ସଂକ୍ଷେପରେ ଆଜିର ତାଜା ଖବର - Saturday, 12 February 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମୋ ଭୋଟର ମୋ ଅଧିକାର ସଚେତନତା କର୍ମଶାଳା

ଜନସାଧାରଣ ସବୁ ନିୟମ ପାଳନ କରି ସେମାନଙ୍କର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରନ୍ତୁ ବୋଲି ଉପସ୍ଥିତ ବିଶିଷ୍ଟ ବକ୍ତାମାନେ ମତପୋଷଣ କରିଥିଲେ। More

ପଞ୍ଚାୟତ ନିର୍ବାଚନରେ ନୂଆ ଟ୍ରେଣ୍ତ: ପରୀକ୍ଷା ଦିଅ, ପ୍ରାର୍ଥୀ ହୁଅ

ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କୁ ଏମିତି ତିର୍ଯ୍ୟକ ଆଉ ସିଧାସଳଖ ପ୍ରଶ୍ନ ମୁହଁରେ ନୁହେଁ, ପରୀକ୍ଷା ଖାତାରେ ପଚାରିଛନ୍ତି ଭୋଟର । More

ପଞ୍ଚାୟତ ପ୍ରଚାରରେ ମାତୁଛନ୍ତି ସରକାରୀ ବାବୁ

ଏବେ ପ୍ରଶ୍ନ ଉଠୁଛି, ସରକାରୀ କର୍ମଚାରୀ କାହିଁକି ରାଜନୈତିକ ଦଳଗୁଡ଼ିକର ହାତବାରିସି ସାଜୁଛନ୍ତି? More

ଟୀକାକରଣ କାର୍ଯ୍ୟକ୍ରମକୁ ନେଇ କର୍ମଶାଳା

'ମୋ ଭୋଟ୍ ମୋ ଅଧିକାର' ତଥା କୋଭିଡ ସମୟରେ ଉପଯୁକ୍ତ ବ୍ୟବହାର ଓ ଟୀକାକରଣ କାର୍ଯ୍ୟକ୍ରମକୁ ନେଇ କର୍ମଶାଳା ।  ସଚେଚନତାର କର୍ମଶାଳାର ପ୍ରଥମ ଦିନ ଅନୁଷ୍ଠିତ ହୋଇଯାଇଛି । କେନ୍ଦୁଝର ସୂଚନା ଓ  ପ୍ରସାରଣ ମନ୍ତ୍ରାଳୟ ଅଧିନସ୍ଥ କ୍ଷେତ୍ର ଜନ ସଂପର୍କ କାର୍ଯ୍ୟାଳୟରେ ଛାତ୍ରଛାତ୍ରୀ,SHG ଗୋଷ୍ଠିର ମାଆ ମାନଙ୍କୁ ନେଇ କର୍ମଶାଳା ଅନୁଷ୍ଠିତ । More

ଆଖି ଆଗରେ ପୋଲିସ ନେଇଗଲେ ୨୦ ବର୍ଷର ଅର୍ଜିତ କଳା ଟଙ୍କା

ଘରୁ ବାହାରୁଛି ବିଡା ବିଡା ଟଙ୍କ।। ପୋଲିସ କର୍ମଚାରୀ ମଧ୍ୟ ଦେଖିକି ତାଜୁବ More

ବ୍ୟାଙ୍କ ଜମାଠୁ ନେଇ ସୁନା ଗହଣା, କୁବେର ଏଡିଏମ କେମିତି ଅର୍ଜିଲେ ଅମାପ ସମ୍ପତ୍ତି ?

ଚାକିରିକୁ ବାକି ଥିଲା ଆଉ ମାତ୍ର ୧୬ ଦିନ । ୧୬ ଦିନ ପରେ ଚାକିରିରୁ ଅବସର ନେଇଥାନ୍ତେ କରିତର୍କମା ଦୁର୍ନୀତିଖୋର ସରକାରୀ ବାବୁ । ଆଉ ସବୁ ଦୁର୍ନୀତି ପରଦା ପଛରେ ରହିଯାଇଥାନ୍ତା । ହେଲେ ଖେଳ ଖତମ ହେବା ଆଗରୁ ବାବୁଙ୍କ ଦୁର୍ନୀତିକୁ ପରଦା ସାମ୍ନାକୁ ଆଣିଛି ଭିଜିଲାନ୍ସ । More

ଭୋଟିଂରୁ ବଞ୍ଚିତ ହେବେ ୭ ଲକ୍ଷ ଯୁବ ଭୋଟର !

୧୬ ରୁ ୨୪ ମଧ୍ୟରେ ଅଫଲାଇନ ପରୀକ୍ଷା ପାଇଁ ନୋଟିସ୍ ଜାରି କରିଛନ୍ତି। More

ସ୍କୁଲ ଯିବାକୁ କହିବାରୁ ବିଷ ପିଇଲା ଛାତ୍ରୀ

ସ୍କୁଲ ଯିବାକୁ ବାଧ୍ୟ କରିଥିଲେ ପରିବାର ଲୋକ। More

ଭୋଟ ଗ୍ରହଣର ୩୬ ଘଣ୍ଟା ପୂର୍ବରୁ ଏରିଆ ଛାଡ଼ିବେ ବାହାର ଲୋକ

ନିର୍ବାଚନ ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କ ସହ ରାଜ୍ୟ ନିର୍ବାଚନ କମିଶନ ବୈଠକ କରିଛନ୍ତି। ବୈଠକରେ ଚୁଡ଼ାନ୍ତ ପ୍ରସ୍ତୁତି ନେଇ କମିଶନ ଆଲୋଚନା କରିଛନ୍ତି। ଉଭୟ ପୌର ଓ ପଞ୍ଚାୟତ ନିର୍ବାଚନ ନେଇ ବୈଠକରେ ସମୀକ୍ଷା ହୋଇଛି।  More

ସ୍କୁଲ୍‌ରେ ଲାଗିଲା ମାଓ ବ୍ୟାନର; ଭୋଟ୍‌ ବର୍ଜନ ପାଇଁ ଆହ୍ୱାନ୍‌

କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଅଧିନ ରଢ଼ିଗୁମା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଲାଗିଛି ମାଓ ବ୍ୟାନର । ସିପିଆଇ ମାଓବାଦୀ ବାଘୁନା ଡିଭିଜନାଲ କମିଟି ପକ୍ଷରୁ ଏହି ବ୍ୟାନର ଲାଗିବା ସହ ଭୋଟ ବର୍ଜନ କରିବାକୁ ଆହ୍ୱାନ ଦିଆଯାଇଛି । ମାଓ ବ୍ୟାନର ଦେଖି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । More

ସ୍କୁଲ୍‌ ପରେ ଏବେ ଖୋଲିବ ଅଙ୍ଗନବାଡ଼ି, ପ୍ରସ୍ତୁତି ପାଇଁ ଚିଠି

ରାଜ୍ୟରେ କରୋନା ସଂକ୍ରମଣ ଥମିବା ପରେ ରାଜ୍ୟବ୍ୟାପୀ ଅଙ୍ଗନବାଡ଼ି ସେଣ୍ଟର ଖୋଲିବାକୁ ପ୍ରସ୍ତୁତି ପାଇଁ ସବୁ ଜିଲ୍ଲାପାଳମାନଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଚିଠି ଲେଖା ଯାଇଛି।  More

ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ବୈଠକ

ରାଷ୍ଟ୍ରପତିଙ୍କ ରାମନାଥ କୋବିନ୍ଦଙ୍କ ପୁରୀ ଗସ୍ତ ପାଇଁ ପୁରୀ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ଏନେଇ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ବୈଠକ କରାଯାଇ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତକୁ କିପରି ଶୃଙ୍ଖଳିତ କରାଯିବ ସେନେଇ ସମସ୍ତ ଅଦିକାରୀଙ୍କ ସହ ଆଲୋଚନା ହୋଇଛି । More

ପେଟ ପାଇଁ କଲି ଜୋତା ପଲିସ୍, ନ୍ୟାୟ ପାଇଁ କରିବି ପଲିଟିକ୍ସ

ବହୁବାର ପ୍ରତାରଣାର ଶିକାର ହୋଇଛନ୍ତି, ଖାସ୍ ସେଇ ରାଗରେ ନିର୍ବାଚନ ଲଢ଼ୁଛନ୍ତି କାର୍ତ୍ତିକ ରାଓ। More

ସରପଞ୍ଚ ହେବାକୁ ହେଲେ ଦେବାକୁ ପଡ଼ିବ ପରୀକ୍ଷା !

ସରପଞ୍ଚ ହେବାକୁ ହେଲେ ପରୀକ୍ଷା ଦେବାକୁ ପଡ଼ିବ। ଆଉ ପରୀକ୍ଷାରେ ପାସ୍ କଲେ ଗାଁ ଲୋକେ ଭୋଟ୍ ଦେବେ। More

ସଡ଼କ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ, ଡ୍ରାଇଭର ଗୁରୁତର

ସଡ଼କ ଦୁର୍ଘଟଣାରେ ୨ ମୃତ । ବାଲେଶ୍ୱର ଖନ୍ତାପଡ଼ା ଥାନା ଦାଣ୍ଡକାଳି ମନ୍ଦିର ନିକଟରେ ହୋଇଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଆମ୍ପୁଲାନ୍ସ ସହ ଟ୍ରେଲର ଧକ୍କା ଫଳରେ ଦୁର୍ଘଟଣା ହୋଇଥିବା ଜଣାପଡିଛି । More

ଓଡ଼ିଶା ପାଇଁ ୫ ରେଳ ପ୍ରକଳ୍ପକୁ ମିଳିଲା ମଞ୍ଜୁର

ଓଡ଼ିଶା ପାଇଁ ୫ଟି ରେଳ ପ୍ରକଳ୍ପ ମଞ୍ଜୁର କରାଯାଇଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଭାଗିତାରେ ଏହି ପ୍ରକଳ୍ପର କ୍ରିୟାନ୍ୱୟନ ହେବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। More

ନକଲି ସସ୍‌, ନକଲି ସିମେଣ୍ଟ ପରେ ଏବେ ନକଲି ମଶାଧୂପ

କେତେବେଳେ ନକଲି ତେଲ, ଘିଅ ତ ଆଉ କେତେବେଳେ ନକଲି ଗୁଟଖା, ନକଲି ସସ, ନକଲି ଲଙ୍କାଗୁଣ୍ଡ ଆଦି କେତେ କଣ ପରେ ଏବେ ଦେଖିବାକୁ ମିଳିଛି ନକଲି ମଶାଧୂପ । More

ଏଥର ବି କୋଭିଡ୍ କଟକଣାରେ ପାଳନ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା

ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ୍ କଟକଣା ମଧ୍ୟରେ ପାଳନ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା। ରାତି ୧୦ଟାରେ ମହାଦୀପ ଉଠିବା ଲାଗି ସମୟ ଧାର୍ଯ୍ୟ ହୋଇଛି।  More

କୁବେର ବାବୁଙ୍କ ପୁଳାପୁଳା ସମ୍ପତ୍ତି, ଜାଣିଲେ ଉଡ଼ିଯିବ ହୋସ୍‌

ଭିଜିଲାନ୍ସ ଜାଲରେ ରାଜ୍ୟ ସରକାରଙ୍କ ଆଉ ଜଣେ କୁବେର ବାବୁ। ଭିଜିଲାନ୍ସ ସୁନ୍ଦରଗଡ଼ ADM ବିଶ୍ୱଜିତ୍‌ ମହାପାତ୍ରଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି। More

ମମିତା ମେହେର ହତ୍ୟା ମାମଲାରେ ଦାଖଲ ହେଲା ଚାର୍ଜସିଟ୍

ଘଟଣା ପଦାକୁ ଆସିବା ପରେ ସାରା ରାଜ୍ୟରେ ମମିତା ନିଆଁ ତେଜିବାରେ ଲାଗିଥିଲା। More

ମୋ ଚାକିରି କାଳ ଭିତରେ କେବେବି ସୀମା ଡେଇଁନି: ବିଶ୍ୱେଶ୍ୱର ଟୁଡୁ

ଖୋଲାକଥାର ହଟସିଟ୍‌ରେ କେନ୍ଦ୍ର ଜଳସମ୍ପଦ ଓ ଆଦିବାସୀ ଉନ୍ନୟନ ମନ୍ତ୍ରୀ। ରାଜ୍ୟର ଶାସନ ବ୍ୟବସ୍ଥାକୁ ନେଇ କଣ କହୁଛନ୍ତି, ପଢନ୍ତୁ More

ଓଡ଼ିଶାରେ ନାହିଁ ମାରାତ୍ମକ ଡେଲ୍‌ଟା ଭାରିଆଣ୍ଟ୍ କୋପ

ଓମିକ୍ରନ୍ ଯୋଗୁ ଅଧିକାଂଶ ଆକ୍ରାନ୍ତଙ୍କ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ସୃଷ୍ଟି ହୋଇସାରିଛି। More

କାହିଁକି ଜୀବନ ହାରିଲେ ଓୟୁଏଟି ଆସିଷ୍ଟାଣ୍ଟ୍ ପ୍ରଫେସର ବାସନ୍ତୀ ଜେନା

କାହିଁକି ଓ କେଉଁ ପରିସ୍ଥିତିରେ ଜୀବନ ହାରିଲେ ଓୟୁଏଟିର ଆସିଷ୍ଟାଣ୍ଟ୍ ପ୍ରଫେସର ବାସନ୍ତୀ ଜେନା? ୬ ବର୍ଷର ପୁଅ ଆଉ ସ୍ୱାମୀଙ୍କୁ ଛାଡ଼ି କେଉଁ କାରଣ ପାଇଁ ନେଲେ ଚରମ ନିଷ୍ପତ୍ତି? ସ୍ୱାମୀ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ବାପଘର ଲୋକ ଏହାକୁ ବିଶ୍ୱାସ କରୁ ନାହାନ୍ତି। More

ମତଦାନର ୧୦ ଦିନ ପରେ ଗଣତିକୁ ନେଇ ଗଡ଼ବଡ଼ ଆଶଙ୍କାରେ ବିରୋଧୀ

ପ୍ରଥମ ପର୍ଯ୍ୟାୟ ଭୋଟ ସରିବାର ୧୦ ଦିନ ପରେ ହେବ ଗଣତି। ସେଦୃଷ୍ଟିରୁ ଭୋଟ ବାକ୍ସର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। More