ସଂକ୍ଷେପରେ ଆଜିର ତାଜା ଖବର - Sunday, 12 February 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଗୋଟିଏ ଘରୁ ସ୍ୱାମୀ-ସ୍ତ୍ରୀ-ପୁଅଙ୍କ ମୃତଦେହ ଉଦ୍ଧାର !

କେମିତି ଏଭଳି ଘଟଣା ଘଟିଲା ସେନେଇ ଲକ୍ଷ୍ମୀପୁର ପୋଲିସ୍ ତଦନ୍ତ ଆରମ୍ଭ କରିଛି । More

ରାଗରୁ ନା ରୋଗରୁ ? କେଉଁ କାରଣରୁ ନବଙ୍କୁ ଗୁଳି କଲା ଗୋପାଳ ? ଏଯାଏଁ ରହିଛି ସସ୍‌ପେନ୍ସ...

ଗୁଜରାଟରୁ ଅଭିଯୁକ୍ତକୁ ଧରି ଓଡ଼ିଶା ମୁହାଁ କ୍ରାଇମବ୍ରାଞ୍ଚ ଟିମ୍ । ଗୁଜରାଟରେ ୭ ଘଣ୍ଟିଆ ନାର୍କୋଟେଷ୍ଟରେ ଗୋପାଳ ଉଗାରିଛି ସତ । More

BJP vs BJD ! କେନ୍ଦ୍ରର ୫ କେଜି ଚାଉଳ କାଟ୍ vs ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା

ପଂଚାୟତରେ ବିଜେଡି ଓ ଜିଲ୍ଲା ସ୍ତରରେ ବିଜେପି କରିବ ଆନ୍ଦୋଳନ । ୧୪ରୁ ୧୬ ଯାଏଁ ଚାଲିବ ହାଇଭୋଲେଟେଜ୍ ପଲିଟିକାଲ୍ ସୋ । More

ଘର ଦେଲାନି ପ୍ରଶାସନ ! ଦେବଦୂତ ସାଜିଲେ ତିବ୍ଦତୀୟ ଶରଣାର୍ଥୀ

ତିନି ଦିବ୍ୟାଙ୍କ ଶିଶୁଙ୍କ ସହ ପଲିଥିନ୍ ତଳେ ମୁଣ୍ଡ ଗୁଞ୍ଜିଥିଲେ ପରିବାର । କୋଠା ଘର କରି ରହିବାକୁ ଦେଲେ ତିବ୍ଦତୀୟ ଶରଣାର୍ଥୀ । More

ବରିଷ୍ଠ ଥାଇ କନିଷ୍ଠଙ୍କୁ ଚୌକି ! ଆତ୍ମସମ୍ମାନକୁ ବାଧିଛି କହିଲେ ଜଷ୍ଟିସ ରଘୁବୀର ଦାସ

OHRC ସଦସ୍ୟ ପଦରୁ ଜଷ୍ଟିସ ରଘୁବୀର ଦାସଙ୍କ ଇସ୍ତଫା । ଜଷ୍ଟିସ ଶତ୍ରୁଘନ ପୂଜାହାରୀ OHRC ଅଧ୍ୟକ୍ଷ ନିଯୁକ୍ତ । More

ଏବେ ପରୀକ୍ଷା ସିଜିନ୍ ! ଛାତ୍ରଛାତ୍ରୀଙ୍କ ଜୋରଦାର ପ୍ରସ୍ତୁତି, ତଥାପି ଅନେକ ଆଶଙ୍କା

ନୂଆ ପଦ୍ଧତିକୁ ନେଇ ଆଶଙ୍କାରେ ମାଟ୍ରିକ ପରୀକ୍ଷାର୍ଥୀ । More

ମହାଶିବରାତ୍ରୀରେ ବାବାଙ୍କ ନିକଟରେ ଲାଗି କରନ୍ତୁ ଏହି ଭୋଗ, ପୂରଣ ହେବ ମନସ୍କାମନା

ଜାଣିରଖନ୍ତୁ ମହାଦେବଙ୍କୁ କେମିତି କରିବେ ପ୍ରସନ୍ନ ? More

ମହାଶିବରାତ୍ରୀ ଦିନ ଆପଣାନ୍ତୁ ଏହି ଉପାୟ, ପାଇବେ ଶୁଭ ଫଳ

ଅନେକ ରାଶିଙ୍କୁ ମିଳିବ ବିଶେଷ କୃପା More

ଓଡ଼ିଶା ମାନବାଧିକାର କମିଶନ ସଦସ୍ୟ ପଦରୁ ଜଷ୍ଟିସ ରଘୁବୀର ଦାସଙ୍କ ଇସ୍ତଫା

ରାଜ୍ୟପାଳଙ୍କୁ ଚିଠି ଲେଖି ପଠାଇଲେ ଇସ୍ତଫା ପତ୍ର More

ଆନ୍ଧ୍ରରୁ ଜଗା ଦର୍ଶନ ପାଇଁ ଆସୁଥିବା ବେଳେ ଦୁର୍ଘଟଣା, ୨ ମୃତ

ଆନ୍ଧ୍ରପ୍ରଦେଶରୁ ପର୍ଯ୍ୟଟକଙ୍କୁ ନେଇ ଆସୁଥିବା କାର ସହ ଅଟୋର ଧକ୍କା ହୋଇଥିଲା। More

ବିଶ୍ୱଭୂଷଣ ହରିଚନ୍ଦନ ହେଲେ ଛତିଶଗଡ଼ ରାଜ୍ୟପାଳ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆ ରାଜ୍ୟପାଳ ନିଯୁକ୍ତି କରିଛନ୍ତି।  More

ମଝି ଚିଲିକାରେ ଅଟକିଲା ଭସାପୋଲ, ଫସିଗଲେ ୧୦୦ ଯାତ୍ରୀ

୨ଟି ବସ୍ ସମେତ ୧୦ଟି ବାଇକ ଓ ଶହେରୁ ଅଧିକ ଲୋକ ଫସିଛନ୍ତି More

ଏଥର ରେକର୍ଡ ଭାଙ୍ଗିବ ଭୁବନେଶ୍ୱର ତାତି !

ଦିନର ତାପମାତ୍ରା ବଢୁଥିବା ବେଳେ ଗାଏବ ହେବାକୁ ବସିଲାଣି ଶୀତ More

କଟକରୁ ଧରାପଡିଥିବା ଆତଙ୍କବାଦୀ ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ

ଏହି ଘଟଣା ସେତେବେଳେ ସମସ୍ତ ଅଞ୍ଚଳବାସୀ ଓ ରାଜ୍ୟବାସୀଙ୍କୁ ଚକିତ କରିଥିଲା। More

କେନ୍ଦ୍ର ସରକାର ଦେଲେ ମାଗଣା ଚାଉଳ, ଟେନସନ୍‌ରେ ବିଜେଡି

ବିଜେପି କହିଛି ମୋଦି ମାଗଣା ଚାଉଳ ଦେଉଥିବା କଥା ବିଜେଡିର ହଜମ ହେଉ ନାହିଁ। More

ଯାତ୍ରା ପେଣ୍ଡାଲରେ ଅଭିନେତା ଉପରକୁ ପ୍ଲାଷ୍ଟିକ ଚେୟାର ଫୋପାଡିଲେ ଦର୍ଶକ

ଏହା ନାଟକର ଏକ ଦୃଶ୍ୟ ହୋଇଥିଲେ ବି ଏହାକୁ ଗ୍ରହଣ କରିପାରି ନଥିଲେ ଦର୍ଶକ। More

ନବ ଦାସ ହତ୍ୟା ମାମଲା: ଅଭିଯୁକ୍ତ ଗୋପାଳ ଅଚେତ

ଆସନ୍ତାକାଲି ଗୋପାଳକୁ ଝାରସୁଗୁଡ଼ା ଅଣାଯିବାର କାର୍ଯ୍ୟକ୍ରମ ରହିଛି । More

୨୦୨୩ ମହିଳା ଟି-୨୦ ବିଶ୍ୱକପ୍ ଜିତିପାରିବ କି ଭାରତ ?

ଆଇସିସି ମହିଳା ଟି-୨୦ ବିଶ୍ୱକପ୍ ୨୦୨୩ରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଭାରତ ମୁକୁଟର ଦାବିଦାରଙ୍କ ମଧ୍ୟରେ ସାମିଲ ହୋଇଛନ୍ତି। ତେବେ ଭାରତର ସମ୍ଭାବନା କେତେ? କ୍ଷୁଦ୍ରତମ ଫର୍ମାଟ୍‌ରେ ଭାରତୀୟ ମହିଳା ଟିମ୍ ପ୍ରଥମ ଥର ବିଶ୍ୱ ଚାମ୍ପିଅନ୍ ହୋଇପାରିବ କି? More