ସଂକ୍ଷେପରେ ଆଜିର ତାଜା ଖବର - Saturday, 04 June 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳ: ୧୩ କ୍ୟାବିନେଟ୍, ୮ ରାଷ୍ଟ୍ରମନ୍ତ୍ରୀ !

ବିଧାୟକଙ୍କ ପାଖକୁ ଗଲା ନବୀନ ନିବାସରୁ ଫୋନ୍‌ କଲ୍‌ More

ସମ୍ଭାବ୍ୟ ମନ୍ତ୍ରୀଙ୍କ ପାଖକୁ ଗଲା ଫୋନ୍‌ କଲ

ମନ୍ତ୍ରିମଣ୍ଡଳର ସ୍ଥାନ କିଏ ପାଇବେ ଏହାର କାଉଣ୍ଟଡାଉନ୍ ଆରମ୍ଭ More

ପୁଣି ନବୀନଙ୍କ ମାଷ୍ଟର ଷ୍ଟ୍ରୋକ୍; ୨୨ ବର୍ଷ ଶାସନରେ ପ୍ରଥମ ଥର ପାଇଁ ସବୁ ମନ୍ତ୍ରୀଙ୍କ ଇସ୍ତଫା

ମନ୍ତ୍ରିମଣ୍ଡଳ ନବକଳେବର ପୂର୍ବରୁ ୨୨ ବର୍ଷ ଶାସନରେ ପ୍ରଥମ ଥର ପାଇଁ ଇସ୍ତଫା ଦେଲେ ସବୁ ମନ୍ତ୍ରୀ, କାଲି ଲୋକସେବା ଭବନ କନ୍‌ଭେନ୍‌ସଲନ୍‌ ହଲ୍‌ରେ ଦିନ ୧୧ଟା ୪୫ରେ ନୂଆ ଟିମ୍‌ର ଶପଥଗ୍ରହଣ । More

‘ହାଇକୋର୍ଟରେ ମାମଲା ଥିଲା, ସୁପ୍ରିମକୋର୍ଟ କାହିଁକି ଗଲେ ଆବେଦନକାରୀ?’

ହାଇକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ହାଇକୋର୍ଟରେ ମାମଲା ଚାଲୁଥିବା ବେଳେ ସୁପ୍ରିମକୋର୍ଟ କାହିଁକି ଗଲେ ଆବେଦନକାରୀ: ଷଡ଼ଯନ୍ତ୍ରର ଗନ୍ଧ ବାରିଲେ ଅପରାଜିତା More

ବିଜେପିରେ ବ୍ରଜରାଜନଗର କମ୍ପନ : ଆତ୍ମଘାତୀ କାର୍ଯ୍ୟ ନେଇ ସନ୍ଦେହ କଲେ ଦଳର ବରିଷ୍ଠ ନେତା

ଦଳର ଏଭଳି ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ବିଜେପି ନେତା ପ୍ରଦୀପ ପୁରୋହିତ ଆହୁରି କହିଛନ୍ତି, ବ୍ରଜରାଜନଗରରେ କଂଗ୍ରେସ ପ୍ରାର୍ଥୀଙ୍କୁ ଅର୍ଥବଳରେ ବିଜେଡି କିଣିଛି । More

ମଧ୍ୟାହ୍ନ ଭୋଜନ ଚାଉଳରେ ଘୋଟାଲା : ୫୦ କିଲୋର ବସ୍ତା, କିନ୍ତୁ ଭିତରେ ୪୫ କେଜି ଚାଉଳ

ମଧ୍ୟାହ୍ନ ଚାଉଳରେ ବଡ଼ ଧରଣର ହେଉଛି ଘୋଟାଲା। ୫୦ କିଲିଆ ବସ୍ତାରେ ଦିଆଯାଉଛି ୪୫ କିଲୋ ଚାଉଳ More

ନବୀନ ମନ୍ତ୍ରୀମଣ୍ଡଳର ତାଲିକାରେ ଏମାନଙ୍କ ନାଁ ଚର୍ଚ୍ଚା

ହେଡକ୍ୱାଟର୍ସ ନଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି।  More

ଝିଅ ବିଦା ବେଳେ ପ୍ରେମିକର ହଙ୍ଗାମା : ବିଚ୍‌ ରାସ୍ତାରେ ଅଟକିଲା ବରଗାଡ଼ି, ଥାନାରେ ପହଞ୍ଚିଲା ମାମଲା

ଧୋକା ଦେଇ ଆଉ ଜଣଙ୍କ ହାତ ଧରିଲା ପ୍ରେମିକା । ଝିଅ ବିଦା ହେବା ବେଳେ ଖେଳ ବିଗାଡ଼ି ଦେଲା ପ୍ରେମିକ । More

ସିକ୍ରେଟ୍‌ ଚାମ୍ବରରେ ସିକ୍ରେଟ୍‌ ଚାଲାଣ: ‘ପୁଷ୍ପା’ ଷ୍ଟାଇଲ୍‌ରେ କରୁଥିଲେ ଏମିତି କାମ, ଧରାପଡ଼ିଗଲେ...

ଟ୍ରକ୍‌ରେ ସିକ୍ରେଟ୍‌ ଚାମ୍ବର କରାଯାଇ ଚାଲାଣ ହେଉଥିଲା ଗଞ୍ଜେଇ। କେଜିଏ କି ୨ କେଜି ନୁହେଁ ଏକାଥରକେ ୧୦ କ୍ୱିଣ୍ଟାଲ ଗଞ୍ଜେଇ ରାଜ୍ୟ ବହାରକୁ ଚୋରା ଚାଲଣ ପାଇଁ ଯୋଜନା ହୋଇଥିଲା। More

ନବୀନଙ୍କ ମନ୍ତ୍ରିମଣ୍ଡଳର ହେବ ନବକଳେବର : ଇସ୍ତଫା ଦେଲେ ସମସ୍ତ ମନ୍ତ୍ରୀ, ଆସନ୍ତାକାଲି ଶପଥ ଗ୍ରହଣ

ଆସନ୍ତାକାଲି ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ । More

ପରିକ୍ରମା ପ୍ରକଳ୍ପ ମାମଲାରେ ଅପରାଜିତାଙ୍କ ଯୁକ୍ତି ! ହାଇକୋର୍ଟରେ କେସ୍‌ ଥିଲା, ସୁପ୍ରିମ୍‌କୋର୍ଟ ଗଲେ କାହିଁକି ?

ମାମଲା ହାଇକୋର୍ଟରେ ଥିବା ବେଳେ ସୁପ୍ରିମକୋର୍ଟ ଯିବା କିଛି କାରଣ ନଥିଲା । ଏନେଇ କିଛି ସ୍ପଷ୍ଟତା ଆସିନି, ଏସବୁର ସ୍ପଷ୍ଟ କରାଯିବା ଦରକାର ବୋଲି ସେ କହିଛନ୍ତି । More

କାହିଁକି ବ୍ରଜରାଜନଗରରେ ହାରିଲା ବିଜେପି ? ସାଂଘାତିକ ଅଭିଯୋଗ ଆଣିଲେ ପ୍ରଦୀପ ପୁରୋହିତ

ବ୍ରଜରାଜନଗର ଉପନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟକୁ ନେଇ ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ସାଂଘାତିକ ଅଭିଯୋଗ କରିଛନ୍ତି। ଏଭଳି ପରାଜୟ ପଛରେ ନିଜ ଦଳର ଆତ୍ମଘାତୀ କାର୍ଯ୍ୟ ଥାଇପାରେ ବୋଲି ସେ ଅଭିଯୋଗ କରିଛନ୍ତି। More

Breaking News : ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା, ୨/୪ଜଣ ମନ୍ତ୍ରୀଙ୍କୁ ଫୋନ୍ ଯାଇଥିବା ସୂଚନା

ନବୀନଙ୍କ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ହେଉଛି More

ସରକାରୀ ମେଡିକାଲରେ ଏମିତି ଚାଲିଛି ଚିକିତ୍ସା ! ମୋବାଇଲ ଲାଇଟ୍‌ରେ ହେଉଛି ମୁଣ୍ଡର ଷ୍ଟିଚ୍‌

ଭାଟପଡ଼ା ଗାଁର କୃପାସିନ୍ଧୁ ସାହୁ ନାମକ ଜଣେ ବ୍ୟକ୍ତି ଦୁର୍ଘଟଣାରେ ଗୁରୁତର ହୋଇ ମେଡିକାଲ ଆସିଥିଲେ । ପରେ ତାଙ୍କର ମୋବାଇଲ ଲାଇଟ୍‌ରେ ଚିକିତ୍ସା କରାଯାଇଥିଲା । More

କେବେ ବାହାରିବ ମାଟ୍ରିକ ରେଜଲ୍ଟ ? ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ...

ମେ’ ୨୧ରେ ମାଟ୍ରିକ ଖାତା ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା।ଦଶମ ଶ୍ରେଣୀ ସହିତ ଏସ୍ଓସ୍ ଓ ମଧ୍ୟମା ପରୀକ୍ଷାର ଖାତା ମୂଲ୍ୟାୟନ କରାଯାଇଥିଲା। ରାଜ୍ୟର ମୋଟ୍‌ ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହୋଇଥିଲା।  More

ଅଭାବନୀୟ ଦୃଶ୍ୟ ! ମୃତକଙ୍କ ପୋଷ୍ଟମର୍ଟମ ପାଇଁ କାନ୍ଧରେ ଶବ ବୋହୁଛନ୍ତି ପରିବାର

ବ୍ୟବଚ୍ଛେଦ ପାଇଁ କାନ୍ଧରେ ବୋହି କୋରାପୁଟ ଚାଲିଲେ ପରିବାର । ଟିକିରି ଥାନା ପୋଲିସର ଦାୟିତ୍ୱହୀନତାକୁ ନେଇ ଅସନ୍ତୋଷ । More

୯ ଘଣ୍ଟା ଜେରା ପରେ ପ୍ରଭାତଙ୍କୁ ଛାଡ଼ିଲା ED

ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ୯ ଘଣ୍ଟାର ଜେରା ପରେ ଛାଡ଼ିଲା ED। ଅର୍ଥତତ୍ତ୍ୱ ଚିଟଫଣ୍ଡ୍ ଲିଙ୍କ୍‌ରେ ତାଙ୍କୁ ହାଜର ପାଇଁ ED ପକ୍ଷରୁ ନୋଟିସ୍ ହୋଇଥିଲା। More

Daily Horoscope 4th June 2022: ବୃଷ-ସିଂହ-କନ୍ୟା ରାଶି ବ୍ୟକ୍ତିଙ୍କ ପାଇଁ ଘାତବାର, ଜାଣନ୍ତୁ କେମିତି କଟିବ ଦିନ

ଆଜି ଦିନର ମହତ୍ତ୍ୱ କଣ ରହିଛି, ଆସନ୍ତୁ  ଜାଣିବା । ୨୦୨୨ ମସିହା ଜୁନ ତା ୪ ରିଖ ଶନିବାର ବୃଷ ୨୧ ଦିନ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି ପୂଷ୍ୟା । ନକ୍ଷତ୍ର କର୍କଟ ଚନ୍ଦ୍ର  More

ସତର୍କ ରୁହନ୍ତୁ ! ଆଜି ୮ ଜିଲ୍ଲାରେ ବଜ୍ରପାତ ସହ କାଳବୈଶାଖୀ ସମ୍ଭାବନା

କାଳବୈଶାଖୀ ଓ ବଜ୍ରପାତ ଆଶଙ୍କା ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ସକାଳ ସାଢ଼େ ୮ଟାରୁ ଆସନ୍ତାକାଲି ସକାଳ ସାଢ଼େ ୮ଟା ଯାଏ ଏହିସବୁ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି ହୋଇଛି। More

ଏପଟେ ସାଇକେଲକୁ ନେଇ ସଚେତନତା, ସେପଟେ ଖତ ଖାଉଛି ଶହ ଶହ ସାଇକେଲ୍

ସାଇକେଲ୍‌କୁ ନେଇ ସରକାରୀସ୍ତରରେ ଉଠିଛି ସଚେତନତା ବାର୍ତ୍ତା। ତେବେ ଏହା କେବଳ ପ୍ରଚାର ପାଇଁ ନା ସାଇକେଲ୍‌ର ଲୋକପ୍ରିୟତା ଫେରାଇ ଆଣିବାକୁ ପ୍ରୟାସ ତାକୁ ନେଇ ଉଠିଛି ପ୍ରଶ୍ନ। କାରଣ ‘ମୋ ସାଇକେଲ୍‌’ ଯୋଜନା ଫେଲ୍ ମାରିଛି। More

ବ୍ରଜରାଜନଗର ଉପ ନିର୍ବାଚନରେ ବାଜିମାରିଲା ବିଜେଡି

ବ୍ରଜରାଜନଗର ଉପ ନିର୍ବାଚନରେ ବିଜେଡିର ହୋଇଛି ବଡ଼ ବିଜୟ। ଜିନ୍ଦାବାଦ ଧ୍ୱନୀରେ ପ୍ରକମ୍ପିତ ହେଉଛି ସାରା ପରିବେଶ। ଝାରସୁଗୁଡାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସବୁଠି ବିଜେଡିରେ ଉତ୍ସାହ। More

ଉପାନ୍ତ ଇଲାକାରେ ଡଙ୍କ ମୋଡ଼ିଛି ମୋବାଇଲ୍ ଏଟିଏମ୍ ସେବା; ପୋଲ୍ ଖୋଲିଥିଲେ ଏଜି

କୋଟି କୋଟି ଟଙ୍କା ବ୍ୟୟରେ ଉପାନ୍ତ ଓ ଆଦିବାସୀ ଇଲାକାରେ ଲାଗିଛି ମୋବାଇଲ୍ ଏଟିଏମ୍ ସେବା । ହେଲେ ସୁବିଧାରୁ ବଞ୍ଚିତ ହେଉଛନ୍ତି ଉପଭୋକ୍ତା... More

ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ବଡ଼ ରାୟ; ରହିତାଦେଶ ପାଇଁ ଦାଖଲ ଲିଭ୍ ପିଟିସନ୍ ଖାରଜ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ସୁପ୍ରିମ୍‌କୋର୍ଟରେ ଦାଖଲ ଦୁଇ ଦୁଇଟି ସ୍ପେଶାଲ୍ ଲିଭ୍ ପିଟିସନ୍‌କୁ ସର୍ବୋଚ୍ଚ ଅଦାଲତ ଆଜି ତାଙ୍କ ରାୟରେ ଖାରଜ କରି ଦେଇଛନ୍ତି । More

ଜାଲ ସାର୍ଟିଫିକେଟ୍ ଦେଇ ଚାକିରି କରିବା ପଡ଼ିଲା ମହଙ୍ଗା; ନିଲମ୍ବିତ ହେଲେ ଉଭୟ ଶିକ୍ଷକ ପତି ଓ ପତ୍ନୀ

ମହଙ୍ଗା ପଡିଲା ଜାଲ ସାର୍ଟିଫିକେଟରେ ଦେଇ ଚାକିରି କରିବା । ଉଭୟ ଶିକ୍ଷକ ପତି ଓ ପତ୍ନୀ ନିଲମ୍ବିତ.. More