ଅଦ୍ୟତନ ହୋଇଛି
Normal rainfall during monsoon this year
Advertisment
ଚଳିତ ବର୍ଷ ସ୍ୱାଭାବିକ ହେବ ମୌସୁମୀ ବର୍ଷା। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମୌସୁମୀ ବର୍ଷା ପରିମାଣ ୯୬% ହେବା ନେଇ ପୂର୍ବାନୁମାନ କରାଯାଇଛି। ଏନେଇ ପ୍ରେସ୍ମିଟ୍ରେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
Advertisment
୯୬%ରୁ ୧୦୪% ବର୍ଷା ହେଲେ ସ୍ୱାଭାବିକ କୁହାଯାଏ। ମୌସୁମୀର ଦ୍ୱିତୀୟାର୍ଦ୍ଧରେ ‘ଏଲ୍-ନିନୋ’ ସମସ୍ୟା ସମ୍ଭାବନା ରହିଛି। ‘ଏଲ୍-ନିନୋ’ ସମ୍ଭାବନା ଥିଲେ ବି ବର୍ଷା ପରିମାଣ କମିବନି ବୋଲି IMD ଡିଜି ସୂଚନା ଦେଇଛନ୍ତି।
ଅଧିକ ପଢ଼ନ୍ତୁ: ପ୍ରଚଣ୍ଡ ତାତି ! କଲବଲ ହେଲାଣି ଓଡ଼ିଶା, ଝାରସୁଗୁଡ଼ା-ବାରିପଦାରେ ୪୦ ଡିଗ୍ରୀ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681197975.jpg)