ସଂକ୍ଷେପରେ ଆଜିର ତାଜା ଖବର - Monday, 01 May 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ରିପୋର୍ଟ ଦେଲା NAAC ଟିମ୍, ଖସିଲା ଉତ୍କଳ ବିଶ୍ୱ ବିଦ୍ୟାଳୟ ମାନ୍ୟତା

ଗତମାସରେ ନାକ୍ ଟିମ୍‌ କ୍ୟାମ୍ପସରେ ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ଖସିଛି ମାନ୍ୟତା । More

କେବେ ପାହିବ ଶ୍ରମିକଙ୍କ ଦୁଃଖର ରାତି ? ଚାଖଣ୍ଡେ ପେଟ ପାଇଁ ଚାଲିଛି ପ୍ରତି ମୁହୂର୍ତ୍ତରେ ସଂଘର୍ଷ

ଆଉ ଦାଦନର ଯନ୍ତ୍ରଣା କହିଲେ ନସରେ । ବଲାଙ୍ଗୀର ବେଲପଡ଼ା ବ୍ଲକ୍ ଡେବରୀପାଲି ଗାଁର ଲାଲବାହାଦୂର ନାଏକ । ନିଜ ଅଞ୍ଚଳରେ କାମ ନ ପାଇ ଆନ୍ଧ୍ର ବିଜୟନଗର ଇଟାଭାଟିରେ ଦାଦନ ଖଟିବାକୁ ଯାଇଥିଲେ । କାମ କରୁ କରୁ ଦୁର୍ଘଟଣାର ଶିକାର ହେଲେ । ମାଲିକ ମୁହଁ ମୋଡ଼ିଦେବା ପରେ ଚାଷ ଜମି ବନ୍ଧା ପକାଇ ନିଜ ସାଧ୍ୟମତେ ଚିକିତ୍ସା କରି ଫେଲ ମାରିବା ପରେ ୬ ମାସ ଧରି ଶଯ୍ୟାଶାୟୀ । More

୨୦ରେ ସରିବ ସର୍ଭେ, ୨୭ ଯାଏଁ ସ୍ପେସାଲ ଡ୍ରାଇଭ; ୫ ମାସରେ ଚୂଡ଼ାନ୍ତ ତାଲିକା 

ନିର୍ବାଚନ ପୂର୍ବରୁ ପଛୁଆ ଭୋଟ୍ ହାତେଇବାର ଉଦ୍ୟମ । ରାଜ୍ୟରେ ଆରମ୍ଭ ହେଲା ଓବିସି ସର୍ଭେ । ଘର ଘର ବୁଲି ସର୍ଭେ କରିବାକୁ ଦାବି କରିଛି ବିଜେପି । More

କୋଟିଆ ପାଇଁ ବଦଳୁଛି କି ଆନ୍ଧ୍ର ରଣନୀତି ? ନବୀନ ଆମ ବାପା ଭଳି କହିଲେ ଉପମୁଖ୍ୟମନ୍ତ୍ରୀ !

୩ ଦିନିଆ ସରକାରୀ ଯୋଜନାର ପ୍ରଚାରରେ ଡେପୁଟି ସିଏମ୍ । ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଖଡ୍ଗହସ୍ତ ଓଡ଼ିଶା ନେତା । More

‘ଝାରସୁଗୁଡ଼ାରୁ ଆରମ୍ଭ ହେଉ ପରିବର୍ତ୍ତନ, ବିଜେପି ସରକାର ଆସିଲେ ଦୁର୍ନୀତିଖୋର ଜେଲ୍‌ ଯିବେ’

ଉପ ନିର୍ବାଚନ ପାଇଁ ଜମୁଛି ଝାରସୁଗୁଡ଼ା ପ୍ରଚାର ମୈଦାନ । ଲଇକେରା ଓ କୋଲାବିରାରେ ବିଶାଳ ଜନସମାବେଶ । More

ମେହେନ୍ଦୀ ସେରିମନିରେ ଷ୍ଟେଜ୍‌ରେ ନାଚିଲେ IAS ଯୋଡ଼ି

ପୂର୍ବରୁ ଗତ ପେବ୍ରୁଆରୀ ୧୯ ତାରିଖରେ ସମ୍ବଲପୁର ଜିଲ୍ଲାପାଳଙ୍କ ଆବାସିକ ବାସଭବନରେ ଉଭୟଙ୍କ ନିର୍ବନ୍ଧ ଶେଷ ହୋଇଥିଲା। More

ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟ୍‌କା

ଜମୁଛି ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ପ୍ରଚାରା ମଇଦାନରେ ଥିବା ତିନି ପ୍ରମୁଖ ଦଳ ପକ୍ଷରୁ ଚାଲିଛି ଜୋରଦାର କ୍ୟାମ୍ପେନିଂ। ହେଲେ ଉପନିର୍ବାଚନକୁ ଆଉ ଦିନ କେଇଟା ବାକିଥିବା ବେଳେ, ତାପୂର୍ବରୁ କଂଗ୍ରେସକୁ ଲାଗିଛି ବଡ଼ ଝଟକା। More

ମଦ ପାଇଁ ଯୁବକଙ୍କ ଅଜବ କାଣ୍ଡ: ୨୫ ଫୁଟ ଉଚ୍ଚ ଟାୱାର ଗେଟ ଉପରେ ଚଢି କଲେ ବ୍ୟାୟାମ

ଯୁବକ ଜଣକ ହେଲେ ପାଟଣାଗଡ଼ ବଥର୍ଲା ଗାଁର ହିରୁ ସାହୁ। ଗଙ୍ଗାସାଗର ଗାଁର ଦୁଇ ଜଣ ସାଙ୍ଗ ତାଙ୍କୁ ମଦ ପିଇବାକୁ ଦେବେ ବୋଲି କହିଥିଲେ । More

ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ଗୁଳିକରି ହତ୍ୟା

ବଡ଼ବିଲ ୱାର୍ଡ ନଂ-୬ ମିନି ଟାୱାର ନିକଟରେ ଗୁଳିମାଡ଼ More

ଆଶ୍ଚର୍ଯ୍ୟକର ଘଟଣା ! ମେଡିକାଲରେ ମୃତ ଶିଶୁ, ଘରେ ହୋଇଗଲା ଜୀବିତ

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆସିଲା ଅଭିଯୋଗ More

ସମ୍ବଲପୁର ହିଂସାକାଣ୍ଡ ସ୍ଥିତି ଅନୁଧ୍ୟାନ ପାଇଁ ଓଡ଼ିଶା ଆସୁଛି ବିଜେପିର କେନ୍ଦ୍ରୀୟ ଟିମ୍

କ୍ଷେତ୍ର ପରିଦର୍ଶନ ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଦେବେ ରିପୋର୍ଟ More

ଶ୍ରୀକ୍ଷେତ୍ରରେ ଚଳଚଞ୍ଚଳ ରଥଖଳା :ନିର୍ମାଣ କାମରେ ବ୍ୟସ୍ତ ମହାରଣା ସେବାୟତ

ଏବେ ଚଳଚଞ୍ଚଳ ରଥଖଳା । ପବିତ୍ର ରଥଯାତ୍ରା ପାଇଁ ନିର୍ମାଣ ଚାଲିଛି ତିନିରଥ। ନିହଣ ମୁଗୁରର ଠୁକୁଠୁକୁ ଶବ୍ଦରେ ବେଶ୍ ଯୋରସୋରରେ ଆଗେଇ ଚାଲିଛି ରଥକାମ । More

ପୁଣି ଜଣେ ଓଡ଼ିଆଙ୍କୁ ବଡ଼ ଦାୟିତ୍ୱ : ବ୍ୟାଙ୍କ ଅଫ୍ ବରୋଦାର ମୁଖ୍ୟ ହେବେ ଦେବଦତ୍ତ ଚାନ୍ଦ

ବ୍ୟାଙ୍କ ଅଫ୍ ବରୋଦାର MD ଓ CEO ଭାବେ କାମ କରିବେ ଦେବଦତ୍ତ ଚାନ୍ଦ More

୨ ଘଣ୍ଟାର ଅପରେସନ୍ ପରେ କୂଅରୁ ଉଦ୍ଧାର ହେଲା କୁନି ହାତୀ

କୂଅ ସମାନ୍ତରାଳରେ ଗାତ ଖୋଳି ରାସ୍ତା କରାଗଲା . .ତା’ପରେ . . More

ଝାରସୁଗୁଡ଼ା ଫାଇଟ୍‌ : ପ୍ରାର୍ଥୀଙ୍କ କାନରେ ବିଜୟର ମନ୍ତ୍ର ଫୁଙ୍କିଲେ ବରିଷ୍ଠ ନେତା

ମୋଣ୍ଟାଜ୍ ଝାରସୁଗୁଡ଼ା ଦଖଲ ପାଇଁ ଷ୍ଟ୍ରାଟେଜି ପୂରା ପ୍ରସ୍ତୁତ । ମୈଦାନରେ ସବୁ ଦଳର ହେଭିୱେଟଙ୍କ୍ କସରତ। । ଦିନିକିଆ ଗସ୍ତରେ ଯାଇ ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ଅଙ୍କ କଷିଛନ୍ତି ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନିଲ୍ ବଂଶଲ More

ବୟସକୁ ଭୁଲାଇ ଦେଇଛି ବୃକ୍ଷରୋପଣ ନିଶା; ଇସ୍ପାତନଗରୀରେ ଆଣିଛନ୍ତି ସବୁଜିମାର ଜୁଆର

ରାସ୍ତା କଡ଼ ଫାଙ୍କା ସ୍ଥାନରେ ନିଜେ ଶାବଳରେ ଗାତ ଖୋଳି ଗଛ ଲଗାନ୍ତି, ଖତ ପାଣି ଦିଅନ୍ତି ଓ ବାଡ଼ ବି ଘେରାନ୍ତି । ଦିନେ ଗୋବିନ୍ଦ ଓ କୈଳାସ ଲଗାଇଥିବା ଚାରା ଆଜି ଶାଖା ପ୍ରଶାଖା ମେଲି ବିରାଟ ଦ୍ରୁମ ପାଲଟିଲାଣି । ହେଲେ ଟିକିଏବି ଉତୁରିନି ଏହି ଦୁଇ ଯୁବସୁଲଭ ପରିଣତ ବୟସ୍କଙ୍କ ଦଶନ୍ଧି ପୁରୁଣା ନିଶା । More

ଅବ୍ୟବସ୍ଥାର ବିକଳ ଚିତ୍ର; ଆଟେଣ୍ଡାଣ୍ଟ ଦେଉଛନ୍ତି ଇଞ୍ଜେକ୍ସନ, ସୁଇପର ମାପୁଛନ୍ତି ବ୍ଲଡ୍ ପ୍ରେସର

ଖୋର୍ଦ୍ଧା ଡାଳତୋଳା ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଛନ୍ତି, ହେଲେ ଫାର୍ମାସିଷ୍ଟ ଆସୁନାହାନ୍ତି । ଫଳରେ ତାଙ୍କ ସ୍ଥାନ ନେଇଛନ୍ତି, ଜଣେ ସୁଇପର । ଏମିତିକି ରୋଗୀଙ୍କ ରକ୍ତଚାପ ମାପିବା କାମକୁ ବି ରୀତିମତ ତୁଲାଇ ଦେଉଛନ୍ତି ଏହି ଚତୁର୍ଥ ଶ୍ରେଣୀ କର୍ମଚାରୀ । More

'ମନ କି ବାତ୍'ର ଶତକ ଅଧ୍ୟାୟ; ୪ଲକ୍ଷ ବୁଥରେ ବିଜେପିର ବ୍ୟାପକ ଆୟୋଜନ

ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ... ନେତାଙ୍କଠୁ ବୁଦ୍ଧିଜୀବୀ, ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି କମନମ୍ୟାନ୍... ଦିଗ-ବର୍ଗ ନିର୍ବିଶେଷରେ ସାରା ଦେଶ ଶୁଣିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍ କି ବାତ୍'ର ୧୦୦ତମ ଏପିସୋଡ୍ । More

ତେଜୁଛି ବିବାଦ; ଚେତାଇଥିଲା ଗୁଇନ୍ଦା, କାହିଁକି ଚେତିଲାନି ଗୃହ ବିଭାଗ ?

ହନୁମାନ ଜୟନ୍ତୀ ଅବ୍ୟବହିତ ପୂର୍ବରୁ ଘଟିପାରେ ଅଘଟଣ । ଆୟୋଜିତ ବାଇକ ଶୋଭାଯାତ୍ରାବେଳେ ଦେଖାଦେଇପାରେ ସାମ୍ପ୍ରଦାୟିକ ପରିସ୍ଥିତି । ୧୨ ତାରିଖ ରାଲି ପୂର୍ବରୁ ଏଭଳି ଠୋସ୍ ସୁରାଗ ପାଇଥିଲା ଗୁଇନ୍ଦା ବିଭାଗ । ଆଉ ୧୧ ତାରିଖରେ ହିଁ ଚିଠି ଲେଖି ସମ୍ବଲପୁର ଏସପିଙ୍କ ସହ ଗୃହ ବିଭାଗ ACS, ଆଇନ୍ ଶୃଙ୍ଖଳା ଏଡିଜି ଓ ସମ୍ବଲପୁର ରେଞ୍ଜ ଆଇଜିଙ୍କୁ ଚେତାଇ ଦେଇଥିଲା । More