ସଂକ୍ଷେପରେ ଆଜିର ତାଜା ଖବର - Tuesday, 28 March 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବାଣିକ୍‌ ଇନଷ୍ଟିଚ୍ୟୁଟ୍‌ରେ ଜିଏସଟି ରେଡ଼୍‌

ବାଣିକ ଇନଷ୍ଟିଚ୍ୟୁଟ୍‌ରେ ଜିଏସଟି ରେଡ୍ । ରାଜଧାନୀର ଜଣାଶୁଣା କୋଚିଂ ଇନଷ୍ଟିଚ୍ୟୁଟରେ ଜିଏସଟି ପକ୍ଷରୁ ରେଡ୍ ହୋଇଥିବା ସୂଚନା ମିଳିଛି । କୋଚିଂ ଇନଷ୍ଟିଚ୍ୟୁଟରେ ସେଣ୍ଟ୍ରାଲ ଜିଏସଟି ଟିମ୍‌ ଚଢାଉ କରିଛି More

ବିଜେପିକୁ କାଉଣ୍ଟର ପାଇଁ ବିଜେଡି ଖେଳୁଛି କି ଧର୍ମ କାର୍ଡ ? ‘ଶଙ୍ଖ ମୋ ଗର୍ବ’ ପରେ ‘ଜୟ ଜଗନ୍ନାଥ’ ନାରା

ବିଜେଡିର ନୂଆ ନାରାକୁ ନେଇ ତେଜିଲା ରାଜନୀତି । ନିର୍ବାଚନକୁ ଆଖି ଆଗରେ ରଖି, ବିଜେପିକୁ ଚେକ୍ ଦେବାକୁ ଦଳ ସଫ୍ଟ ହିନ୍ଦୁତ୍ୱ କାର୍ଡ ଖେଳୁଥିବା ଚର୍ଚ୍ଚା ହେଉଛି । More

+୨ ପରୀକ୍ଷା ପରିଚାଳନାରେ ସାଙ୍ଘାତିକ ତ୍ରୁଟି, ୧୨ ଛାତ୍ରୀଙ୍କ ଖାତା ମିଳୁନି !

ଖାତା ହଜିବା ନେଇ ଭାଲୁଏସନ୍ ସେଣ୍ଟରର ଚିଠି ପରେ ହଇଚଇ, କାଉନସିଲ କହିଲା ଭୁଲରେ ଯାଇଛି ଅନ୍ୟ କଲେଜ । More

ହଷ୍ଟେଲ୍ ରୁମ୍‌ରୁ ମିଳିଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ, ହଇରାଣ କରୁଥିଲେ ସହପାଠୀ !

ଯାଜପୁର ସରକାରୀ ପଲିଟେକ୍‌ନିକ୍‌ର ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। କ୍ୟାମ୍ପସ୍ ପାଇଁ ସେ ଚୟନ ହୋଇଥିଲେ। ଏନେଇ କଲେଜରେ କିଛି ସହପାଠୀ ତାଙ୍କୁ ହଇରାଣ କରୁଥିଲେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। More

ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ- ନକଲି ସାର୍ଟିଫିକେଟ୍ ଦେଇ ପୋଷ୍ଟମାଷ୍ଟର ଚାକିରି !

ଦିନକୁ ଦିନ ବଲାଙ୍ଗିର ନକଲି ସାର୍ଟିଫିକେଟ ରାକେଟର ଫିଟୁଛି ଗୁମର। ଏପରିକି ନକଲି ସାର୍ଟିଫିକେଟ୍ ଦେଇ ୪ଜଣ ପୋଷ୍ଟମାଷ୍ଟର ଚାକିରି କରିଥିବା ସୂଚନା ମିଳିଛି। More

ସେଲଫି ହେଲା କାଳ; ନଦୀରେ ବୁଡ଼ିଯାଇ ୩ ଛାତ୍ରଙ୍କ ମୃତ୍ୟୁ

ଘାଟରେ ସେଲଫି ନେବା ବେଳେ କାହ୍ନୁ ବାରିକଙ୍କ ଗୋଡ ଖସି ଯାଇଥିଲା । ତାଙ୍କୁ ଉଦ୍ଧାର କରିବାକୁ ଶୁଭମ୍ ପାତ୍ର ଓ ବବୁଲ ବାରିକ ପାଣି ଭିତରକୁ ଯାଇ ଭାସି ଯାଇଥିଲେ । More

Today Panchang 28th March 2023: ଜାଣନ୍ତୁ ଆଜିର ଘାତ ବାର ଓ ପୁଷ୍କର ଦୋଷ

ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨୭ ତାରିଖ ସୋମବାର । ଘାତ ଚନ୍ଦ୍ର – ବିଛା ରାତ୍ରି ୦୪.୨୫ ଗତେ କନ୍ୟା,ଘାତ ବାର- ମିଥୁନ,ପୁଷ୍କର ଦୋଷ – ସନ୍ଧ୍ୟା ୦୫.୨୮ ଗତେ ୧ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ..ଜାଣନ୍ତୁ ଆଜିର ଘାତ ବାର ଓ ପୁଷ୍କର ଦୋଷ More

ରହସ୍ୟମୟ ଭୂତକୋଠି ! ରାତି ତ ରାତି ଦିନରେ ବି ଶୁଭେ ବିକଟାଳ ଶବ୍ଦ...

ଚୌଦ୍ୱାରରେ ରହିଛି ରହସ୍ୟମୟ ଭୂତକୋଠି। ରାତି କଥା ଛାଡ଼ନ୍ତୁ ଦିନରେ ବି ଏହି ସ୍ଥାନକୁ ଆସିବାକୁ ଲୋକମାନେ ଭୟଭୀତ କରନ୍ତି। More

ଫ୍ଲାଟ୍‌ କିଣୁଥିଲେ ସାବଧାନ ! ନଚେତ୍‌ ଆପଣ ବି ଏଭଳି ଠକାମିର ଶିକାର ହୋଇପାରନ୍ତି...

ଫ୍ଲାଟ୍‌ କିଣିବା ପାଇଁ ଯୋଜନା କରୁଛନ୍ତି କି ? ତା’ହେଲେ ସାବଧାନ ! ନଚେତ୍‌ ଆପଣ ବି କେତେବେଳେ ଠକାମିର ଶିକାର ହୋଇପାରନ୍ତି। More

ଗାଡ଼ି ଚଳାଇ ପାରିବେନି ସ୍କୁଲ ପିଲା; ଆଜିଠୁ ସ୍କୁଲ ଆଖପାଖରେ ହେବ କଡ଼ାକଡ଼ି ଚେକିଂ

ଏଣିକି ଗାଡ଼ି ଚଳାଇ ପାରିବେନି ନାବାଳକ ଓ ନାବାଳିକା ସ୍କୁଲ ପିଲା । ସ୍କୁଲ ଓ କଲେଜ ଆଖପାଖରେ ହେବ କଡ଼ାକଡ଼ି ଚେକିଂ । କାଲିଠୁ ଆରମ୍ଭ ହେଉଛି ସ୍ପେସାଲ ଡ୍ରାଇଭ । ଗାଡି ଜବତ ସହ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ ବ୍ୟବସ୍ଥା ରହିଛି । More

ପୁଅକୁ କାଶ ଔଷଧ ବଦଳରେ ବିଷ ଦେଇ ମାରିଦେଲା ସାବତ ବାପା !

୩ ବର୍ଷର ପୁଅକୁ କାଶ ଔଷଧ ବଦଳରେ ସାବତ ବାପା ବିଷ ଦେଇ ମାରି ଦେଇଥିବା ଅଭିଯୋଗ ହୋଇଛି। ଶିଶୁର ମୃତ୍ୟୁ ପରେ ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ଧରିଲା ପୋଲିସ୍‌। More

ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ; ୩୧ରେ ପ୍ରବଳ ବର୍ଷା !

ଆଜି ପାଇଁ ୧୦ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି । ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, ନୟାଗଡ଼, ଗଂଜାମ, ଗଜପତି, କନ୍ଧମାଳ, ରାୟଗଡ଼ାଏବଂ କୋରାପୁଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । More

ବବିଙ୍କୁ ୪ ଜିଲ୍ଲା ଦାୟିତ୍ୱ ନେଇ ଜୟଙ୍କ କଟାକ୍ଷ, କହିଲେ ସଂଗଠନ ନୁହେଁ ପାର୍ଟି ଫଣ୍ଡ ଆଦାୟ ପାଇଁ ମିଳିଛି ଦାୟିତ୍ୱ

ସେହି ୪ଟି ଜିଲ୍ଲା ଖଣି ଖାଦାନରେ ଭରପୁର । ବ୍ଲାକରୋଜ କଥା ବି ଉଠାଇଲେ ଜୟନାରାୟଣ । More

ଓଡ଼ିଶାକୁ ପୁଣି ଫେରୁଛି କି ନାଟକର ସୁବର୍ଣ୍ଣ ଯୁଗ ? ଆସୁଛି ନୂଆ କନ୍‌ସେପ୍ଟ...

୧୯୫୩ ମସିହାରେ ପ୍ରତିଷ୍ଠିତ ଓଡ଼ିଶାର ଏକ ପ୍ରମୁଖ ରଙ୍ଗମଞ୍ଚ ଏବେ ପାଲଟିଛି ଭୂତକୋଠି । ଜାଗା ବିବାଦର ପଷାପାଲି ଭିତରେ ଅସ୍ତିତ୍ୱ ଖୋଜୁଛି ଜନତା ରଙ୍ଗମଞ୍ଚ। More

ଜାଲ୍ ସାର୍ଟିଫିକେଟ୍‌ର ଫ୍ୟାକ୍ଟ୍ରିବଲାଙ୍ଗିର ! ଅଢ଼େଇରୁ ପାଞ୍ଚ ଲକ୍ଷ୍ୟ ଟଙ୍କାରେ ବିକ୍ରି କରୁଥିଲେ, ଧରାପଡ଼ିଲେ...

କେନ୍ଦ୍ରାପଡ଼ାରେ ବି ସାର୍ଟିଫିକେଟ୍ ଜାଲିଆତି । ଯେତେ ଅଧିକ ଟଙ୍କା, ସେତେ ଅଧିକ ମାର୍କ । More

ମହାନଦୀ ଟ୍ରିବୁନାଲ୍ ଆଗରେ କି ତଥ୍ୟ ରଖିବେ ସରକାର ? ଖସୁଛି ହୀରାକୁଦର ଜଳସ୍ତର, ଶୁଖି ଚାଲିଛି ମହାନଦୀ

ଅଡୁଆ ହୋଇପାରେ ତଳମୁଣ୍ଡରେ ଜଳ ସଂରକ୍ଷଣ ପଦକ୍ଷେପ । More

ଏଥର ଜୋର୍‌ଦାର୍‌ ଲଢ଼େଇ ବାସ୍ନା ! ଆକ୍ରମଣାତ୍ମକ ମୁଦ୍ରାରେ ରାଜ୍ୟ ବିଜେପି, ଜୋସରେ ପଦ୍ମ କ୍ୟାଂପ୍

୨୦୨୪ରେ କ୍ଷମତା ଦଖଲ ପାଇଁ ବିଜେପିର ବ୍ଲୁ ପ୍ରିଣ୍ଟ । ନବୀନ ସରକାର ବିରୋଧରେ ବଡ଼ ଲଢେଇ ପାଇଁ ସଜବାଜ । More