Advertisment

ଖୁବ୍‌ଶୀଘ୍ର ଓଡ଼ିଶା ଛୁଇଁପାରେ ମୌସୁମୀ, ଆକାଶରେ ଘୋଟି ଆସିବ କଳା ବାଦଲ !

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ପରେ ପ୍ରଥମେ ଦକ୍ଷିଣ ଓଡ଼ିଶାରେ ବର୍ଷା ହୋଇପାରେ ବୋଲି ଆଶା କରାଯାଉଛି।

ଅଦ୍ୟତନ ହୋଇଛି
Monsoon expected to reach Odisha before June 16

Monsoon expected to reach Odisha before June 16

Advertisment

ଆସନ୍ତା ୧୫-୧୬ ତାରିଖରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁପାରେ। ଭାରତୀୟ ପାଣିପାଗ ବିଭାଗର ବୈଜ୍ଞାନିକ ଆର୍ କେ ଜେନାମଣି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଶା କରାଯାଉଛି, ୧୫ କିମ୍ବା ୧୬ ତାରିଖ ସୁଦ୍ଧା ଓଡ଼ିଶାକୁ ମୌସୁମୀ ଆସିବ।  ଆଜି ମହାରାଷ୍ଟ୍ର, ବିହାର, ଗୁଜରାଟର କିଛି ଅଞ୍ଚଳରେ ମୌସୁମୀ ବାୟୁ ପହଞ୍ଚିଛି।

Advertisment

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ପରେ ପ୍ରଥମେ ଦକ୍ଷିଣ ଓଡ଼ିଶାରେ ବର୍ଷା ହୋଇପାରେ ବୋଲି ଆଶା କରାଯାଉଛି। ତେବେ ବର୍ତ୍ତମାନ ଯେମିତି ଖରା ହେଉଛି, ଆଉ ଦିନେ ଦୁଇ ଦିନ ଏପରି ଖରା ହେବ। ତା’ପରେ ପାଗ ବଦଳି ବାଦଲ ଘୋଟି ପାରେ ବୋଲି ବୈଜ୍ଞାନିକ ଆର୍ କେ ଜେନାମଣି କହିଛନ୍ତି। 

Monsoon Monsoon In Odisha Monsoon 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ