ସଂକ୍ଷେପରେ ଆଜିର ତାଜା ଖବର - Tuesday, 31 January 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମନ୍ତ୍ରୀଙ୍କୁ କୋପ କରିଥିଲେ କି ଗ୍ରହରାଜ ଶନି ? ଠିକ୍ ନଥିଲା ପୂଜା ପଦ୍ଧତି କହିଲେ ଜ୍ୟୋତିର୍ବିଦ୍ 

ସୁନାକଳସ ଦାନ ଓ ତୈଳମର୍ଦ୍ଦନ ସତ୍ତ୍ୱେ ଗୁଳିମାଡ଼କୁ ନେଇ ଚର୍ଚ୍ଚା । ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହେଲା ପ୍ରାଣଘାତୀ ଗୁଳି ମାଡ଼ ? More

ଟପ୍ ଲେଭେଲ୍ ଷଡ଼ଯନ୍ତ୍ର ଅଭିଯୋଗ ପରେ ହଇଚଇ ! ଡ୍ରାମା କାହିଁକି ବୋଲି ପ୍ରଶ୍ନ କଲେ ଜୟନାରାୟଣ..

ମୁଖ୍ୟମନ୍ତ୍ରୀ, ଗୃହସଚିବ ଓ ଡିଜିପି କାହିଁକି ଚୁପ୍- ବିଜେପି । କଂଗ୍ରେସର ଦାବି SIT ତଦନ୍ତ । More

୫୬ ଘଣ୍ଟା ହେଲା କ୍ରାଇମବ୍ରାଞ୍ଚର ଖୋଳତାଡ଼, ଏଯାଏଁ ମିଳିପାରୁନି ନିଷ୍କର୍ସ !

କାହିଁକି ନବ ଦାସଙ୍କୁ ଗୁଳି କଲେ ASI ଗୋପାଳ ? ଗୋପାଳର ବଡ଼ଭାଇକୁ ଉଠାଇନେଲା କ୍ରାଇମବ୍ରାଞ୍ଚ । More

‘ମୋତେ ଠେଲି ଗୋପାଳ ଆଗକୁ ଯାଇଥିଲେ, ପଚାରିବାରୁ କହିଲେ ମୁଁ ଆଜି କଥା ହେବି..’

ଗୋପାଳଙ୍କ ପ୍ରଥମ ଗୁଳିଟି ଜୀବନଙ୍କ ବେକରେ ଘସି ହୋଇ ମନ୍ତ୍ରୀଙ୍କ ଛାତିରେ ବାଜିଥିଲା । More

ବଡ଼ ଟ୍ୱିଷ୍ଟ ! ଗୋପାଳ ଦାସର ବଡ଼ ଭାଇଙ୍କୁ ଉଠାଇନେଲା କ୍ରାଇମ୍‌ବ୍ରାଞ୍ଚ

ଭାଇଙ୍କ ହୋଟେଲରେ ନିୟମିତ ବସାଉଠା କରୁଥିଲେ । More

ନବଙ୍କୁ ହତ୍ୟାର ପ୍ରି-ପ୍ଲାନ୍‌ କରିଥିଲେ କି ଗୋପାଳ ? ଗୁଳିକାଣ୍ଡ ପୂର୍ବରୁ ଉଭାନ୍‌ ଅଛନ୍ତି ତାଙ୍କ ଭାଇ...

ଗୁଳିକାଣ୍ଡର ବିଭିନ୍ନ ଦିଗ ସମ୍ପର୍କରେ ଅନୁଧ୍ୟାନ କରୁଛି କ୍ରାଇମ୍‌ବ୍ରାଞ୍ଚ । More

ନବ ହତ୍ୟା ମାମଲାରେ ତେଜିଲା ରାଜନୀତି ! ଚୁପ୍‌ କାହିଁକି ମୁଖ୍ୟମନ୍ତ୍ର ? ମୁହଁ ଖୋଲୁ ନାହାନ୍ତି DGP...

ଟପ୍ ଲେବଲ୍ ଲୋକ ଏଥିରେ ସାମିଲ ନେଇ କଂଗ୍ରେସର ଅଭିଯୋଗ । କାହିଁକି ଗୃହମନ୍ତ୍ରୀ ପଦ ଛାଡ଼ୁନାହାନ୍ତି ମୁଖ୍ୟମନ୍ତ୍ରୀ ? More

କାହିଁକି ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାରିଲେ ASI ଗୋପାଳ ଦାସ ?

କାହିଁକି ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କଲେ ପୋଲିସ୍ ASI ଗୋପଳ ଦାସ ? ଷଡ଼ଯନ୍ତ୍ର ନା ମାନସିକ ଦୁଃଚିନ୍ତା, କାରଣ କ’ଣ ? ସମୟ ଯେତେ ଗଡ଼ୁଛି ମାମଲାକୁ ନେଇ ବଢ଼ିବାରେ ଲାଗିଛି ସେତେ ସନ୍ଦେହ। More

ଜେଲ୍‌ ଗଲେ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିଥିବା ପୋଲିସ୍‌ ASI

ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ଗୋପାଳ ଦାସଙ୍କୁ ଝାରସୁଗୁଡ଼ା JMFCଙ୍କ ଆବାସିକ କୋର୍ଟରେ ହାଜର ପରେ ଝାରସୁଗୁଡ଼ା ଉପକାରାଗାରକୁ ପଠାଯାଇଛି।  More

ନବ ଦାସଙ୍କୁ ଗୁଳି କରିଥିବା ସ୍ୱୀକାର କରିଛି ଗୋପାଳ

ଅଭିଯୁକ୍ତ ଗୋପାଳ ଦାସଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆଣି ଆଜି ଝାରସୁଗୁଡ଼ା JMFC କୋର୍ଟରେ ହାଜର କରାଇଛି କ୍ରାଇମବ୍ରାଞ୍ଚ୍ । More

କାହା କଥାରେ ଓ କାହିଁକି ନବଙ୍କୁ ହତ୍ୟା କଲେ ଗୋପାଳ, ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରୁଛି କ୍ରାଇମ୍‌ବ୍ରାଞ୍ଚ

ଗିରଫ ପରେ ଏବେ କ୍ରାଇମବ୍ରାଞ୍ଚ ହେପାଜତରେ ଅଛନ୍ତି ଗୋପାଳ । More

ନବଙ୍କ ହତ୍ୟାକୁ ନେଇ ଉଠିଲା ମାଳ ମାଳ ପ୍ରଶ୍ନ, କାକା କହିଲେ ରହିଛି ବିରାଟ ଷଡଯନ୍ତ୍ର

ନବଙ୍କ କାକା ଓ ସମର୍ଥକମାନେ ଏହି ହତ୍ୟାକାଣ୍ଡ ପଛରେ ଷଡ଼ଯନ୍ତ୍ର ଥିବା ଅଭିଯୋଗ କରିଛନ୍ତି । More

ନବ ଦାଦା ଅମର ରହେ ଧ୍ୱନିରେ କମ୍ପିଲା ପରିବେଶ, ଭୋ-ଭୋ ହୋଇ କାନ୍ଦିଲେ ଦିପାଳୀ ଦାସ

ଅନ୍ତିମ ଦର୍ଶନ ସାଙ୍ଗକୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଅସମ୍ଭବ ଭିଡ଼ ଲଗାଇଥିଲେ ସମର୍ଥକ ଓ ଶୁଭେଚ୍ଛୁ । More

ମନ୍ତ୍ରୀଙ୍କ ଗସ୍ତ ବେଳେ କ’ଣ ରହିଛି ନିୟମ ? SOP ପାଳନ କରିଥିଲା କି ପୋଲସି ? PSO କରୁଥିଲେ କ’ଣ ?

ନବଙ୍କ ରବିବାର ଦିନ ଗସ୍ତ ବେଳେ SOP ପାଳନ କରାଯାଇଥିଲା କି ନାହିଁ, ତ୍ରୁଟି କେଉଁଠି ରହିଲା, ତାହା ସାମ୍ନାକୁ ଆସିବା ଜରୁରୀ । More