ସଂକ୍ଷେପରେ ଆଜିର ତାଜା ଖବର - Sunday, 07 August 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ରାଜଧାନୀରେ ବୋହୂ ଆତ୍ମହତ୍ୟାର ଦୁଃଖଦ କାହାଣୀ

କେଉଁ ଆଧାରରେ ସ୍ୱାମୀ ପ୍ରଶାନ୍ତଙ୍କ ପରିବାର ଲୋକେ କହିଥିଲେ, ପ୍ରଜ୍ଞାଙ୍କୁ କ୍ୟାନ୍ସର ହୋଇଛି ବୋଲି? ଏଭଳି କହିବା ପଛର ଉଦ୍ଦେଶ୍ୟ କଣ ? More

ଆସୁଛନ୍ତି ଶାହ: ବିଜେପି ଓ ବିଜେଡି ମଧ୍ୟରେ ପୋଷ୍ଟର ଯୁଦ୍ଧ

ଅଣରାଜନୈତିକ କାର୍ଯ୍ୟକ୍ରମ ଏବେ କଡା ରାଜନୈତିକ ପରିବେଶ ଭିତରେ କଟକରେ ହେବାକୁ ଯାଉଛି। More

ଜାତୀୟ ହସ୍ତତନ୍ତ ଦିବସ: ଛାଡ଼ି ହେଉନି କି ରଖି ହେଉନି

ସ୍ୱଦେଶୀ ପ୍ରଚାର ପ୍ରସାର ଲକ୍ଷ୍ୟରେ ପାଳନ ହେଉଛି ସ୍ୱତନ୍ତ୍ର ଦିନ। ପ୍ରୋତ୍ସାହନ ଅଭାବରୁ ଦୁର୍ଦ୍ଦିନରେ ରାଜ୍ୟର ହସ୍ତତନ୍ତ କାରିଗର। ଆର୍ଥିକ କି ସାମାଜିକ ଅବସ୍ଥାରେ ଆସିପାରୁନି ପରିବର୍ତ୍ତନ। More

୪୮ ଘଣ୍ଟାରେ ଡିପ୍ରେସନର ରୂପ ନେଇପାରେ ସୁଦୃଶ୍ୟ ଲଘୁଚାପ, ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବା ସମ୍ଭାବନା ରହିଛି। ସେହିପରି ଆସନ୍ତାକାଲି ପର୍ଯ୍ୟନ୍ତ ୧୦ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। More

ଜୁନ୍‌ରେ ବାହାଘର, ଅଗଷ୍ଟରେ ଆତ୍ମହତ୍ୟା...ବାହାଘରର ୨ ମାସ ପରେ ଜୀବନ ହାରିଲେ ନବବଧୂ

ଶାଶୁ ଘର ଲୋକଙ୍କ ନିର୍ଯାତନା ସହିନପାରି ଶେଷରେ ଜୀବନ ହାରିଲେ ନବବଧୂ। ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଜିଜିପି କଲୋନୀରୁ ଏଭଳି ଅଭିଯୋଗ ଆସିଛି।  More

ବର୍ଷାରେ ବିଗିଡ଼ିଲାଣି ସ୍ଥିତି ! ଭାସିଗଲା କାଠପୋଲ ଯାତାୟତ ଠପ୍‌, ଦେଖନ୍ତୁ ଭିଡିଓ..

ବିରିନ୍ଦାପଡ଼ା ଓ ଗୁଞ୍ଜିବାଡ଼ିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । More

ପାରାଦୀପ: ସ୍ୱସ୍ତିକ ଷ୍ଟିଭେଡର ଲିମିଟେଡକୁ ସୋ-କଜ୍ ନୋଟିସ ! ବିନା ସ୍ଲିପ୍‌ରେ ପୋର୍ଟରୁ ଉଠାଉଥିଲା କୋକିଂ କୋଲ

ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ମାଗିଛନ୍ତି ସୋ-କଜ୍ ନୋଟିସ । କୋକିଂ କୋଲ୍ ଚାଲାଣକୁ ନେଇ କାରଣ ଦର୍ଶାଅ ନୋଟିସ୍ । More

ନୀତି ଆୟୋଗ ବୈଠକରେ ଓଡ଼ିଶାର ରଖିଲା ଗୁରୁତ୍ୱପୂର୍ଣ୍ଣ ଦାବି

ଟେଲିକମ୍, ରେଲୱେ ଓ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଓଡ଼ିଶାକୁ ସ୍ୱତନ୍ତ୍ର ଧ୍ୟାନ ଲାଗି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । More

ଶ୍ରୀମନ୍ଦିର ପ୍ରଶାସନ ଚାହିଁଲେ ASI କରିବ ରତ୍ନ ଭଣ୍ଡାର ମରାମତି

ରତ୍ନଭଣ୍ଡାରର କଣ୍ଟ୍ରୋଲ ଏଏସ୍ଆଇ ପାଖରେ ନାହିଁ । ଶ୍ରୀମନ୍ଦିର ପ୍ରଶାସନ ଆବେଦନ କଲେ ହେବ ରତ୍ନଭଣ୍ଡାର ମରାମତି । More

ପୁଣି ଅଘଟଣ ! ଶ୍ରୀମନ୍ଦିର ସରଘରେ ଲାଗିଲା ନିଆଁ

ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲାଗିବାର କାରଣ ଖୋଜୁଛନ୍ତି । More

ଚୋର ପାଇଁ ରାତି ରାତି ଉଜାଗର: ଯାହାକୁ ଦେଖିବ ତା’ ହାତରେ ଠେଙ୍ଗା, ବାଡ଼ି..

୧୫ ଦିନ ହେଲା ସାରା ରାତି ଅନିଦ୍ରା ରହୁଛନ୍ତି ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଅଧୀନ ବିଭିନ୍ନ ଗାଁର ଲୋକ। ଚୋର ଧରିବାକୁ ରାତି ଉଜାଗର ହେବାକୁ ପଡ଼ୁଛି।  More

ଖୁସି ଖବର ! ବଢ଼ିଲା ହୋମ୍‌ଗାର୍ଡଙ୍କ ଦରମା

ପୂର୍ବରୁ ମିଳୁଥିବା ଅନ୍ୟାନ୍ୟ ଭତ୍ତା ପୂର୍ବବତ୍ ବଳବତ୍ତର ରହିବ । More

ରାତାରାତି ଗଡ଼ବଡ଼: ବୁଧବାର ରାତିରେ ରାସ୍ତା କାମ, ଗୁରୁବାର ସକାଳୁ ଉଠିଗଲା ପିଚୁ

ବୁଧବାର ରାତିରେ କଟକ ଲିଙ୍କ୍ ରୋଡ-ବାଦାମବାଡ଼ି ମୁଖ୍ୟ ରାସ୍ତା କାମ ହୋଇଥିଲା। ତେବେ ଗୁରୁବାର ସକାଳକୁ ରାସ୍ତାରେ ଆଉ ପିଚୁ ନାହିଁ, ରାସ୍ତା ସାରା ଖାଲି ଗୋଡ଼ି ହିଁ ଗୋଡ଼ି। More

ଓଡ଼ିଶାରେ ବି ବଢ଼ିଲାଣି କରୋନା ପ୍ରକୋପ, ଦିନକରେ ୭୩୦ ନୂଆ ଆକାନ୍ତା

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧୮ ହଜାର ୮୭୫କୁ ବୃଦ୍ଧି । ଆକ୍ଟିଭ୍ କେସ୍- ୫୮୫୧, ସୁସ୍ଥ ହେଲେଣି ୧୩ ଲକ୍ଷ ୩ ହଜାର ୮୨୩ ଜଣ । More

ପୁଣି କାୟା ବିସ୍ତାର କଲାଣି କରୋନା, ଦିନକରେ ୪୦ ମୁଣ୍ଡ ନେଲା

ଏବେ ସୁଦ୍ଧା କରୋନାରୁ ସୁସ୍ଥ ହେଲେଣି ୪ କୋଟି ୩୪ ଲକ୍ଷ ୮୪ ହଜାର ୧୧୦ ଜଣ । More

୨୦ ଜିଲ୍ଲାକୁ ଓ୍ୱାର୍ଣ୍ଣିଂ ! ଆହୁରି ୩ ଦିନ ପ୍ରବଳ ବର୍ଷିବ

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି । ପ୍ରଭାବରେ ଆସନ୍ତା ୧୦ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା । More

ଲଗାଣ ବର୍ଷାରେ ଉବୁଟୁବୁ ସହର: ସ୍ମାର୍ଟ ସିଟିରେ ପୁଣି ବନ୍ୟା ସ୍ଥିତି

ଘୂର୍ଣ୍ଣିବଳୟ ପ୍ରଭାବରେ ଜାରି ରହିଛି ବର୍ଷା। More

ଇତିହାସ ରଚିଲେ ଭିନେଶ ଫୋଗଟ

ଖାଲି ସେତିକି ନୁହେଁ ୫୭ କେଜି ପୁରୁଷ ବର୍ଗରେ ରବି ଦାହିୟାଙ୍କୁ ବି ମିଳିଛି ସ୍ୱର୍ଣ୍ଣ ପଦକ। More

ମ୍ୟୁଜିୟମରେ ଓଡ଼ିଆ ଯବାନଙ୍କ ଗୁଳିବର୍ଷା

 ଗୁଳିମାଡ଼ରେ ଓଡ଼ିଆ ଯବାନ ASI ଆର୍.କେ ଷଡ଼ଙ୍ଗୀଙ୍କ ମୃତ୍ୟୁ ହୋଇଛି। More

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଅପାଠୁଆ କ୍ୱାକ୍ ସାଜିଛନ୍ତି ରୋଗୀଙ୍କ ଭରସା

ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳ ରୋଗୀସେବାକୁ ଏକପ୍ରକାର କବଜା କରି ରଖିଥିବା ଏସବୁ ନକଲି ଡାକ୍ତର ଆସୁଛନ୍ତି କେଉଁଠୁ? More

ପ୍ରତିଶ୍ରୁତି ଓ ସମର୍ପଣର ନିଆରା କାହାଣୀ: ପଙ୍ଗୁ ପ୍ରେମିକର ହାତ ଛାଡ଼ିଲେନି ପ୍ରେମିକା, ସିନ୍ଦୁର ନାଇ ବନିଲେ ସାତଜନ୍ମର ସାଥୀ

ପ୍ରେମ ପ୍ରତିଶ୍ରୁତିର ନିଆରା ଭାବନା ଭିତରେ ଆଜି ନିଜକୁ ସମର୍ପି ଦେଇଛନ୍ତି ଜଗତସିଂପୁରର ସ୍ୱପ୍ନାରାଣୀ ବାରିକ More