ସଂକ୍ଷେପରେ ଆଜିର ତାଜା ଖବର - Monday, 21 November 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଜିଲ୍ଲାପାଳ ପରେ ଏବେ ବିଧାୟକ; ପେପର୍‌ ବଏ ଚୁମନ ରାଓର ସ୍ୱପ୍ନ ଏବେ ପୂରା ହେବ

ପୁଣି ଚର୍ଚ୍ଚାରେ ବଲାଙ୍ଗିରର ପେପର ବୟ ଚୁମନ୍‌ ରାଓ। ସହାୟତା ଦେବା ପାଇଁ ପହଞ୍ଚିଲେ ବଲାଙ୍ଗିର ବିଧାୟକ..ପାଠ ପଢିବାରେ ଚୁମନକୁ ମିଳିବ ଅନେକ ପ୍ରକାର ସହାୟତା More

ପଦ୍ମପୁର ରାଜନୀତିର ପଶାପାଲିରେ ଏଣ୍ଟ୍ରି ମାରିଲା ନୂଆ ଇସ୍ୟୁ

ଧାମନଗର ପରେ ପଦ୍ଣପୁରରେ ରୋଚକ ଲଢେଇ ହେବାକୁ ଯାଉଛି।  More

ଅର୍ଚ୍ଚନାର ନାଗ ଫାଶରେ କେଉଁ କେଉଁ IAS ଏବଂ IPSଙ୍କ ରହିଛି ଲିଙ୍କ୍ ?

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନାଗ-ଚାନ୍ଦ ଦମ୍ପତିିଙ୍କ ସହ ବ୍ୟୁରୋକ୍ରାଟ୍ ଲିଙ୍କ୍ କଥା ଉଠାଇଛନ୍ତି । କହିଛନ୍ତି, ବଡ଼ ବଡ଼ ନେତାଙ୍କ ସହ IAS ଏବଂ IPSଙ୍କ ନାଁ ମୁଁ ଜାଣିଛି । କିନ୍ତୁ କହି ହେବନି । More

'ସରକାରୀ କର୍ମଚାରୀର ମାନ୍ୟତା ଦିଅ, ମାସକୁ ୫ହଜାର ପେନସନ୍ ଦିଅ'

ଚାକିରିରୁ ବହିଷ୍କାର ପାଇଁ ଡର ନାହିଁ କହି ରାଜ୍ୟ ସରକାରଙ୍କୁ ବି ଦେଇଛନ୍ତି ଖୋଲା ଆହ୍ୱାନ। More

ମୃତ୍ୟୁର କାଳ ଦଉଡ଼ିରେ ଚାପି ହୋଇଗଲେ ମାଆ-ଝିଅ; ବଞ୍ଚିଗଲା ଅଢ଼େଇ ମାସର ଶିଶୁ

ଚାହୁଁ ଚାହୁଁ ମୃତ୍ୟୁର ଡାକ ଦେଇ କାଳ ସାଜି ମାଡ଼ି ଆସିଥିଲା ଅମାନିଆ ଟ୍ରେନ୍‌ର କିଛି ବଗି । ଆଉ ତାରି ଭିତରେ ଚାପି ହୋଇଯାଇଥିଲେ ମାଆ- ଝିଅ । More

ମହଙ୍ଗା ପଡ଼ିଲା ବଟି; ଭିଡିଓ ଭାଇରାଲ ପରେ ଡିସିପି ଅଫିସକୁ IICଙ୍କ ବଦଳି

କଟକରେ ବଟି ଆଦାୟ କରୁଛି କମିସନରେଟ ପୋଲିସ । ବାଲିଯାତ୍ରାରେ ଥିବା ବ୍ୟବସାୟୀଙ୍କ ଠାରୁ ଜୋର ଜବରଦସ୍ତ ବଟି ଆଦାୟ କରୁଛି କ୍ୟାଣ୍ଟନମେଣ୍ଟ ଥାନା ପୋଲିସ । More

ଜଣାପଡ଼ିଲା କୋରେଇ ଟ୍ରେନ୍ ଟ୍ରାଜେଡିର କାରଣ !

କେହି କିଛି ବୁଝିବା ଆଗରୁ ଷ୍ଟେସନ ଭିତରେ ଭୟଙ୍କର ଶବ୍ଦ କରି ମାଡ଼ି ଆସିଥିଲା ଲୌହ ଦାନବ।  More

ଯାଜପୁର କୋରେଇ ଟ୍ରେନ୍‌ ଦୁର୍ଘଟଣା: ୮ ଟ୍ରେନ୍‌ ବାତିଲ

ଲୋକେ ସକାଳୁ ଯାତ୍ରୀ ବିଶ୍ରାମଗାରାରେ ଶୋଇଥିଲେ, ଏହି ସମୟରେ ଘଟିଛି ଏହି ଅଘଟଣ । More

ସମୟ ୬ଟା ୪୦ . . . ପ୍ରଚଣ୍ଡ ଶଦ୍ଦ କରି ମାଡ଼ି ଆସିଲା ଲୌହଦାନବ . . .ନେଇଗଲା ଜୀବନ

‘ଚାରିରୁ ପାଞ୍ଚ ଜଣ ଚିତ୍କାର କରୁଥାଆନ୍ତି . . . ’ More

ସରକାରୀ ବ୍ୟବସ୍ଥାକୁ ଅଟ୍ଟହାସ୍ୟ ! ଖୋଲା ଆକାଶ ତଳେ ଫୁଟପାଥକୁ ଶେଯ କରିଛନ୍ତି ନିରାଶ୍ରୟ

ନାଇଟ୍ ସେଲଟର ବ୍ୟବସ୍ଥା କାହା ପାଇଁ ବୋଲି ପ୍ରଶ୍ନ ଉଠୁଛି । More

ଯାତ୍ରୀ ବିଶ୍ରାମାଗାର ଭିତରକୁ ମାଡ଼ିଗଲା ମାଲବାହୀ ଟ୍ରେନ୍ : ଚାଲିଗଲା ୩ ଜୀବନ

ଯାଜପୁର କୋରେଇରେ ଟ୍ରେନ୍ ଦୁର୍ଘଟଣା, ୩ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । More

ପଦ୍ମପୁର ଉପନିର୍ବାଚନ: କିଏ ହାତେଇବ ଆଦିବାସୀ ଭୋଟ ?

ଆଦିବାସୀ ଭୋଟ୍ ହାତେଇବାକୁ ଜୋରଦାର କସରତ । ପଦ୍ମପୁର ଉପନିର୍ବାଚନରେ ଏହି ଭୋଟ୍ ନିର୍ଣ୍ଣାୟକ ହେଉଥିବାରୁ ସବୁ ଦଳ ଏଥିପାଇଁ ଆରମ୍ଭ କରିଛନ୍ତି ନିଜର ନିଜର ଗ୍ରାଉଣ୍ଡ ୱାର୍କ । More

ଏଣ୍ଡେଭର୍ କିଣିବାକୁ ଅର୍ଚ୍ଚନାକୁ କିଏ ଦେଇଥିଲା ୪୦ ଲକ୍ଷ ?

ନାଗ-ଚାନ୍ଦ ଦମ୍ପତିଙ୍କ ସହ ପ୍ରଭାବଶାଳୀଙ୍କ ଭାବ-ପୀରତିର ଭଣ୍ଡାଫୋଡ୍ କରିବ ଏଣ୍ଡେଭର୍ । ଏହି କାର୍ ଖୋଲିବ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ୍‌ର କଳାଚିଠା । More

ସାଙ୍ଗ ହେବ ତ ଏମିତି ! ଜଣେ ଦୁନିଆ ଦେଖାଇଲେ, ଆଉ ଜଣେ ବାଟ ଚାଲନ୍ତି

ଏମିତି ସମୟରେ, ଏ ଦୁହେଁ ଖାଲି ବିରଳ ବନ୍ଧୁ ନୁହଁନ୍ତି... ସମାଜ ପାଇଁ ଏକ ବଳିଷ୍ଠ ଉଦାହରଣ। More

କଳାକାର ଅସଲି ହେଲେ ନିର୍ଦ୍ଦେଶକ ନକଲି, ଜାଣନ୍ତୁ..

ଆପଣ ଆକ୍ଟିଂ ପାଇଁ ବିକଳ ହେଉଛନ୍ତି କି? ଅଭିନୟ ପୂର୍ବରୁ ଦେଖନ୍ତୁ ଏହି ଭିଡିଓ.. More

ତୁଟୁନି ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦ ଅଡୁଆ, ରାଜଧାନୀରେ ଗର୍ଜିଲେ ହାଇସ୍କୁଲ ଏନପିଏସ୍ ଶିକ୍ଷକ

ଆସନ୍ତା ୨୭ ତାରିଖରେ ମହାସଂଘ ଭୁବନେଶ୍ୱରରେ ବିଶାଳ ସମାବେଶ କରିବ ବୋଲି ସୂଚନା ଦେଇଛି ସଂଘ। More