ସଂକ୍ଷେପରେ ଆଜିର ତାଜା ଖବର - Monday, 27 March 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବବିଙ୍କୁ ୪ ଜିଲ୍ଲା ଦାୟିତ୍ୱ ନେଇ ଜୟଙ୍କ କଟାକ୍ଷ, କହିଲେ ସଂଗଠନ ନୁହେଁ ପାର୍ଟି ଫଣ୍ଡ ଆଦାୟ ପାଇଁ ମିଳିଛି ଦାୟିତ୍ୱ

ସେହି ୪ଟି ଜିଲ୍ଲା ଖଣି ଖାଦାନରେ ଭରପୁର । ବ୍ଲାକରୋଜ କଥା ବି ଉଠାଇଲେ ଜୟନାରାୟଣ । More

ଓଡ଼ିଶାକୁ ପୁଣି ଫେରୁଛି କି ନାଟକର ସୁବର୍ଣ୍ଣ ଯୁଗ ? ଆସୁଛି ନୂଆ କନ୍‌ସେପ୍ଟ...

୧୯୫୩ ମସିହାରେ ପ୍ରତିଷ୍ଠିତ ଓଡ଼ିଶାର ଏକ ପ୍ରମୁଖ ରଙ୍ଗମଞ୍ଚ ଏବେ ପାଲଟିଛି ଭୂତକୋଠି । ଜାଗା ବିବାଦର ପଷାପାଲି ଭିତରେ ଅସ୍ତିତ୍ୱ ଖୋଜୁଛି ଜନତା ରଙ୍ଗମଞ୍ଚ। More

ଜାଲ୍ ସାର୍ଟିଫିକେଟ୍‌ର ଫ୍ୟାକ୍ଟ୍ରିବଲାଙ୍ଗିର ! ଅଢ଼େଇରୁ ପାଞ୍ଚ ଲକ୍ଷ୍ୟ ଟଙ୍କାରେ ବିକ୍ରି କରୁଥିଲେ, ଧରାପଡ଼ିଲେ...

କେନ୍ଦ୍ରାପଡ଼ାରେ ବି ସାର୍ଟିଫିକେଟ୍ ଜାଲିଆତି । ଯେତେ ଅଧିକ ଟଙ୍କା, ସେତେ ଅଧିକ ମାର୍କ । More

ମହାନଦୀ ଟ୍ରିବୁନାଲ୍ ଆଗରେ କି ତଥ୍ୟ ରଖିବେ ସରକାର ? ଖସୁଛି ହୀରାକୁଦର ଜଳସ୍ତର, ଶୁଖି ଚାଲିଛି ମହାନଦୀ

ଅଡୁଆ ହୋଇପାରେ ତଳମୁଣ୍ଡରେ ଜଳ ସଂରକ୍ଷଣ ପଦକ୍ଷେପ । More

ଏଥର ଜୋର୍‌ଦାର୍‌ ଲଢ଼େଇ ବାସ୍ନା ! ଆକ୍ରମଣାତ୍ମକ ମୁଦ୍ରାରେ ରାଜ୍ୟ ବିଜେପି, ଜୋସରେ ପଦ୍ମ କ୍ୟାଂପ୍

୨୦୨୪ରେ କ୍ଷମତା ଦଖଲ ପାଇଁ ବିଜେପିର ବ୍ଲୁ ପ୍ରିଣ୍ଟ । ନବୀନ ସରକାର ବିରୋଧରେ ବଡ଼ ଲଢେଇ ପାଇଁ ସଜବାଜ । More

ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ୍ ପାଇଁ ଫିଟିଲା ବାଟ, ଆସିଲା ନୂଆ ଆଇନ୍

ବିଧାନସଭାରେ ବିଲ୍ ଆଗତ କଲେ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ । ଫ୍ରି ହୋଲ୍ଡ, ଲିଜ୍ ହୋଲ୍ଡ ସବୁ ଜମି ଉପରେ ଲାଗୁ ହେବ ନିୟମ । More

ଓଲିଉଡ୍ ପ୍ରଯୋଜକ ଅଜିତାଭ ମଲିକ ଗିରଫ

ଓଲିଉଡରେ ପୁଣି ଥରେ ବିବାଦ ଦେଖାଦେଇଛି । ଘର ବିକ୍ରି କରିବା ନାଁରେ ଜଣେ ଫିଲ୍ମ ପ୍ରଡ୍ୟୁସର ଗିରଫ ହୋଇଛନ୍ତି । ୭୫ ଲକ୍ଷ୍ୟ ଟଙ୍କା ଠକେଇ ମାମଲାରେ ଫିଲ୍ମ ପ୍ରଡ୍ୟୁସର ଅଜିତାଭ୍ ମଲ୍ଲିକଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ । More

୨୯ରେ ଆଉ ଏକ ପଶ୍ଚିମା ଝଡ଼ ! ଆଜିଠୁ ଘଡ଼ଘଡ଼ି ବର୍ଷା ସହ ଝଡ଼ ପବନ ସମ୍ଭାବନା

ଆଜି ୪୦ରୁ ୫୦ କିମି, କାଲି ୩୦ରୁ ୪୦ କିମି ବେଗରେ ପବନ ବହିପାରେ More

ଦିଲ୍ଲୀରୁ ମୁମ୍ବାଇ . . . ପୁଣି ଦେଶରେ ବେକାକୁ କରୋନା ଭାଇରସ୍‌

ଭାରତରେ ଲଗାତାର ବଢୁଛି କରୋନା ସଂକ୍ରମଣ ସଂଖ୍ୟା More

ସତର୍କ ରୁହନ୍ତୁ ! ଆଜି ଏହିସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା...

ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆସନ୍ତା ୨୯ ତାରିଖ ଯାଏ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। More

ଅଭିନେତ୍ରୀ ରୁଚିସ୍ମିତାଙ୍କ ମୃତ୍ୟୁ ପଛର ସତ ! ମା’ କହିଲେ- ଆଳୁ ପରଟା ପାଇଁ ଜୀବନ ହାରିଲେ, ବାପା କହିଲେ- ଡିପ୍ରେସନ୍‌ରେ ଥିଲେ...

ରହସ୍ୟ ଘେରରେ ବଲାଙ୍ଗିରରେ ଯୁବ ଆଲବମ୍ ଅଭିନେତ୍ରୀ ରୁଚିସ୍ମିତା ଗୁରୁଙ୍କ ମୃତ୍ୟୁ। ଗତକାଲି ରାତିରେ ରହସ୍ୟଜନକ ଭାବେ ବଲାଙ୍ଗିର ଜିଲ୍ଲା ସୁଦପଡ଼ାର ଏକ ଘରୁ ରୁଚିସ୍ମିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। More

ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା, ସିଧା ଯାଇ ହାଇୱା ପଛରେ ପିଟି ହେଲା ବସ୍...

ରାସ୍ତାକଡ଼ରେ ଛିଡ଼ା ହୋଇଥିବା ହାଇୱାକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି।  More

ଆଲବମ୍ ଅଭିନେତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମୃତ୍ୟରୁ କାରଣ ଜଣାପଡ଼ିନାହିଁ, ପୋଲିସ ତଦନ୍ତ ଆରମ୍ଭ ହୋଇଛି। More

ମନମୋହନଙ୍କ ରଣହୁଙ୍କାର; ‘ହଟିଥିଲା କଂଗ୍ରେସ, ଏବେ ବିଜେଡି ପାଳି’

ବିଜେପିର ନୂଆ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ବିପୁଳ ସ୍ୱାଗତ, ସମ୍ବର୍ଦ୍ଧନା । ଦାୟିତ୍ୱ ନେବା ପୂର୍ବରୁ ଭଦ୍ରକରେ ଶୋଭାଯାତ୍ରା । ଭଦ୍ରକ-ଭୁବନେଶ୍ୱର ରାସ୍ତାର ବିଭିନ୍ନ ଛକରେ ଦଳୀୟ କର୍ମୀ, ନେତାଙ୍କ ଭବ୍ୟ ସ୍ୱାଗତ । ଆଉ ଭୁବନେଶ୍ୱର ସ୍ଥିତ ଦଳୀୟ ମୁଖ୍ୟାଳୟରେ ବ୍ୟାପକ ସମ୍ବର୍ଦ୍ଧନା । More

ଶାରୀରିକ ଦକ୍ଷତା ପରୀକ୍ଷାରେ ପଛରେ ପଡ଼ିଯାଉଛନ୍ତି କି ଓଡ଼ିଆ ଝିଅ ?

ସମ୍ବଲପୁର ପୋଲିସ ଜିଲ୍ଲାରେ ମହିଳାଙ୍କ ପାଇଁ ମୋଟ ୫୧ଟି କନଷ୍ଟେବଲ ପଦବୀ ସଂରକ୍ଷିତ ଥିବା ବେଳେ, ରିଟିନ୍ ଓ ଫିଜିକାଲ୍ କ୍ୱାଲିଫାଏ କରି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛନ୍ତି ମାତ୍ର ୬ ଜଣ ପ୍ରାର୍ଥିନୀ । ଅର୍ଥାତ୍ ମାତ୍ର ୧୧.୭୬ ପ୍ରତିଶତ ପୂରଣ ହେଲା, ୪୫ଟି ପଦବୀ ଖାଲି ପଡ଼ିଲା । More

‘ନିଶା ମଞ୍ଚରେ ଚଢ଼ିଲେ ତ ଆମେ ଓହ୍ଲାଇପଡ଼ିବୁ’

କେନ୍ଦ୍ରାପଡା ଯାତ୍ରା ମଞ୍ଚରେ ପରଫର୍ମ ନେଇ ଆଇଟମ୍ ଗାର୍ଲ ନିଶା ମହାରଣାଙ୍କ ଏହି ପ୍ରଚାର ତତାଇ ଦେଇଛି କଳାକାରଙ୍କୁ । ସମସ୍ତେ କ୍ଷୁବ୍ଧ । ସଫା ସଫା କହିଛନ୍ତି, ନିଶା ଷ୍ଟେଜକୁ ଚଢିଲେ ସେମାନେ ଯାତ୍ରା ମଂଚ ବର୍ଜନ କରିବେ । More

କେମିତି ହେଲା ଦୁର୍ଗାପ୍ରସାଦଙ୍କ ମୃତ୍ୟୁ ? ସନ୍ଦେହରେ ଗାର୍ଲଫ୍ରେଣ୍ଡ

ବିକାଶଙ୍କ ବାନ୍ଧବୀଙ୍କ ଜନ୍ମଦିନ ପାଳିବା ପାଇଁ ନିଜ ବାନ୍ଧବୀଙ୍କୁ ଧରି ରାତିରେ ଏହି ହୋଟେଲରେ ପହଞ୍ଚିଥିଲେ ଦୁର୍ଗାପ୍ରସାଦ । ବିକାଶ ଏବଂ ଦୁର୍ଗାପ୍ରସାଦ ୨ଟି ରୁମ୍ ବୁକ କରିଥିଲେ । ଆଉ ଠିକ୍ ରାତି ୧୨ଟା ହେବା କ୍ଷଣି ଆରମ୍ଭ ହୋଇଥିଲା ସେଲିବ୍ରେସନ । କଟାଯାଇଥିଲା ବାର୍ଥ ଡେ କେକ୍ । ତା’ପରେ ଆରମ୍ଭ ହୋଇଥିଲା ଖିଆପିଆ More