Advertisment

Weather Update: ଆଜିଠୁ ବଢିବ ତାପମାତ୍ରା, ଉପରମୁହାଁ ହେବ ପାରଦ

ଗତ କିଛିଦିନ ଧରି କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟରେ ତାପମାତ୍ରା ହ୍ରାସ ପାଇଥିଲା। ୪୦ ଡିଗ୍ରୀ ତଳେ ରହିଥିଲା ସବୁ ସହରର ପାରଦ। ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡ ରଚିଥିଲା

ଅଦ୍ୟତନ ହୋଇଛି
Weather

Weather

Advertisment

କମିଲା କାଳବୈଶାଖୀ ପ୍ରକୋପ । ଆଜିଠୁ ରାଜ୍ୟରେ ପୁଣି ବଢିବ ତାପମାତ୍ରା। ଖରାରେ କଲବଲ ହେବେ ରାଜ୍ୟବାସୀ। ଆସନ୍ତା ତିନିଦିନ ପର୍ଯ୍ୟନ୍ତ ସ୍ୱାଭାବିକଠୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର।

Advertisment

ଅଧିକ ପଢ଼ନ୍ତୁ: ତାତିରୁ ନାହିଁ ନିସ୍ତାର, ଆଗକୁ ଆହୁରି ବଢିବ ତାପମାତ୍ରା

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ରାଜ୍ୟରେ ପୁଣି ଉପରମୁହାଁ ହେବ ପାରଦ । ଆସନ୍ତା ତିନିଦିନ ପର୍ଯ୍ୟନ୍ତ ସ୍ୱାଭାବିକଠୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବା

ଉଲ୍ଲେଖଯୋଗ୍ୟ, ଗତ କିଛିଦିନ ଧରି କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟରେ ତାପମାତ୍ରା ହ୍ରାସ ପାଇଥିଲା। ୪୦ ଡିଗ୍ରୀ ତଳେ ରହିଥିଲା ସବୁ ସହରର ପାରଦ। ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡ ରଚିଥିଲା । କୁଆପଥର ବର୍ଷାରେ ବେହାଲ ହୋଇଥିଲା ଜୀବନ । ଆଜିଠୁ ପୁଣି ତାପମାତ୍ରା ବଢିବା ସହ ଖରା ସହ ଗୁଳୁଗୁଳି ଅନୁଭୂତ ହେବା ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଅଧିକ ପଢ଼ନ୍ତୁ:  ଆଜିଠୁ ରାଜ୍ୟରେ କମିବ ବର୍ଷା, ବଢିବ ତାପମାତ୍ରା

Weather Odisha Weather Weather Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ