ସଂକ୍ଷେପରେ ଆଜିର ତାଜା ଖବର - Monday, 28 November 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବିଜେଡି MLAଙ୍କ ନାଁରେ ଅପହରଣ ଅଭିଯୋଗ

ବିଧାୟକ କିଛି ସହଯୋଗୀଙ୍କ ସହ ମିଶି ଅପହରଣ କରିଥିବା ଅଭିଯୋଗ ହୋଇଛି। More

ବଲିଉଡ୍‌ରେ ଓଡ଼ିଆ ପୁଅର କମାଲ; ବିଗ୍‌ ବିଠୁ କିଙ୍ଗଖାନ୍‌ ସମସ୍ତେ ୟାଙ୍କ ଇସାରାରେ ନାଚନ୍ତି

ନିକଟରେ ରିଲିଜ ହୋଇଥିବା ବିଗ୍ ବି ଅମିତାଭ ବଚ୍ଚନଙ୍କ ଅଭିନୀତ ବଲିଉଡ୍ ଫିଲ୍ମ ଉଂଚାଇ ପରେ ଚର୍ଚ୍ଚାକୁ ଆସିଛନ୍ତି ବ୍ରହ୍ମପୁର ସୁନୀତ ଦାସ । ଏହି ଫିଲ୍ମର ସହକାରୀ କୋରିଓଗ୍ରାଫର ଥିବା ସୁନୀତଙ୍କ କୋରିଓଗ୍ରାଫିରେ ନାଚିଛନ୍ତି ଅମିତାଭଙ୍କ ସହ ଅନୁପମ୍ ଖେର, ବୋମନ୍ ଇରାନୀଙ୍କ ଭଳି କୀମ୍ବଦନ୍ତୀ କଳାକାର । More

ଏଣିକି ଆନ୍ଦୋଳନ କଲେ ଲାଇସେନ୍ସ ତ ଯିବ ତା’ସାଙ୍ଗକୁ ବନ୍ଧା ବି ହେବେ: ସୁପ୍ରିମକୋର୍ଟ

କୋର୍ଟ ଚାଲିବା ପାଇଁ ଆବଶ୍ୟକସ୍ଥଳେ ଯେଉଁ ଆଇନଜୀବୀମାନେ ଆନ୍ଦୋଳନ କରୁଛନ୍ତି, ସେମାନଙ୍କୁ ଗିରଫ କରିବାକୁ ବି କହିଛନ୍ତି ସୁପ୍ରିମକୋର୍ଟ । More

୨ୟ ଦିନରେ ବି ଗର୍ଜିଲେ ପ୍ରାଥମିକ ଶିକ୍ଷକ, ପଦ୍ମପୁରରେ ପାନେ ଚଖାଇବାକୁ ଚେତାବନୀ

କଂପିଲା ବିଧାନସଭା, ବିରୋଧୀଙ୍କ ନିଶାନାରେ ରାଜ୍ୟ ସରକାର । More

ରେଡ୍‌ ରାଜନୀତି ! BJD ନେତାଙ୍କ ଘରେ IT, BJP ନେତାଙ୍କ ଦୋକାନରେ GST ରେଡ୍

୩ ନେତା ଦିବଙ୍ଗତ ବିଜୟ ବରିହାଙ୍କ ଅନୁଗତ ଥିବା ଚର୍ଚ୍ଚା । ଆୟକର ବିଭାଗ ରେଡ୍‌ରୁ କଣ ପାଇଛି, ତାହା ଅସ୍ପଷ୍ଟ । More

ଜନ୍ମ ଦିନରେ ଖଣ୍ଡାରେ କେକ୍‌ କାଟିଲେ ଯୁବକ, ଭିଡିଓ ଭାଇରାଲ

ଏହି ଭିଡିଓ ନୟାପଲ୍ଲି ଥାନା ଅଞ୍ଚଳର ବୋଲି କୁହାଯାଉଥିବା ବେଳେ ନୟାପଲ୍ଲି ଥାନା ପୋଲିସ୍ ତନାଘନା ଚଳାଇଛି । More

ଶୁଣାଣି ବେଳେ ଜଜ୍‌ଙ୍କୁ ଛୁରା ଦେଖାଇଲେ ଯୁବକ

ଘଟଣା ପରେ ବୈଦ୍ୟନାଥପୁର ଥାନାରେ ଅଭିଯୁକ୍ତ ଯୁବକ ଅଟକ । More

ଶିକ୍ଷକଙ୍କ ଦାବି ପ୍ରତି ଧ୍ୟାନ ଦେବାକୁ ସରକାରଙ୍କୁ ବାଚସ୍ପତିଙ୍କ ରୁଲିଂ

ଶିକ୍ଷକଙ୍କ ବିଶାଳ ଆନ୍ଦୋଳନ ପ୍ରସଙ୍ଗକୁ ନେଇ ଅଚଳ ରହିଥିଲା ପ୍ରଶ୍ନକାଳ, ବାଚସ୍ପତିଙ୍କ ପୋଡ଼ିୟମ୍ ତଳେ ବିରୋଧୀ କରିଥିଲେ ନାରାବାଜି, ହୋହଲ୍ଲା More

Big Breaking : ‘ଆନ୍ଦୋଳନ କରୁଥିବା ଓକିଲଙ୍କ ଲାଇସେନ୍ସ ବାତିଲ କର’

ନ୍ୟାୟିକ ଅଧିକାରୀ, ମହକିଲଙ୍କୁ ସୁରକ୍ଷା ଦେବାକୁ କହିଲେ କୋର୍ଟ More

ନିର୍ବାଚନ ପ୍ରଚାର ପାଇଁ ଯାଉଥିବା ବେଳେ ପୁଣି ପ୍ରତାପ ଷଡ଼ଙ୍ଗୀଙ୍କ ଗାଡ଼ି ଚେକିଂ

ପୁଣି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଗାଡ଼ିକୁ ଚେକିଂ କରାଯାଇଛି। ପଦ୍ମପୁର ଅଭିମୁଖେ ଉପନିର୍ବାଚନ ପ୍ରଚାର ପାଇଁ ଯିବାବେଳେ ତାଙ୍କ ଗାଡ଼ିକୁ ଚେକିଂ କରାଯାଇଥିଲା। More

ବୀଭତ୍ସ ! ! ମୁଣ୍ଡରେ ପଥର ଛେଚି ଇଟା ଭାଟି ମାଲିକଙ୍କୁ ହତ୍ୟା

ମୃତକ ପାତାପାଟ ଗାଁର, ହତ୍ୟାର କାରଣ ଅସ୍ପଷ୍ଟ ରହିଛି More

ପଦ୍ମପୁରରେ ୩ ବିଜେଡି କର୍ମୀଙ୍କ ଘରେ ରେଡ୍ !

ପଦ୍ମପୁରରେ ୩ ବିଜେଡି କର୍ମୀଙ୍କ ଘରେ ରେଡ୍ ହୋଇଥିବା ଜଣାପଡ଼ିଛି। ଆଜି ସକାଳୁ ସକାଳୁ କେନ୍ଦ୍ରୀୟ ଟିମ୍ ପକ୍ଷରୁ ଏହି ରେଡ୍ ଚାଲିଥିବା ସୂଚନା ମିଳିଛି। More

କେନ୍ଦ୍ରାପଡ଼ା ବାଣ ବିସ୍ଫୋରଣ ଘଟଣା: ଆଖି ବୁଜିଲେ ଆଉ ଜଣେ ବ୍ୟକ୍ତି

କେନ୍ଦ୍ରାପଡ଼ା ଜିଲ୍ଲା ବାଲିଆ ବଜାରରେ ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣକ ମୃତ୍ୟୁ ହୋଇଛି। ଗତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।  More

ଭୋଜନ ସମୟରେ କେନ୍ଦ୍ରମନ୍ତ୍ରୀଙ୍କ ଫଟୋ ଉଠାଯିବା ପଛର ରହସ୍ୟ କ’ଣ ? କାହିଁକି ଖସି ପଳାଇଲେ ଏହି ବ୍ୟକ୍ତି...

ବରଗଡ଼ ସୋହେଲାରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଫଟୋ ଉଠାଯିବାର ରହସ୍ୟ କ’ଣ ?  କେଉଁ କାରଣ ପାଇଁ ସେମାନଙ୍କର ଫଟୋ ଉଠାଯାଉଥିଲା ?  କେନ୍ଦ୍ରମନ୍ତ୍ରୀଙ୍କ କ୍ୟାମ୍ପରେ ଗୁଇନ୍ଦାଗିରି କରାଯାଉଥିଲା କି ?  More

କେନ୍ଦ୍ର ମନ୍ତ୍ରୀଙ୍କ କ୍ୟାମ୍ପରେ ଗୁଇନ୍ଦାଗିରି ! ଖସି ପଳାଇଲେ ଅପରିଚିତ ବ୍ୟକ୍ତି

ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଲେ SDPO। More

ମାଡ଼ୁଛି ଲମ୍ପି ଭାଇରସ୍‌ ! ଚର୍ମରୋଗରୁ ଗୃହପାଳିତଙ୍କୁ ବଞ୍ଚେଇବାକୁ ଚାଲିଛି ପୂଜାପାଠ  

ଏଇ ଚର୍ମରୋଗ କାରଣରୁ କିଛି ଗାଁରେ ଲୋକଙ୍କ ଭିତରେ ଭାଳେଣି ପଡ଼ିଗଲାଣି । More

ପଦ୍ମପୁର ପଶାପାଲିରେ ରେଳ ଆଉ କୃଷି ବୀମା ଗୋଟି ! କ୍ୟାମ୍ପେନ ବେଳେ ରାଜ୍ୟ ସରକାରଙ୍କୁ ଜୋରଦାର ଟାର୍ଗେଟ

ପଦ୍ମପୁର ଉପନିର୍ବାଚନ ପ୍ରଚାର ବେଳେ ରାଜ୍ୟ ସରକାରଙ୍କୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଖୋଲା ଚ୍ୟାଲେଞ୍ଜ୍ । More

ବିପଦ ସଙ୍କୁଳ ଅବସ୍ଥାରେ ରହିଛି ଶ୍ରୀମନ୍ଦିର ନାଟମଣ୍ଡପ ? IITର ବିଶେଷଜ୍ଞଙ୍କ ସହ ସ୍ଥିତି ଯାଞ୍ଚ ପରେ ASIର ସୂଚନା

୪ ବର୍ଷ ତଳେ ଫାଟ ଯେମିତି ଥିଲା ଏବେ ବି ସେମିତି । ମରାମତି ହେବ ନା ବଦଳିବ ବିମ୍ ତାକୁ ନେଇ ଦ୍ୱନ୍ଦ୍ୱ । More

'ସ୍ଥାୟୀ ନିଯୁକ୍ତି ଦିଅ, ପୁରୁଣା ପେନସନ୍ ବ୍ୟବସ୍ଥା ଲାଗୁ କର'

ରାଜ୍ୟରେ ଏକ ଲକ୍ଷ ୨୦ ହଜାର ପ୍ରାଥମିକ ଶିକ୍ଷକ ଅଛନ୍ତି। ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଏମାନଙ୍କ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ। More