ସଂକ୍ଷେପରେ ଆଜିର ତାଜା ଖବର - Monday, 24 October 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଷଠି ଘରେ ଲାଗିଲା ନିଆଁ

ଆକାଶ ଦୀପ ଉଡ଼ି ଉଡ଼ି ଆସି ଚାଲ ଘର ଉପରେ ପଡ଼ିଥିଲା। More

ଭାରତକୁ କେହି ନଜର ପକାଇଲେ ତିନି ସେନା ମୁହଁତୋଡ଼ ଯବାବ ଦେବେ: ମୋଦି

ପ୍ରଧାନମନ୍ତ୍ରୀଙ୍କୁ ପାଖରେ ପାଇ ଖୁବ୍ ଉତ୍ସାହିତ ଥିଲେ ଯବାନ। More

ମୁଖ୍ୟମନ୍ତ୍ରୀଙ୍କ ନାଁରେ ନୋଟ୍ ଅଫର୍: ଅଧିକ ଭୋଟ୍ ଦେଇଥିବା ପଞ୍ଚାୟତକୁ କୋଟିଏ

ନିର୍ବାଚନର ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। More

ପିପିଲିରେ ଯୁବକଙ୍କୁ ଗୁଳିମାଡ଼

ପୁରୀ ଜିଲ୍ଲା ଅନ୍ତର୍ଗତ ପିପିଲି ବଜାରରେ ଫୁଟିଲା ଗୁଳି। ଗୁଳି ମାଡ଼ରେ ଜଣେ ଯୁବକ ଗୁରୁତର। More

ପ୍ରେମିକ ପାଇଁ ଶେଷ ଚିଠି ଲେଖି ଜୀବନ ହାରିଦେଲେ +୨ ଛାତ୍ରୀ

ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଯୁକ୍ତ ୨ ଦ୍ୱିତୀୟ ବର୍ଷରେ ପଢ଼ୁଥିବା ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଆଜି ଉଦ୍ଧାର ହୋଇଛି। More

ପ୍ରତି ପଞ୍ଚାୟତକୁ ଶାସକ ଦଳର କୋଟିଏ ଅଫର୍‌!

ଧାମନଗରରେ ଚାଲିଥିଲା ନିର୍ବାଚନୀ ସଭା । ନେତା ଓ ମନ୍ତ୍ରୀଙ୍କ ଉପସ୍ଥିତିରେ ଚାଲିଥିବା କାର୍ଯ୍ୟକ୍ରମରେ ଭାଷଣରେ ବିଜେଡି କର୍ମୀ ଜଣଙ୍କ ଭୋଟର୍‌ଙ୍କୁ ଦେଲେ ଲୋଭନୀୟ ଅଫର୍‌ । More

ନିର୍ବାଚନ ପ୍ରଚାରରେ ଯାଇଥିଲେ ପ୍ରତାପ ଷଡ଼ଙ୍ଗୀ, ଗାଡ଼ିରୁ ମିଳିଲା ଏହି ସବୁ ସାମଗ୍ରୀ

ବ୍ରହ୍ମଚାରୀଙ୍କ ଗାଡ଼ିରୁ ବାହାରିଲା ବ୍ରାହ୍ମୀ ପତ୍ର । ଗାଡ଼ି ଯାଞ୍ଚ ବେଳେ ସାଂସଦଙ୍କ ଗାଡ଼ିରୁ ମିଳିଲା ବ୍ରାହ୍ମୀପତ୍ର ସହ ଫଳ ଓ ବିସ୍କୁଟ More

ହନିଟ୍ରାପ୍‌ ଦମ୍ପତିଙ୍କ ଆକାଉଣ୍ଟକୁ ଖୋଳତାଡ଼ କରିବ ED

ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟକୁ ନେତା, ମନ୍ତ୍ରୀ ଏବଂ ବଡବଡିଆଙ୍କଠାରୁ ଆସିଛି କି ଟଙ୍କା ? ତେଣୁ କିଏ କାହିଁକି ଟଙ୍କା ଦେଇଛି, ସେନେଇ ତଦନ୍ତ କରିପାରେ ଇଡି ।  More

ପୁଳା ପୁଳା ଟଙ୍କା ଧରି ପତ୍ନୀଙ୍କ ପାଖକୁ ଯାଉଥିଲେ ପୋଲିସ୍‌ ବାବୁ, ମାଡ଼ି ବସିଲା ଭିଜିଲାନ୍ସ...

ଅଭିଯୋଗ ଆଧାରରେ, ଭିଜିଲାନ୍ସ ଟିମ୍‌ IICଙ୍କ ଗାଡ଼ିକୁ ଅଟକ ରଖି ତାଙ୍କୁ ଏବଂ ତାଙ୍କ ଗାଡ଼ିକୁ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ତାଙ୍କ ଠାରୁ ୧ଲକ୍ଷ ୪୫ ହଜାର ୮ଶହ ଟଙ୍କା ମିଳିଥିଲା।  More

ବର୍ଷାକୁ ନେଇ ଚାଷୀ ଛାନିଆ, ମତ୍ସ୍ୟଜୀବୀଙ୍କୁ ଘାରିଛି ପବନ ଭୟ

ଅତିପ୍ରବଳ ବର୍ଷା ହେଲେ ଫସଲ ନଷ୍ଟ ହେବା ସହ ସାର ମଧ୍ୟ ନଷ୍ଟ ହେବ। ଯାହାକୁ ନେଇ ଚିନ୍ତାରେ ଉପକୂଳ ଅଞ୍ଚଳରେ ରହୁଥିବା ଲୋକେ। ପ୍ରବଳ ବର୍ଷା ଆଶଙ୍କାରେ ଚାଷୀମାନେ ଛାନିଆ ଥିବାବେଳେ ମତ୍ସ୍ୟଜୀବୀଙ୍କୁ ଘାରିଛି ପବନ ଭୟ।  More

ଦୀପାବଳି ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ସୂର୍ଯ୍ୟପରାଗ ସ୍ପର୍ଶର ୧୨ ଘଣ୍ଟା ପୂର୍ବରୁ ପାକତ୍ୟାଗ ନୀତି...

ଶ୍ରୀମନ୍ଦିର ମଧ୍ୟ ଦୀପାବଳି ଅମାବାସ୍ୟ ଅବସରରେ ସ୍ୱତନ୍ତ୍ର ନୀତିକାନ୍ତି ହେଉଛି। ମଙ୍ଗଳବାର ସୂର୍ଯ୍ୟପରାଗ ପଡ଼ୁଥିବାରୁ ଆଜି ହିଁ ପୟାଶ୍ରାଦ୍ଧ, କାଉଁରିଆ କାଠି ପ୍ରଜ୍ଜ୍ୱଳନ, କାଳୀ ପୂଜା ଓ ଦୀପଦାନ ଅନୁଷ୍ଠିତ ହେବ।  More

୧୨ ଘଣ୍ଟାରେ ଭୀଷଣ ବାତ୍ୟା ! ଆଜି ଓଡ଼ିଶାର ୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଆଗାମୀ ୧୨ ଘଣ୍ଟା ମଧ୍ୟରେ ବାତ୍ୟା ‘ସିତ୍ରାଙ୍ଗ’ ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ଗତ ୬ ଘଣ୍ଟା ମଧ୍ୟରେ ବାତ୍ୟା ‘ସିତ୍ରାଙ୍ଗ’ ଘଣ୍ଟା ପ୍ରତି ୧୨ କି.ମି. ବେଗରେ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରୁଛି।  More

ସୌରଶକ୍ତିରେ ଆଲୋକିତ ହେବ କୋଣାର୍କ, କଳାହାଣ୍ଡି ତେନ୍ତୁଳିପଦା ସୌରଶକ୍ତି ପ୍ରକଳ୍ପରୁ ଆସିବ ବିଜୁଳି 

ଗ୍ରୀଡ୍‌କୋ ଓ ସୂର୍ଯ୍ୟନଗରୀ ପ୍ରାଇଭେଟ୍ ଲିମିଟେଡ ମଧ୍ୟରେ ଚୁକ୍ତି । ୨୦୨୩ ଶେଷ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ । More

ସୂର୍ଯ୍ୟୋପରାଗ ଯୋଗୁଁ ଆଗୁଆ ଦୀପାବଳି ! ବାଣ ଫୁଟାଇବା ପାଇଁ ରହିଛି ଏହି ସବୁ କଟକଣା

ଆସନ୍ତାକାଲି ପାଳନ ହେବ ଅାଲୋକର ପର୍ବ ଦୀପାବଳି  । ୧୨୫ ଡେସିବେଲ୍‌ରୁ ଅଧିକ ଶବ୍ଦର ବାଣ ମନା । More

ଧାମନଗର ଉପନିର୍ବାଚନରେ ଟଙ୍କା ବଣ୍ଟା ! ‘ରାଲିରେ ଯିଏ ଯିଏ ଯାଇଥିଲ ସେମାନଙ୍କ ପାଇଁ ଟଙ୍କା ପଠାଇଛନ୍ତି ଚେୟାରମ୍ୟାନ୍’

ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ଫେରାଦ । ସଂଖ୍ୟାଲଘୁ ଭୋଟ୍ ହୋଇପାରେ ନିର୍ଣ୍ଣାୟକ । More

ଜେଲ୍‌ରେ କ’ଣ ଥିଲା ଅର୍ଚ୍ଚନା-ଜଗବନ୍ଧୁର କଥାବାର୍ତ୍ତା ? ଜାଣନ୍ତୁ...

୪୮ ଘଣ୍ଟାରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ ଚେତାବନୀ । ଝାରପଡ଼ା ଜେଲ୍‌ରେ ନାଗ ଦମ୍ପତ୍ତିଙ୍କ ୨୦ ମିନିଟିଆ ଦେଖାସାକ୍ଷାତ । More

ଜଙ୍ଗଲରେ ଟ୍ରେଞ୍ଚ କରିବା ନାଁରେ ୧୦ ଲକ୍ଷ ଟଙ୍କା ଗଫଲତି

ଗଛ ବଢିବା ପାଇଁ ହୋଇଥିବା ଟ୍ରେଞ୍ଚ ପ୍ରକଳ୍ପ କାମ କରୁଛନ୍ତି ଠିକାଦାର ସବିତା ମିଞ୍ଜ । ତାଙ୍କୁ ପଚାରିଲେ ସେ କାମ ସରିନଥିବା କଥା ସଫେଇ ଦେଉଛନ୍ତି More