Advertisment

ଏପ୍ରିଲ ଆରମ୍ଭରୁ ଫୁଟିଲାଣି ଟିଟିଲାଗଡ଼

ଏପ୍ରିଲ ଆରମ୍ଭରୁ ଫୁଟିଲାଣି ଟିଟିଲାଗଡ଼। ଗତକାଲି ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଥିଲା। ଟିଟିଲାଗଡ଼ ସହରର ସର୍ବାଧିକ ତାପମାତ୍ରା ୪୩.୪ ଡିଗ୍ରୀ ସେଲସିୟସ ଥିଲା। ସାଧାରଣତଃ ଏପ୍ରିଲ ମାସରେ ତାତିରେ ରେକର୍ଡ କରେ ଟିଟିଲାଗଡ଼।

Titilagarh Sizzles Under Heat Wave Conditions

୨୦୧୬ ଏପ୍ରିଲ ୨୪ରେ ଟିଟିଲାଗଡ଼ରେ ପାରଦ ସର୍ବାଧିକ ୪୮.୫ ଡିଗ୍ରୀ ଛୁଇଁଥିଲା। ଟିଟିଲାଗଡ଼ ପରେ ବଲାଙ୍ଗିର ଥିଲା ରାଜ୍ୟର ଦ୍ୱିତୀୟ ଉତ୍ତପ୍ତ ସହର। ଏଠି ତାପମାତ୍ରା ୪୨.୪ ଡିଗ୍ରୀ ସେଲସିୟସ ଥିଲା। ଝାରସୁଗୁଡ଼ା, ସୁନ୍ଦରଗଡ଼, ତାଳଚେର, ସୋନପୁର, ବୌଦ୍ଧ, ଭବାନୀପାଟଣା ଆଦି ୮ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। 

ଗତ କିଛି ଦିନ ହେଲାଣି ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ତେଣୁ ଛାତ୍ରଛାତ୍ରୀଙ୍କ ସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜିଠୁ ସକାଳୁଆ ସ୍କୁଲ୍‌ ଆରମ୍ଭ ହୋଇଛି। ସକାଳୁ ପ୍ରାର୍ଥନା, ବ୍ୟାୟମ ପରେ ଛାତ୍ରଛାତ୍ରୀ କ୍ଲାସ୍ କରିଛନ୍ତି। 

Advertisment
Heat Wave Heat Wave In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ