ପଣିଆ; ଗୁରୁତରଙ୍କୁ ରକ୍ତଦାନ ପାଇଁ ମେଡିକାଲରେ ହଜାର ହଜାର ଯୁବକଙ୍କ ଭିଡ଼...

ସ୍ଥାନୀୟ ହସ୍ପିଟାଲରେ ଆଉ ଯାଗା ନଥିବା ବେଳେ ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ଗୁରୁତରଙ୍କୁ ଭର୍ତ୍ତି କରାଯାଇଛି । More

Train Accident: ଅତି ହୃଦୟ ବିଦାରକ ! ଦୁଇ ନୁହେଁ ୩ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ, ଯୁଆଡ଼େ ଦେଖିବ ଖାଲି ଶବ

ଆହୁରି ଅନେକ ଅଛନ୍ତି ଯେଉଁମାନେ ଏବେ ବି ବଗି ତଳେ ଚାପି ହୋଇ ରହିଥିବା ପରିବାର ଲୋକଙ୍କୁ ଖୋଜୁଛନ୍ତି । More

Train Accident: ‘ଶହ ଶହ ଲୋକ ମରିଛନ୍ତି, ଦେଖିଲେ ଧର୍ଯ୍ୟ ରହିବନି’

ଶେଷରେ ସେ ଆହତଙ୍କୁ ମାଗଣା ଚିକିତ୍ସା କରାଯିବ ବୋଲି ମଧ୍ୟ ଘୋଷଣା କରିଛନ୍ତି । More

ଗୁରୁତର ହୋଇ ବସ୍‌ରେ ଆସିଲେ, ଶବ ହୋଇ ଟ୍ରାକ୍ଟରରେ ଗଲେ

ଇତିମଧ୍ୟରେ ରେଳ ଦୁର୍ଘଟଣା ସ୍ଥଳରେ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। More

ଟ୍ରେନ୍‌ ଟ୍ରାଜେଡି; ମୃତକଙ୍କ ପରିବାରକୁ ୧୦ ଲକ୍ଷର ସହାୟତା ଘୋଷଣା

ଗୁରୁତର ଆହତଙ୍କୁ ୨ ଲକ୍ଷ ଓ ସାମାନ୍ୟ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ରାଶି ଘୋଷଣା କରାଯାଇଛି । ଏହାଛଡ଼ା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘଟଣାସ୍ଥଳକୁ ଯାଉଥିବା କହିଛନ୍ତି । More

Big Breaking: ଗୋଟିଏ ନୁହେଁ ଦୁଇ ଯାତ୍ରୀବାହୀ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ; ୫୦ ମୃତ, ୩୦୦ ଗୁରୁତର

ଅନ୍ୟପଟେ ଏବେ ବି ଅନେକ ଯାତ୍ରୀ ଟ୍ରେନ୍ ତଳେ ଚପି ରହିଛନ୍ତି, ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତ ଯାତ୍ରୀଙ୍କ ଚିତ୍କାରରେ ଫାଟି ପଡୁଛି ପରିବେଶ । More

କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ, ଓଲଟିପଡ଼ିଲା ଏକାଧିକ ବଗି

ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ରନ୍‌ଟି କରମଣ୍ଡଳ ଏକ୍ସପ୍ରେସ୍‌ ବୋଲି ଜଣାପଡ଼ିଛି । More

୧୬ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ, ହନ୍ତସନ୍ତ ହେବେ ଭକ୍ତ..!

ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ଆଉ କମ୍ ସମୟ ଥିବା ବେଳେ ବେଶ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । More

ଏମିତି ସ୍ଥିତି ! ଗଛ ବଢ଼ୁ ନାହିଁ କି ଆଉ ଏ ପ୍ରକଳ୍ପ ପାଇଁ କୌଣସି ଯୋଜନା ନାହିଁ

ମାଟି ପରୀକ୍ଷା ନକରି ଗଛ ଲାଗାଇବା ଏବଂ ପଥୁରିଆ ଭୂଇଁକୁ ଦାୟୀ କରିଛନ୍ତି ବୁଦ୍ଧିଜୀବୀ । More