ସଂକ୍ଷେପରେ ଆଜିର ତାଜା ଖବର - Thursday, 12 January 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କାଲିଠୁ ହକି ବିଶ୍ୱକପ୍ ମହାସମର: ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଭାରତ-ସ୍ପେନ୍ ଲଢେଇ

ଚଳିତ ବିଶ୍ୱକପ୍ ତାଜ୍ ପାଇଁ ବିଶ୍ୱର ବଛା ବଛା ୧୬ଟି ଦଳ ମଧ୍ୟରେ ଖେଳାଯିବ ମୋଟ୍ ୬୪ଟି ମ୍ୟାଚ୍। More

ତାଳଚେରରୁ ଉତ୍ପାଦନ କିନ୍ତୁ ଓଡ଼ିଶାରେ ମହଙ୍ଗା, ନିଜ ଲୋକଙ୍କୁ ଏମିତି ଶୋଶୁଛି ବିଦ୍ୟୁତ ବିଭାଗ !

ୟୁନିଟ୍ ପିଛା ୩୦ପଇସା ଶସ୍ତାରେ ବିଜୁଳି କିଣୁଛି ତାମିଲନାଡୁ । ଓଇଆରସିର କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ । More

ଏଣିକି ମୋଦି ବ୍ରାଣ୍ଡରେ ମିଳିବ ମାଗଣା ଚାଉଳ...

ପୁଣି ତେଜିଲା ବିଜେପି-ବିଜେଡି ଚାଉଳ କଳି । ଚାଉଳ ହିସାବ ଦୋହରାଇ ରାଜ୍ୟକୁ ଅପରାଜିତାଙ୍କ ଟାର୍ଗେଟ୍ । More

ନୟାଗଡ଼ କେଉଁ ନେତାଙ୍କୁ ବ୍ଲାକମେଲିଂ କରୁଥିଲେ ଅର୍ଚ୍ଚନା ନାଗ ?

ଚାର୍ଜସିଟ୍‌ରେ ଇଡି ଆଶଙ୍କା କରୁଛି, ବିଦେଶକୁ ମଧ୍ୟ ଲମ୍ବିଥାଇପାରେ ଅର୍ଚ୍ଚନାର ଟଙ୍କା କାରବାର। More

କେନ୍ଦ୍ର ଦେବ ମାଗଣା ଚାଉଳ, ଆଗରୁ ଦେଉଥିଲା ସିଂହ ଭାଗ ! ମିଛ ବାହାବାହା ନେଉଥିଲା ରାଜ୍ୟ

ରାଜ୍ୟ ସରକାର ଲୋକଙ୍କ ଭ୍ରମିତ କରି ରଖିଛନ୍ତି, ଏଣୁ ଚାଉଳ କିଏ ଦେଉଛି ଜାଣିବା ଦରକାର ବୋଲି କହିଛନ୍ତି ଅପରାଜିତା । More

ଭୁବନେଶ୍ୱରର ମୁକୁଳା ଡ୍ରେନ୍‌ରେ ପଡ଼ିଗଲେ ଦକ୍ଷିଣ କୋରିଆ ସାମ୍ବାଦିକ, ହକି କଭରେଜ୍‌ ପାଇଁ ଆସିଥିଲେ...

ହକି ବିଶ୍ୱକପ୍‌ କଭରେଜ୍‌ ପାଇଁ ଓଡ଼ିଶା ଆସିଥିବା ଦକ୍ଷିଣ କୋରିଆର ଜଣେ ଫଟୋ ସାମ୍ବାଦିକ ଭୁବନେଶ୍ୱରର ମୁକୁଳା ଡ୍ରେନ୍‌ରେ ପଡ଼ି ଆହତ ହୋଇଥିବା ଅଭିଯୋଗ ହୋଇଛି।  More

ଓଡ଼ିଶାକୁ ମିଳିଲା ୯ଲକ୍ଷ ୫୯ ହଜାର PMAY ଘର

ପ୍ରେସମିଟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସୂଚନା More

ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ଜିଲ୍ଲାପାଳ ଚଞ୍ଚଳ ରାଣା ମୁହାଁମୁହିଁ

ଫଣ୍ଡ୍ କାଟିବା ଅଭିଯୋଗ କରି ସାଲୁଜା ପାଟିତୁଣ୍ଡ କରିଛନ୍ତି । More

ଦିନେ ପୋଲିସ୍‌ ବିରୋଧରେ ଲାଞ୍ଚ ଅଭିଯୋଗ ଆଣିଥିଲେ, ଏବେ ଲାଞ୍ଚ ନେଇ ଧରାପଡ଼ିଲେ...

ନିଶା ବେପାରୀଙ୍କଠାରୁ ପୁରୀ ପୋଲିସ୍‌ ଲାଞ୍ଚ ନେଉଥିବା ଅଭିଯୋଗ ଆଣି ଚର୍ଚ୍ଚାକୁ ଆସିଥିବା ପୁରୀ ଅବକାରୀ ଫ୍ଳାଇଂ ସ୍କ୍ୱାଡ୍‌ ଅଧିକାରୀ ସଞ୍ଜୟ କୁମାର ପଣ୍ଡା ଏବେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। More

ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ପୁଅ ନିଖୋଜ, ସ୍ତ୍ରୀ କହିଲେ- ‘ଅଫିସ୍‌ ଟେନ୍‌ସନ୍‌ରେ ରହୁଥିଲେ..’

କୁଆଡ଼େ ଗଲେ ରାୟଗଡ଼ା ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ପୁଅ ? ବହୁ ଖୋଜଖୋଜି ପରେ ବି କୌଣସି ଖୋଜ୍ ଖବର ନମିଳିବାରୁ ପତ୍ନୀ ଥାନାରେ ଏତଲା ଦେଇଛନ୍ତି। More

Hockey World Cup: ଗ୍ରାଣ୍ଡ୍ ଓପନିଂ ସେରିମୋନିରେ ଦୁଲୁକିଲା ବାରବାଟୀ, ଡ୍ୟାନ୍ସର ଜଲ୍‌ୱା ଦେଖାଇଲେ ଷ୍ଟାର୍‌

ପୁରୁଷ ହକି ବିଶ୍ୱକପ୍‌ର ଗ୍ରାଣ୍ଡ୍ ଓପନିଂ ସେରିମୋନିରେ ଦୁଲୁକିଲା କଟକ ବାରବାଟୀ ଷ୍ଟାଡିୟମ। ଉଭୟ ରଣବୀର ଏବଂ ଦିଶା ବଲିଉଡ ଗୀତରେ ଡ୍ୟାନ୍ସର ଜଲୱା ଦେଖାଇ ଥିବାବେଳେ, ଝୁମିଥିଲେ ବାରବାଟୀରେ ଉପସ୍ଥିତ ଦର୍ଶକ ଓ ଅତିଥି। More

ଅଲିଭ ରିଡଲେ କଇଁଛକୁ ମାସ୍କଟ ଓଲି, ହେଲେ ବିପଦରେ ଅଲିଭ ରିଡଲେଙ୍କ ଜୀବନ 

କେବେ ଟ୍ରଲର ମାଡ଼ରେ ମୃତ, କେବେ ବୁଲା କୁକୁରଙ୍କ ଆହାର  । ବିପଦରେ ବିରଳ ଅଲିଭ୍ ରିଡ୍ଲେ କଇଁଛ  । More

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗକୁ ବିପଦ ମୂଷା-ଅସରପା

ସିଂହାରୀ, ସୁଆର ଓ ଦଇତାପତି ସେବାୟତଙ୍କ ସାଂଘାତିକ ଅଭିଯାଗ । More

HSRPକୁ ନେଇ କଠୋର ରାଜ୍ୟ ସରକାର, ୫ରୁ ୧୦ ହଜାର ଫାଇନ୍ ଶୁଣି ଆତଙ୍କିତ ଗାଡ଼ି ମାଲିକ 

ହଠାତ ନମ୍ବର କଟକଣା ପରେ ଚିନ୍ତାରେ ଗାଡି ଚାଳକ । ବୁକିଂର ମାସେ ପରେ ମିଳୁଥିବାରୁ ଚିନ୍ତା । More

ହଜାରେ ବର୍ଷର ସହରକୁ ହକି ଫିଭର୍ : ନାଚଗୀତ ଭିତରେ ସେଲିବ୍ରେସନ

ସାରା ରାଜ୍ୟରେ ହକି ମାନିଆ । ଗାଁରୁ ସହର, ସବୁଠି ଉତ୍ସବ ମୁଖର ପରିବେଶ । More

ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ଠକେଇ କାହାଣୀ 

ଗତ ମାସରେ ପିଇଓ ଦେବାନନ୍ଦ ସାଗର କିଛି ଦିନ ଅଜ୍ଞାତବାସରେ ରହିଥିଲେ । ଆଉ ଚାକିରିରୁ ସସପେଣ୍ଡ ପରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । More