ସଂକ୍ଷେପରେ ଆଜିର ତାଜା ଖବର - Friday, 25 November 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବାଇକ୍ ଚାଳକଙ୍କୁ ପିଟିଲା ରାନୀ ପଣ୍ଡାଙ୍କ କାର୍, ଘଟଣାସ୍ଥଳରେ ଉତ୍ତେଜନା

ଦୁର୍ଘଟଣାରେ କାର୍‌ର ସାମ୍ନା ପଟ କ୍ଷତିଗ୍ରସ୍ତ ହୋଇଛି। More

ମ୍ୟାଚ୍ ଚାଲୁଥିଲା ବେଳେ ବନ୍ଦ ହୋଇଗଲା ଫ୍ଲଡ୍‌ ଲାଇଟ୍‌

କେଉଁ କାରଣରୁ ହଠାତ୍ ଫ୍ୟୁଜ୍ ହେଉଛି ଫ୍ଲଡ୍ ଲାଇଟ୍ ? More

ଆନ୍ଦୋଳନ କରିବାକୁ ଆସିଥିଲେ, ଲାଗିଗଲା ବାଇଡଙ୍କ ! କୁଣ୍ଡେଇ କୁଣ୍ଡେଇ ଅଣାୟତ୍ତ, ଦେଖନ୍ତୁ ଭିଡିଓ..

ଆନ୍ଦୋଳନସ୍ଥଳରେ ପହଞ୍ଚିବାର କିଛି ସମୟ ପରେ ହିଁ ଆନ୍ଦୋଳନକାରୀଙ୍କ ହାତ ଗୋଡ଼ ସହ ସର୍ବାଙ୍ଗ କୁଣ୍ଡାଇ ହୋଇଥିଲା More

ପଦ୍ମପୁର ଉପନିର୍ବାଚନ: ବିରୋଧୀଙ୍କ ଗାଡ଼ିକୁ ଟ୍ରାକିଂ କରୁଛି କି ପୋଲିସ ? କାହିଁକି ଏତେ ତନାଘନା ?

ପୋଲିସ ଡ୍ରାଇଭରଙ୍କ ନମ୍ବର ରଖୁଥିବା ବିରୋଧୀଙ୍କ ଅଭିଯୋଗ । ପ୍ରତିପକ୍ଷଙ୍କ ଗତିବିଧି ଜାଣିବାକୁ ଶାସକ ଦଳର ଚାଲ୍ ଅଭିଯୋଗ । More

ନାଗ ସାମ୍ରାଜ୍ୟର ରହସ୍ୟ ଭେଦିବାକୁ EDର ଗ୍ରାଉଣ୍ଡୱାର୍କ, ଅର୍ଚ୍ଚନା-ଜଗବନ୍ଧୁ ହେବେ ଜେରା

ଦ୍ୱିତୀୟ ଦିନ ପାଇଁ ଶ୍ରଦ୍ଧାଞ୍ଜଳିଙ୍କୁ ଜେରା କଲା ED । ଡ୍ରାଇଭର ଚନ୍ଦନ ମୁହଁରୁ ED ଆଦାୟ କଲା ଅର୍ଚ୍ଚନାର ହିଷ୍ଟ୍ରି । More

ଗୃହରେ ସବୁ ଦଳର ହଙ୍ଗାମା ! ଅର୍ଚ୍ଚନା ପ୍ରସଙ୍ଗ ଏଡ଼ାଇବାକୁ ଚାଷୀଙ୍କ କଥା ଉଠାଇଲା ବିଜେଡି

ପଦ୍ମପୁର ଭୋଟ୍ ବେଳେ ଚାଷୀ ଦରଦ ଲଢ଼େଇ, ବିଧାନସଭା ଭିତରେ ଓ ବାହାରେ ହଙ୍ଗାମା । More

‘୨୫ ବର୍ଷ ହେଲା ଓଡ଼ିଶା ଚାଷୀ ହତାଶ, ନକଲି ମଞ୍ଜି ଦେଉଛନ୍ତି ରାଜ୍ୟ ସରକାର’

ଗତ ୨୫ ବର୍ଷ ହେଲା ଓଡ଼ିଶାର ଚାଷୀ ହତାଶ ହୋଇ ରହିଛନ୍ତି। ରାଜ୍ୟରେ ଜଳସେଚିତ ଜମି କମ୍। ସରକାର ଯେଉଁ ମଞ୍ଜି ଦେଉଛନ୍ତି, ତାହା ମଧ୍ୟ ନକଲି। More

ମ୍ୟାଚ୍‌ ଅଧାରୁ ଅନ୍ଧାର ହୋଇଗଲା କଳିଙ୍ଗ ଷ୍ଟାଡିୟମ

ଗତକାଲି ଇଣ୍ଡିଆନ୍ ସୁପର୍‌ ଲିଗ୍‌ର ଏକ ମ୍ୟାଚ୍ ଚାଲିଥିବା ବେଳେ ହଠାତ ଫ୍ଲଡ୍ ଲାଇଟ୍ ବନ୍ଦ ହୋଇଯିବାରୁ ପ୍ରାୟ ୧୫ ମିନିଟ୍‌ ଧରି ବ୍ୟାଘାତ ହୋଇଥିଲା ମ୍ୟାଚ୍‌।  More

ପଦ୍ମପୁର ଉପନିର୍ବାଚନ: ହୁସିଆର୍‌ ଷ୍ଟାର ପ୍ରଚାରକ ! ଗାଡ଼ି ଯାଞ୍ଚ କରୁଛି ପୋଲିସ୍‌

ପାଖେଇ ଆସୁଛି ପଦ୍ମପୁର ଉପନିର୍ବାଚନ। ଏପରିକି ଷ୍ଟାର ପ୍ରଚାରକଙ୍କ ଗାଡ଼ି ମଧ୍ୟ ପୋଲିସ୍‌ ଯାଞ୍ଚ କରୁଛି। ଗାଡ଼ି ଚଲାଉଥିବା ଡ୍ରାଇଭରଙ୍କ ପରିଚୟ ମଧ୍ୟ ରଖାଯାଉଛି। More

ଡ୍ରାଇଭର୍‌ ଚନ୍ଦନ ଓଗାଳିବ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଗୁମର

ଆଜି ଇଡିରେ ହାଜର ହୋଇଛନ୍ତି ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନ । More

ଅଫିସ୍‌ ଭିତରେ ପଶି BDOଙ୍କୁ ଛେଚିଲେ !

୩ ଜଣ ବ୍ୟକ୍ତି ଅଫିସ୍‌ ଭିତରେ ପଶି ଝରିଗାଁ ବିଡିଓ ସତ୍ୟନାରାୟଣ ମେହେରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ବିଡିଓ ନିଜେ ଝରିଗାଁ ଥାନାରେ ଏତଲା ଦେଇଛନ୍ତି।  More

ଶ୍ରଦ୍ଧାଞ୍ଜଳିଙ୍କୁ ED ର ମାରାଥନ ଜେରା; କଳା ସାମ୍ରାଜ୍ୟର ଗୁମର ଖୋଲୁଛି ଇଡି

ଅର୍ଚ୍ଚନାଙ୍କ ନିକଟତମ ସହଯୋଗୀ ବ୍ଲାକମେଲିଂ ପାର୍ଟର କୁହାଯାଉଥିବା ଶ୍ରଦ୍ଧାଞ୍ଜଳିଙ୍କଠୁ ଆହୁରି ତଥ୍ୟ ଓଗାଳିବ ଇଡି ।  More

ପଦ୍ମପୁର ଉପନିର୍ବାଚନ: ଦାଦନ ପ୍ରସଙ୍ଗ ନେଇ ବିଜେଡିକୁ କାଉଣ୍ଟର କରୁଛି ବିଜେପି

ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରସଙ୍ଗକୁ ନେଇ ପ୍ରଚାର ଲଢ଼େଇ । ଦାଦନ ସମସ୍ୟାକୁ ବିରୋଧୀ ବିଜେପି ଓ କଂଗ୍ରେସର ନିର୍ବାଚନୀ ଅସ୍ତ୍ର । More

କେନ୍ଦ୍ରାପଡ଼ା ବାଣ ଟ୍ରାଜେଡି; ICU ରେ ମୃତ୍ୟୁ ସହ ଲଢ଼େଇ କରୁଛନ୍ତି ୧୦ ଗୁରୁତର

କେନ୍ଦ୍ରାପଡା ବାଲିଆ ବଜାରରେ ଯେଉଁଠି ୨୪ ଘଣ୍ଟା ତଳେ ଚାଲିଥିବା ବାଜା, ବାଣ ରୋଷଣି କାର୍ତ୍ତିକେଶ୍ୱର ଭସାଣ ଉତ୍ସବରେ ଡିଜେର ତାଳେ ତାଳେ ନାଚ ଚାଲିଥିଲା । ହେଲେ ବାଣ ଫୁଟାଇବା ବେଳେ ବିସ୍ଫୋରଣ ପୁରାପୁରି ବଦଳାଇ ଦେଇଥିଲା ଉତ୍ସବର ମାହୋଲ୍ ।  More

ପୋଲିସ ଗୁଳିରେ ଦୁଇ ମାଓବାଦୀ ନିହତ

ଏହି ଏନକାଉଣ୍ଟର ପରେ ମାଓବାଦୀଙ୍କୁ ହିଂସାର ବାଟ ଛାଡ଼ି ମୁଖ୍ୟ ସ୍ରୋତକୁ ଫେରି ଆସିବାକୁ ନିବେଦନ କରିଛନ୍ତି ପୋଲିସ୍ ଡିଜି । More

ଅର୍ଚ୍ଚନା ନାଗଫାଶ ମାମଲା: ED ଜାଲରେ କଲବଲ ପ୍ରଭାବଶାଳୀ, BJD ବିଧାୟକଙ୍କ ଭାଇଙ୍କୁ ଜେରା

ବିଜେଡି ବିଧାୟକ ସୁଧୀର ସାମଲଙ୍କ ବ୍ୟବସାୟୀ ଭାଇ ଗଙ୍ଗାଧର ସାମଲଙ୍କୁ ଜେରା । ୩୦ ଲକ୍ଷ ଟ୍ରାଞ୍ଜାକ୍ସନ୍ ସତ ଜାଣିବାକୁ ଘାଣ୍ଟୁଛି ଇଡି । More

ପଦ୍ମପୁର ଉପନିର୍ବାଚନରେ ମାତିଛନ୍ତି BJD ମନ୍ତ୍ରୀ-ବିଧାୟକ, ବିଧାନସଭା ଖାଁ ଖାଁ

ଶୀତକାଳୀନ ଅଧିବେଶନର ପ୍ରଥମ ଦିନ ବିଧାନସଭା ଉପରେ ପଦ୍ମପୁର ଉପନିର୍ବାଚନର ଇଫେକ୍ଟ । More