deep depression
Advertisment
ଆସନ୍ତା ୪ ତାରିଖ ସୁଦ୍ଧା ରାଜ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଉତ୍ତର ଓଡ଼ିଶା ଓ ତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ତେବେ ଏନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
Advertisment
ସେପଟେ ପୂରା ଜୁନ୍ ମାସରେ ରାଜ୍ୟରେ ନିଅଣ୍ଟିଆ ବର୍ଷାରେ ହୋଇଛି । ଚାଷ ଆରମ୍ଭ ହୋଇସାରିଥିବା ବେଳେ ସ୍ୱଳ୍ପ ବୃଷ୍ଟି ପାଇଁ ଚିନ୍ତାରେ ଚାଷୀ । ସାରା ରାଜ୍ୟରେ ଜୁନରେ ମାତ୍ର ୧୩୧ ମିମି ବର୍ଷା ହୋଇଛି, ଯାହା ସ୍ୱାଭାବିକଠାରୁ ୩୯% କମ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656666454.jpg)