Advertisment

ଆସୁଛି ବାତ୍ୟା : କେଉଁଠି ଲ୍ୟାଣ୍ଡଫଲ୍‌ କରିବ, କ’ଣ କ୍ଷତି କରିବ ?

ଗତକାଲି ସଂଧ୍ୟାରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ୧୯ ସୁଦ୍ଧା ଆଣ୍ଡାମାନ ସାଗରରେ ୱେଲମାର୍କ ଲୋ-ପ୍ରେସର ରୂପନେବ ।

ଅଦ୍ୟତନ ହୋଇଛି
cyclone

cyclone

Advertisment

ଆସୁଛି ବାତ୍ୟା । ଆସନ୍ତା ୨୩ରେ ବାଂଲାଦେଶ ଛୁଇଁବ ବାତ୍ୟା । ହେଲେ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ଲଘୁଚାପ ଓ ସମ୍ଭାବ୍ୟ ବାତ୍ୟା ନେଇ IMD ଡିଜି ସୂଚନା ଦେଇଛନ୍ତି । ତେବେ ୨୩ ସଂଧ୍ୟାରେ ବାତ୍ୟା ବାଂଲାଦେଶ ଉପକୂଳ ଛୁଇଁବ ବୋଲି ଜଣାପଡ଼ିଛି । ତେବେ ବାତ୍ୟାର ପ୍ରଭାବ କ’ଣ ରିହବ , କେତେ କ୍ଷତି କରିବ ତାହା ସ୍ପଷ୍ଟ ହୋଇନାହିଁ । 

Advertisment

ଗତକାଲି ସଂଧ୍ୟାରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ୧୯ ସୁଦ୍ଧା ଆଣ୍ଡାମାନ ସାଗରରେ ୱେଲମାର୍କ ଲୋ-ପ୍ରେସର ରୂପନେବ । ଏହା କାଳକ୍ରମେ ଦିଗ ବଦଳାଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ । ଆଉ ତା’ପରେ ୨୦ରେ ଅବପାତ ଓ ୨୧ରେ ବାତ୍ୟାର ରୂପ ନେବାର ଅନେକ ସମ୍ଭାବନା ରହିଛି । ବାତ୍ୟା ଆକାରରେ ୨୩ ସଂଧ୍ୟାରେ ବାଂଲାଦେଶ ଉପକୂଳ ଅତିକ୍ରମ କରିବ ବୋଲି କହିଛନ୍ତି IMD ଡିଜି ।

Cyclone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ