ସଂକ୍ଷେପରେ ଆଜିର ତାଜା ଖବର - Wednesday, 18 January 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କଡ଼ା ସୁରକ୍ଷା ସତ୍ତ୍ୱେ ରାଜଧାନୀରେ ଲଜ୍ଜା : ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗର ଦୁଇଦିନ ପରେ ଜଣେ ଗିରଫ

ଆଇନ୍ ଶୃଙ୍ଖଳା ସ୍ଥିତିକୁ ନେଇ ବର୍ଷିଲେ ବିରୋଧୀ... ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବାସଭବନ ଘେରି ଛାତ୍ର କଂଗ୍ରେସର ଅଣ୍ଡାମାଡ଼... More

ଦାଣ୍ଡରେ ଗଡୁଛି ଓଲିଉଡ୍ କଳାକାରଙ୍କ ଦାମ୍ପତ୍ୟ କଳି : ଅନୁଭବ ଓ ବାବୁସାନଙ୍କ ପରେ ହ୍ୟୁମାନ ସାଗରଙ୍କ ଅଡୁ‌ଆ ବଢ଼ିଲା

କଟକ ମହିଳା ଥାନାରେ ପତ୍ନୀଙ୍କ ଅଭିଯୋଗ More

ମିଳୁନି ହକି ଟିକେଟ୍; ନିରାଶ ପ୍ରକୃତ ହକିପ୍ରେମୀ

କୁଆଡ଼େ ଯାଉଛି ବିଶ୍ୱକପ୍ ହକି ଟିକେଟ୍ ? ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍‌ରେ ଟିକେଟ୍ ସୋଲ୍ଡ ଆଉଟ୍। ମ୍ୟାଚ୍ ବେଳେ ଫାଙ୍କା ପଡୁଛି ଗ୍ୟାଲେରି। ସୋସିଆଲ୍ ମିଡିଆରେ ୧୦ ଗୁଣା ଚଢ଼ା ଦରରେ ଟିକେଟ୍ ବିକ୍ରି ଅଭିଯୋଗ ପରେ ୫ କଳାବଜାରୀ ଗିରଫ। More

କାମରେ ଆସୁନି ଇ-ଡେସ୍‌ପାଚ୍ ବ୍ୟବସ୍ଥା; ଆଇଟି ସଚିବଙ୍କୁ କିନ୍ତୁ ପଦୋନ୍ନତି

୪ ବର୍ଷ ହେଲା ଇ-ଡେସପାଚ୍ ଅଚଳ। ଅନ୍‌ଲାଇନ୍‌ରେ ପଠାଯାଉନି ବିଭାଗୀୟ ଚିଠି। ଏବେବି ଚାଲିଛି ହାତରେ ଫାଇଲ ଦେବା ନେବା କାମ। ଏଥିରୁ ମୁକ୍ତି ପାଇନି ଆଇଟି ବିଭାଗ। More

ଓଡିଶା ଦଖଲ ପାଇଁ ବିଜେପିର ବ୍ଲୁ ପ୍ରିଣ୍ଟ : ଫୋକସରେ ୧୮ରୁ ୨୫ ବର୍ଷୀୟ ଯୁବ ଭୋଟର୍

ଜାତୀୟ କାର୍ଯ୍ୟକାରିଣୀରେ ପ୍ରଧାନମନ୍ତ୍ରୀଙ୍କ ଗୁରୁମନ୍ତ୍ର More

ଭୁବନେଶ୍ୱରରେ ବିଜୁଙ୍କ ପ୍ରିୟ ଡାକୋଟା !୩ଟି ଟ୍ରେଲରରେ କୋଲକାତାରୁ ଆସିଲା ବିମାନ

ବିମାନକୁ ବାଟ ସାରା ବିପୁଳ ସମ୍ବର୍ଦ୍ଧନା, ଡାକୋଟାକୁ ୨୭ମାସ ଉଡ଼ାଇଥିଲେ ପ୍ରବାଦପୁରୁଷ More

BIG BREAKING : ଡୋପ୍ ଟେଷ୍ଟରେ ବିଫଳ ଦୂତି ଚାନ୍ଦ

ଡୋପ୍ ଟେଷ୍ଟ ପଜିଟିଭ ପରେ ଦୂତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି More

ଗାୟକ ହ୍ୟୁମାନ୍‌ ସାଗରଙ୍କ ନାଁରେ ଥାନାରେ ଅଭିଯୋଗ

ପୁଣି ଅଡ଼ୁଆରେ ଗାୟକ ହ୍ୟୁମାନ୍‌ ସାଗର।  ହ୍ୟୁମାନ୍‌ଙ୍କ ନାଁରେ ପତ୍ନୀ ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। More

ହକି ଟିକେଟ୍‌ କଳାବଜାରୀ: ୨ ଶହ ଟଙ୍କା ଟିକେଟ୍‌ ୨ ହଜାର, ୫ ଶହ ୪ ହଜାର ଟଙ୍କା...

ଭାରତ-ୱେଲ୍ସ ମ୍ୟାଚ୍‌ର ଟିକେଟ୍‌କୁ ସୋସିଆଲ ମିଡିଆରେ ବିଜ୍ଞାପନ ଦେଇ ଅଭିଯୁକ୍ତମାନେ କଳା କବଜାରୀ କରୁଥିବା ବେଳେ ପୋଲିସ୍‌ ହାତରେ ଧରାପଡ଼ିଛନ୍ତି। More

Today Panchang 18th Jan 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ  ବୁଧବାର, ଚନ୍ଦ୍ର – ବିଛା ଅହୋରାତ୍ର ତିଥି - ୧୧ଶୀ ଦିବା ୦୪.୦୩ ଗତେ ୧୨ଶୀ ଘାତ ଚନ୍ଦ୍ର – ନାସ୍ତି ଘାତ ବାର- କର୍କଟ ପୁଷ୍କର ଦୋଷ – ଦିବା ୦୪.୦୩ More

ପ୍ରେମିକାକୁ ଭିଡିଓ କଲ୍‌ କରି ଜୀବନ ହାରିଲେ MCA ଛାତ୍ର ! ଭଡ଼ା ଘରୁ ମିଳିଲା ଝୁଲନ୍ତା ମୃତଦେହ

ଭିଡିଓ କଲ୍‌ କରି ଜୀବନ ହାରିଲେ ଛାତ୍ର ! ମୃତଦେହ ଉଦ୍ଧାର ବେଳେ ମୋବାଇଲ୍‌ ଓ ଲାପ୍‌ଟପ୍ ଖୋଲାଥିବା ଦେଖିବାକୁ ମିଳିଥିଲା। ତେଣୁ ସେ ଭିଡିଓ କଲ୍‌ କରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। More

ଓଡ଼ିଶାରେ ପହଞ୍ଚିଲା ବିଜୁ ବାବୁଙ୍କ ଅତିପ୍ରିୟ ଡାକୋଟା ବିମାନ

କୋଲକାତାରୁ ବାହାରିଥିବା ଡାକୋଟା ବିମାନ ଓଡ଼ିଶା ସୀମାରେ ପ୍ରବେଶ କରିଛି। ବିଜୁ ବାବୁଙ୍କ ଅତି ପ୍ରିୟ ଡାକୋଟା ବିମାନ ୩ଟି କଣ୍ଟେନରରେ ଭୁବନେଶ୍ୱର ଆସୁଛି।  More

ପାଣିପାଗ ବିଭାଗର ପୂର୍ବାନୁମାନ- ୭ ଜିଲ୍ଲାରେ ବର୍ଷା ସମ୍ଭାବନା !

ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ କୁହୁଡି ସହ ତାପମାତ୍ରା ହ୍ରାସ ପାଇବା ସମ୍ଭାବନା ରହିଛି। ତେବେ ରାଜ୍ୟରେ କିଛି ସ୍ଥାନରେ ସ୍ୱଳ୍ପ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। More

ରାଜଧାନୀରେ ଲଜ୍ଜା ! ଦୁଇ ନାବାଳିକାଙ୍କୁ ଦଉଡ଼ିରେ ବାନ୍ଧି ଗଣଦୁଷ୍କର୍ମ

ଜନଗହଳୀପୂର୍ଣ୍ଣ ଅଞ୍ଚଳରେ ଏଭଳି ଘଟଣା କେମିତି ଘଟିଲା, ତାହା ଏବେ ପ୍ରଶ୍ନ More

ଓଡ଼ିଶା ଆସୁଛି ବିଜୁଙ୍କ ପ୍ରିୟ ଡାକୋଟା ବିମାନ

ବିଜୁ ପଟ୍ଟନାୟକଙ୍କ ଜୀବନ ଓ ସ୍ମୃତି ସହ ଜଡିତ ଏହି ବହୁ ଚର୍ଚ୍ଚିତ ବିମାନ। More

ଦସ୍ୟୁ ରତ୍ନାକରରୁ ବାଲ୍ମିକୀ: ଦୁର୍ଦ୍ଦାନ୍ତ ପକ୍ଷୀ ଶିକାରୀରୁ ସୁରକ୍ଷାକାରୀ ସାଜିଛନ୍ତି ଶିବ ଓ ରାମ

ନିଳାମ୍ବୁ ଚିଲିକାର ନିରୀହ ଅତିଥିଙ୍କ ସୁରକ୍ଷା ପାଇଁ ନେଇଛନ୍ତି ବଜ୍ର ଶପଥ । ବନ ବିଭାଗ ପାଇଁ ସାଜିଛନ୍ତି ଆଖି-କାନ... । More

ଓଡ଼ିଶା ସରକାର କରିବେ ଶାଶୁ-ବୋହୂ ସମ୍ମିଳନୀ : ହେଲେ କାହିଁକି ?

ପ୍ରତି ଓଡ଼ିଆଙ୍କ ଘରର କଥାକୁ ନେଇ ଚର୍ଚ୍ଚା କରିବେ ଶାଶୁ ଓ ବୋହୂ More

VIDEO : ସିସିଟିଭିରେ କଏଦ୍‌ ଆତଙ୍କର ଚିତ୍ର, ଘର ଆଗରେ ସ୍ୱାମୀସ୍ତ୍ରୀକୁ ହାଣିଲେ ୪ ଦୁର୍ବୃତ୍ତ

କ୍ରାଇମ କ୍ୟାପିଟାଲ ବଲାଙ୍ଗିରରେ କ୍ରାଇମର ଲାଇଭ ଚିତ୍ର.... More