ସଂକ୍ଷେପରେ ଆଜିର ତାଜା ଖବର - Saturday, 14 January 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଅର୍ନ୍ତଜାତୀୟ ଖେଳାଳିରୁ ପାଲଟିଗଲେ ରାତି ଜଗୁଆଳି

ରାତି ହେଲେ ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର କ୍ୟାଂପସ୍ ଜଗୁଛନ୍ତି ଆକାଶ।  More

୨୪ ମହାସମର ପୂର୍ବରୁ ଓଡ଼ିଶା ପାଇଁ ଜାତୀୟ ଦଳଙ୍କ କସରତ୍

୨୪ ନିର୍ବାଚନରେ ଟକ୍କର ବି ଜୋରଦାର ହୋଇପାରେ ବୋଲି ଆଶା କରାଯାଉଛି। More

ମାଡ଼ି ଆସୁଛି ଜାଡ଼ ବିପଦ, ରାଜଧାନୀରେ ମାଇନସ୍‌କୁ ଖସିଯିବ ପାରଦ

ହିମ ଚାଦରରେ ଢାଙ୍କି ହୋଇଛି ହୋଇଗଲାଣି ପ୍ରସିଦ୍ଧ ବଦ୍ରିନାଥ ଧାମ। More

କିପରି ପାଳନ ହୁଏ ମକର ସଂକ୍ରାନ୍ତି

ଓଡ଼ିଶାରେ ଯେପରି ପଣାସଂକ୍ରାନ୍ତିରୁ ବର୍ଷ ଆରମ୍ଭ ହୁଏ, ଦକ୍ଷିଣ ଭାରତରେ ଠିକ୍ ସେମିତି ମକର ସଂକ୍ରାନ୍ତିରୁ ବର୍ଷର ଆରମ୍ଭ ହୋଇଥାଏ । ସଂକ୍ରାନ୍ତି ପୂର୍ବଦିନ ରାତିରେ ନିଆଁ ଜାଳି, ସେଥିରେ ପାଣି ଗରମ କରି, ପରିବାରର ସମସ୍ତ ସଦସ୍ୟ ସେଥିରେ ସ୍ନାନ କରି, ନୂଆ ବସ୍ତ୍ର ପରିଧାନ କରନ୍ତି । More

ଘରେ ୨୦୨୩ ଦିନିକିଆ ବିଶ୍ୱକପ୍ ଜିତିପାରିବ କି ଟିମ୍ ଇଣ୍ଡିଆ

ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ଦିନିକିଆ ବିଶ୍ୱକପ୍ ହେବାକୁ ଯାଉଛି। ୨୦୧୧ ବିଶ୍ୱକପ୍ ଫାଇନାଲ୍ରେ ମହେନ୍ଦ୍ର ସିଂହ ଧୋନିଙ୍କ ଟିମ୍ର ବିଜୟର ୧୨ ବର୍ଷ ପରେ ଟିମ୍ ଇଣ୍ଡିଆ ପୁନର୍ବାର ଘରେ ବିଶ୍ୱକପ୍ ମୁକୁଟ ଜିତିପାରିବ କି - ଏହାକୁ ନେଇ କ୍ରିକେଟ୍ ମହଲରେ ଏବେଠୁ ଚର୍ଚ୍ଚା। More

ବଡ଼ମ୍ବା ଟି-ବ୍ରିଜରେ ଦଳାଚକଟା ପାଇଁ ଦାୟୀ କିଏ: ପବ୍ଲିକ୍ ନା ପୋଲିସ୍ ?

ସିଂହନାଥ ପୀଠରେ ଅସମ୍ଭାଳ ଭିଡ଼ ପାଇଁ ଦଳାଚକଟା ହୋଇଛି। More

ଟି-ସେତୁ ଉପରେ ଦଳାଚକଟା, ୧୨ ଗୁରୁତର

ମହାନଦୀ ଉପରେ କିଛି ମାସ ତଳେ ଲୋକାର୍ପିତ ହୋଇଥିଲା ଟି-ବ୍ରିଜ।  More

ବିଜେଡି-ବିଜେଡି କଳି ! ପ୍ରଶାନ୍ତ କହିଲେ, ‘ମୋ ବିରୋଧରେ ଷଡ଼ଯନ୍ତ୍ର କରିଥିଲେ ରଘୁ’

ପ୍ରଶାନ୍ତଙ୍କ ଦୃଢ଼ୋକ୍ତି, ‘ମୋ ଉପରୁ ଦଳର ସଭାପତି ନବୀନ ପଟ୍ଟନାୟକ ନିଲମ୍ବନ ହଟାଇବେ । ମୁଁ ଲଢ଼ିବି ଓ ପୁଣି ଜିତିବି ବୋଲି ଫୁଲ୍ ଦମ୍‌ରେ କହିଛନ୍ତି ପ୍ରଶାନ୍ତ ।’ More

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗମାଙ୍ଗ ବାପ-ପୁଅ, BJP ଛାଡ଼ି ଯିବେ କି BRS..?

ଏବେ ଉଭୟ ବାପା ଓ ପୁଅ ବିଜେପିରେ ଅଛନ୍ତି । ତେବେ ତେଲୁଗୁ ଭୋଟର ଦକ୍ଷିଣ ଓଡ଼ିଶାରେ ଥିବାରୁ ବିଆରଏସ ସେଥିପ୍ରତି ଫୋକସ ରଖିଛି । More

ଚିଲିକା ମଝିରେ ଫସିଲା ଡଙ୍ଗା, ପରେ ପ୍ରଶାସନର ପଶିଲା ଚେତା

ମକର ସଂକ୍ରାନ୍ତି ଯୋଗୁଁ ବାଲୁଗାଁରେ ଜମିଛି ଭକ୍ତଙ୍କ ଭିଡ଼ । More

ଖୋଲିବ କ୍ରିକେଟର ରାଜଶ୍ରୀଙ୍କ ମୃତ୍ୟୁ ରହସ୍ୟ ! ସ୍କୁଟିରୁ ମିଳିଲା ଚିଠି, ମୃତ୍ୟୁ ପାଇଁ ଏହି ୨ ଜଣ ଦାୟୀ...

ରାଜଶ୍ରୀଙ୍କ ଗାଡ଼ି ଡିକିରୁ ଏକ ଚିଠି ମିଳିଛି। ଯାହାକି ମୃତ୍ୟୁ ରହସ୍ୟ ଖୋଲିପାରେ। ରାଜଶ୍ରୀଙ୍କ ଗାଡ଼ି ଡିକିରୁ ମିଳିଥିବା ଚିଠିକୁ ନେଇ ପୋଲିସ ଛାନ୍‌ଭିନ୍ ଜାରି ରଖିଛି।  More

କେଉଁଠୁ ମାଡ଼ି ଆସୁଛନ୍ତି ମାଳ ମାଳ କଳା ପୋକ ?

ହଜାର ହଜାର ସଂଖ୍ୟାରେ ଏଭଳି ପୋକଙ୍କୁ ଦେଖି ଲୋକେ ବି ଭୟଭୀତ ରୋଗ ବ୍ୟାଧି ଆଶଙ୍କାରେ ଗାଁରେ ଛନକା ପଶିଛି।  More

ଏହି ଗାଁରେ ଗେଣ୍ଡାଳିଆଙ୍କୁ ଦେଖିଲେ ଆରମ୍ଭ ହୁଏ ଚାଷକାମ

ଗଛ ଉପରେ ବସି ଚିଁ ଚାଁ ଶଦ୍ଦ କରୁଥୁବା ଏହି ପକ୍ଷୀମାନେ ହେଲେ ଗେଣ୍ଡାଳିଆ। More

ଚାଷୀ ପିଠିରେ ଅଭାବୀ ବିକ୍ରିର ପ୍ରହାର; ତା’ କଥା କିଏ ବୁଝିବ…

ଅମଳ ଋତୁ ଆରମ୍ଭରୁ ଚାଷୀ ପିଠିରେ ପଡିଛି ଅଭାବୀ ବିକ୍ରିର ପ୍ରହାର। ବନ୍ୟା, ବାତ୍ୟା, ବିପର୍ଯ୍ୟୟରୁ ବଞ୍ଚାଇ ଚାଷୀ ନିଜ ଅସାଧ୍ୟ କଷ୍ଟ ଓ କୌଶଳ ବଳରେ ଯେଉଁ ସୁନା ଫଳେଇଛି ତା’ର ମୂଲ୍ୟ ବୁଝିବାକୁ କେହି ନାହିଁ। More

ବିଜୟରୁ ଭାରତର ବିଶ୍ୱକପ୍ ଅଭିଯାନ, ୨-୦ ଗୋଲରେ ସ୍ପେନ୍‌କୁ ଦେଲା ମାତ୍

ଦ୍ୱିତୀୟ ଗୋଲ୍ ଦେଲେ ହାର୍ଦ୍ଦିକ ସିଂହ । ଅମିତ ରୋହିଦାସ ଦେଇଥିଲେ ପ୍ରଥମ ଗୋଲ୍ । More

୧୬ ବର୍ଷ ହେଲା ବନ୍ଦି ହୋଇ ଖତ ଖାଉଛି କୋଟି କୋଟିର ରକ୍ତ ଚନ୍ଦନ କାଠ !

୨୦୦୭ରେ ଚାଲାଣବେଳେ ଲକ୍ଷ୍ମଣନାଥ ଗେଟ୍‌ରୁ ଜବତ ହୋଇଥିଲା । ତାମିଲନାଡୁରୁ ପଶ୍ଚିମବଙ୍ଗ ଚାଲାଣବେଳେ ଜବତ ହୋଇଥିଲା । More