ସଂକ୍ଷେପରେ ଆଜିର ତାଜା ଖବର - Wednesday, 15 March 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବିଧାନସଭାରେ ଥମୁନି 5T ଝଡ଼

କାଉଣ୍ଟର ପାଇଁ ସୋସିଆଲ ମିଡିଆ ସାହାରା ନେଲା ବିଜେଡି More

ଆସନ୍ତାକାଲି ଅଟୋ ଚଳାଚଳ ବନ୍ଦ

ପ୍ରାୟ ୧୦ ହଜାର ଅଟୋ ଓ କାର ଡ୍ରାଇଭର ହେବେ ସାମିଲ More

ପଦ୍ମ ପୋଖରୀକୁ ଡେଇଁବେ କି ଭର୍ତ୍ତୃହରି ମହତାବ ?

ଦିଲ୍ଲୀରେ ମହତାବଙ୍କ ପାଇଁ ଧର୍ମେନ୍ଦ୍ରଙ୍କ ରେଡ୍ କାର୍ପେଟ ! କିଛି ଦିନ ହେଲା ବିଜେଡିକୁ ପରୋକ୍ଷରେ କଟାକ୍ଷ କରିଛନ୍ତି ଭର୍ତ୍ତୃହରି More

ଆସନ୍ତାକାଲିଠୁ ରାଜ୍ୟରେ ଘଡଘଡି ସହ ବର୍ଷା !

ଆଜି ସକାଳେ ଉପକୂଳବର୍ତ୍ତି ଜିଲ୍ଲା ଖୋର୍ଦ୍ଧା, ନୟାଗଡ଼ ଓ କଟକରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇଛି । More

ଛାତ୍ରଛାତ୍ରୀଙ୍କ ଅସୁରକ୍ଷିତ ପଥ ! ସ୍କୁଲ ଯିବା ଲାଗି ଲୁହା ପ୍ଲେଟ୍ ହିଁ ଭରସା

ସ୍କୁଲ ପରିସରକୁ ଯିବା ଲାଗି ଏହି ଲୁହା ପ୍ଲେଟ ହିଁ ଭରସା । ଡ୍ରେନ ଉପରେ ପଡିଥିବା ଲୁହା ପ୍ଲେଟ ହିଁ ପାଲିଟିଛି ଦୈନିକ ସ୍କୁଲ ପଥ । ପିଲାଙ୍କ କଥା ଛାଡନ୍ତୁ,  ଶିକ୍ଷୟିତ୍ରୀ ବି ଭୟଭୀତ ହୋଇ ହାତ ଧରାଧରି ହୋଇ ଲୁହା ପ୍ଲେଟ ପାରିହେଉଛନ୍ତି । More

ନିଆରା ଢ଼ଙ୍ଗରେ ଡ୍ରାଇଭର ସଙ୍ଘର ପ୍ରତିବାଦ; କେଉଁଠି ଫୁଲମାଳ ତ କେଉଁଠି ଚନ୍ଦନ ଟିକା..

ଗାଡ଼ି ଛାଡ଼ି ଗର୍ଜନ, ହଲ୍ଲାବୋଲ୍ ଏବଂ ହଳଦିଆ ନମ୍ବରପ୍ଲେଟ୍ ଗାଡ଼ିକୁ ଟାର୍ଗେଟ୍ । ୧୦ ଦଫା ଦାବିରେ ସାରା ରାଜ୍ୟରେ ଆଜି ଏମିତି ଢଙ୍ଗରେ ଆନ୍ଦୋଳନକୁ ଓହ୍ଲାଇ ପ୍ରତିବାଦ କରିଛି ଓଡ଼ିଶା ଡ୍ରାଇଭର ମହାସଂଘ । More

ଖାକିକୁ ବି ଛାଡ଼ିଲେନି : ପୋଲିସ ଉପରକୁ ଦୁର୍ବୃତ୍ତଙ୍କ ବୋମାମାଡ଼

ଏକ ଘର ଉପରେ ପୋଲିସର ଚଢାଉ ବେଳେ ଦୁର୍ବୃତ୍ତଙ୍କ ବୋମାମାଡ଼ More

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ସ୍ୱାମୀ ଜଗବନ୍ଧୁଙ୍କୁ ଜାମିନ

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ବନ୍ଧା ହୋଇଥିବା ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି। ଜଗବନ୍ଧୁଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ। More

ଡ୍ରାଇଭରଙ୍କ ଅଭିନବ ପ୍ରତିବାଦ ! ଆନ୍ଦୋଳନରେ ସାମିଲ ନଥିବା ଚାଳକଙ୍କୁ ଫୁଲମାଳ ଦେଲେ

୧୦ ଦଫା ଦାବି ନେଇ ଷ୍ଟିୟରିଂ ଛାଡ଼ି ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛି ମହାସଂଘ । More

କାଳବୈଶାଖୀ ! ଦୁଇ ଦିନ ଯାଏଁ ପ୍ରବଳ ବର୍ଷିବ, ୧୧ ଜିଲ୍ଲାକୁ ୱାର୍ଣ୍ଣିଂ

ଆଜିଠୁ ପଶ୍ଚିମା ଝଡ଼ ସମ୍ଭାବନା । ୨ ଦିନ ଯାଏଁ କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା । More

ରାଜଧାନୀ ରାସ୍ତା ଜାମ୍ ! ସକାଳୁ ସକାଳୁ ରାସ୍ତା ଉପରେ ଗର୍ଜିଲେଣି ଡ୍ରାଇଭର

୧୦ ଦଫା ଦାବିରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ । ଧର୍ମଘଟ ନିଷ୍ପତ୍ତିରେ ଅଟଳ ଓଡ଼ିଶା ଡ୍ରାଇଭର ସଂଘ । More

'ରାସ୍ତାରେ କାଲି ଗାଡ଼ି ଅଟକାଇଲେ, ୧୧୨କୁ କଲ୍‌ କରନ୍ତୁ'

ପବ୍ଲିକ୍ ଟ୍ରାନ୍ସପୋର୍ଟ ଓ ଅଟୋ ଟ୍ୟାକ୍ସି ଚଳାଚଳରେ ବାଧା ସୃଷ୍ଟି କଲେ, ସାଧାରଣ ଯାତ୍ରୀଙ୍କୁ ହଇରାଣ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । More

ବେକାବୁ ଜଙ୍ଗଲ ନିଆଁକୁ ନେଇ ବିଧାନସଭାରେ ତାତି

ଧୂଆଁମୟ ସାରା ପରିବେଶ । ଛାରଖାର୍ ହେଉଛି ଶହ ଶହ ହେକ୍ଟର ଜଙ୍ଗଲ । ତ୍ରାହି ତ୍ରାହି ଡାକିଲେଣି ସ୍ଥାନୀୟ ବାସିନ୍ଦା । ଜଙ୍ଗଲ ନିଆଁ ଆୟତ୍ତ ପାଇଁ ରାଜ୍ୟରୁ କେନ୍ଦ୍ର ପର୍ଯ୍ୟନ୍ତ ସବୁଠି ତତ୍ପରତା । More

ଆର୍ଥିକ ସ୍ଥିତି ଏତେ ଖରାପ ଯେ ପରୀକ୍ଷା ଦେଉନାହାନ୍ତି ଛାତ୍ରଛାତ୍ରୀ, କିଏ ଦାଦନ ଖଟି ଯାଇଛି ତ କିଏ...

ଘରେ ରୋଗୀଣା ବାପା । ତେଣୁ ଅଧାରୁ ପାଠ ଛାଡି ଟେଣ୍ଟ ହାଉସରେ ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ ହେଉଛି ଅସୀମ । More

ବଣ ବଦଳରେ ବହି ଚିତ୍ରରେ ସୀମିତ ରହିବେନି ତ ହାତୀ ?

ଓଡ଼ିଶା ଜଙ୍ଗଲରୁ ସଫା ହୋଇଯିବେ କି ଗଜରାଜ ? ଆଉ ବଣରେ ନୁହେଁ ବହି ଚିତ୍ରରେ ସୀମିତ ହୋଇଯିବେନି ତ ସ୍ଥଳଭାଗର ଏ ବଡ଼ ଜୀବ ? ପ୍ରଶ୍ନ ଉଠିଛି ବିଧାନସଭାରେ, କାରଣ ହାତୀ ମୃତ୍ୟୁକୁ ନେଇ ରାଜ୍ୟ ସରକାର ରଖିଛନ୍ତି ଅତି ଚିନ୍ତାଜନକ ତଥ୍ୟ । More

ପୁଣି ରାସ୍ତାକୁ ଓହ୍ଲାଇବେ ଡ୍ରାଇଭର ସଂଘ, ଚାରିଆଡ଼େ ହେବ ଚକା ଜାମ୍ !

ଆଇନଶୃଙ୍ଖଳା ସ୍ଥିତି ଉପୁଜିଲେ ତାକୁ ପ୍ରତିହତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ବି ବସ ମାଲିକ ସଂଘ ଚିଠି ଲେଖିଛି । More