Advertisment

ଅକ୍ଟୋବର ୧ରୁ ବଢ଼ିବ ବର୍ଷା!

ଆସନ୍ତାକାଲି ଏବଂ ୨୯ ତାରିଖରେ ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଅଦ୍ୟତନ ହୋଇଛି
Weather Update

Weather Update

Advertisment

ଆସନ୍ତା ଅକ୍ଟୋବର ୧ରୁ ରାଜ୍ୟରେ ବଢିବ ବର୍ଷା । ହେଲେ ଆସନ୍ତାକାଲି ଏବଂ ୨୯ ତାରିଖରେ ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏପଟେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପାଇଁ ପାଣିପାଗ ଅନୁକୂଳ ରହିଥିବା ନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Advertisment

ସୂଚନାଯୋଗ୍ୟ, କରୋନା ଯୋଗୁ ଗତ ୨ ବର୍ଷ ହେବ ଦଶହରା ପୂଜା ବିନା ଶ୍ରଦ୍ଧାଳୁରେ ପାଳିତ ହୋଇଥିବା ବେଳେ ଏଥର ମହାଆଡମ୍ବରରେ ପୂଜା ପାଳନ ନିମନ୍ତେ ଚାଲିଛି ପ୍ରସ୍ତୁତି। ମାତ୍ର ପାଣିପାଗ ବିଭାଗର ଆକଳନ ଲୋକଙ୍କୁ ନିରାଶ କରିଛି। ବର୍ଷାରେ ପୂଜାର ମଜା ଫିକା ପଡ଼ିଯିବ ବୋଲି ଆଲୋଚନା ହେଉଛି।

Weather Update Heavy Rainfall
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ